Posted inଫୁରସତ

ପ୍ରଥମ ଦେଖାରେ ପୁଅଙ୍କ କେଉଁ ବ୍ୟବହାର ପ୍ରେମିକାଙ୍କୁ ପ୍ରଭାବିତ କରିଥାଏ, ଜାଣନ୍ତୁ..

