Posted inଫୁରସତ

ପ୍ରେମୀଯୁଗଳଙ୍କୁ ମନା ଏହି ମନ୍ଦିର

ପ୍ରେମରେ ପଡ଼ିଥିବା ଝିଅ-ପୁଅ ସେମାନଙ୍କ ସମ୍ପର୍କ ଦୀର୍ଘସ୍ଥାୟୀ ହେବା ପାଇଁ ମନ୍ଦିର ଯାଇଥାନ୍ତି ପୂଜାର୍ଚ୍ଚନା କରିବାକୁ। ମାତ୍ର ଏମିତି ମନ୍ଦିର ଅଛି ଯେଉଁଠି ପ୍ରେମୀଯୁଗଳଙ୍କୁ ମନା ଥାଏ। ବିଶ୍ୱାସ ହେଉ ନ ଥିଲେ ବି ସତ। ଉତ୍ତରପ୍ରଦେଶର ସାହାରନପୁରରେ ରହିଛି ଏକ ହନୁମାନ ମନ୍ଦିର।  ସେଠାକୁ ପ୍ରେମୀଯୁଗଳଙ୍କୁ ଯିବା ପାଇଁ ବାରଣ କରାଯାଇଛି।

୮ବର୍ଷ ତଳେ ନିର୍ମିତ ଏହି ମନ୍ଦିରକୁ ପରିବାର ଲୋକେ ପିଲାଙ୍କ ମନରେ ଥିବା ପ୍ରେମନିଶା ଦୂର କରିବା ପାଇଁ ଆସିଥାଆନ୍ତି। କାରଣ ବେଳେବେଳେ ପ୍ରେମରେ ପଡ଼ି ପିଲାମାନେ ଅନେକେ ଭୁଲ କରିଦେଇଥାନ୍ତି। ଯାହା ମାତାପିତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥାଏ। ତେଣୁ ପିଲାମାନଙ୍କୁ ଭଲ ବାଟକୁ ଫେରାଇ ଆଣିବା ପାଇଁ ଅଭିଭାବକମାନେ ଏହି ମନ୍ଦିରକୁ ଯାଇଥାନ୍ତି।

ପ୍ରତି ଶନିବାର ଏବଂ ମଙ୍ଗଳବାରରେ ଏକ ବିଶେଷ ପୂଜାର ଆୟୋଜନ କରାଯାଇଥାଏ। ପୂଜା ପରେ ମନ୍ଦିରର ପୂଜାରୀ ପ୍ରେମ କରୁଥିବା ଝିଅ-ପୁଅଙ୍କ ପରିବାର ଲୋକଙ୍କୁ କେତେକ ପ୍ରତିକାର କରିବାକୁ କହିଥାନ୍ତି। ଏହି ଉପାୟଗୁଡ଼ିକୁ ପରିବାର ଲୋକେ ପାଳନ କଲେ ପ୍ରେମରେ ପଡ଼ିଥିବା ଝିଅ-ପୁଅ ସୁଧୁରି ଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ ଖାଇ ନ ପିଇ ୫ ଦିନ ହେବ ମନ୍ଦିର ପରିକ୍ରମା କରୁଛି କୁକୁର: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ଡାକ୍ତର କହିଲେ…

ଜୟପୁର,୧୬।୧: ବିଜନୌର ଜିଲାର ନାଗିନା ଅଞ୍ଚଳର ନାନ୍ଦପୁର ଗାଁରେ ଆଜିକାଲି ଏକ କୁକୁର ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ମନ୍ଦିରରେ କୁକୁରର ରହସ୍ୟମୟ କାର୍ଯ୍ୟକଳାପ ଦର୍ଶକ...

ଚମତ୍କାର! ୪ ଦିନ ହେଲାଣି ହନୁମାନଙ୍କ ମୂର୍ତ୍ତିର ପରିକ୍ରମା କରି ଚାଲିଛି କୁକୁର, ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼; Video  

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜନୌର ଜିଲାର ନଗୀନା ଅଞ୍ଚଳର ନନ୍ଦପୁର ଖୁର୍ଦ ଗ୍ରାମରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଥିବା ପ୍ରାଚୀନ ସିଦ୍ଧପୀଠ...

ବିବାହ ପରେ ଝିଅମାନେ କାହିଁକି ପୁଅ ଘରକୁ ଯାଆନ୍ତି? ଜାଣନ୍ତୁ ପରମ୍ପରା ପଛର ପ୍ରକୃତ କାରଣ ଓ ସାମାଜିକ ପରିର୍ତ୍ତନ

ବିବାହ – ଦୁଇଟି ହୃଦୟର ମିଳନ ଏବଂ ଏକ ସୁନ୍ଦର ଜୀବନର ଆରମ୍ଭ। କିନ୍ତୁ ଆମ ସମାଜରେ ଏହି ପବିତ୍ର ବନ୍ଧନକୁ ନେଇ ପ୍ରଚଳିତ ପରମ୍ପରା...

ଦୁନିଆର ସବୁଠୁ ଅଳସୁଆ ପ୍ରାଣୀ

ଦୁନିଆରେ କିଛି ମଣିଷ ଅଳସୁଆ ଥାନ୍ତି ବୋଲି ପ୍ରାୟ ସମସ୍ତେ ଜାଣିଛନ୍ତି। ମାତ୍ର ଏମିତି କିଛି ପ୍ରାଣୀ ଅଛନ୍ତି, ଯେଉଁମାନେ ସେମାନଙ୍କର ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ...

RAC ଟିକେଟ ବାତିଲ ପରେ ଟଙ୍କା ଫେରସ୍ତ ଦେବ କି ରେଳ ବିଭାଗ: ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୧୫।୧: ଭାରତୀୟ ରେଳ ବିଭାଗ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ପରିବହନ କରିଥାଏ। ଏହାର ସୁଲଭ, ସୁବିଧାଜନକ ଏବଂ ସୁରକ୍ଷିତ...

କ’ଣ ଏହି Digital Condom? କେମିତି କରେ କାମ, ପ୍ରାଇଭେଟ୍‌ ସମୟରେ…

କଣ୍ଡୋମ ଶବ୍ଦଟି ଯେତେବେଳେ ଆମେ ଚିନ୍ତା କରୁ ସେତେବେଳେ ପ୍ରଥମେ ଯାହା ମନକୁ ଆସେ ତାହା ହେଉଛି ବ୍ୟକ୍ତିଗତ ମୁହୂର୍ତ୍ତରେ ବ୍ୟବହୃତ ଏକ ଶାରୀରିକ କଣ୍ଡୋମ।...

Instagram ରେ Reels ଭାଇରାଲ ହେବ କେମିତି? ଜାଣନ୍ତୁ ନୂଆ ଟ୍ରିକ୍ସ

ଆଜିକାଲି, Instagram Reels କେବଳ ମନୋରଞ୍ଜନ ପାଇଁ ନୁହେଁ; ଏହା ବ୍ୟକ୍ତିଗତ ବ୍ରାଣ୍ଡିଂ ଏବଂ ଆୟର ଏକ ପ୍ରମୁଖ ଉତ୍ସ ପାଲଟିଛି। ପ୍ରତିଦିନ ଲକ୍ଷ ଲକ୍ଷ...

ଓ଼୍ବାଇ-ଫାଇ ଶଦ୍ଦର ଅର୍ଥ କ’ଣ? ଉତ୍ତର ଜାଣିଲେ ତାଜୁବ ହେବେ

ଆଜିର ଡିଜିଟାଲ ଯୁଗରେ, ୱାଇ-ଫାଇ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଘରେ, ଅଫିସ, ସ୍କୁଲ କିମ୍ୱା ହୋଟେଲରେ, ୱାଇ-ଫାଇ ଇଣ୍ଟରନେଟ ସଂଯୋଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri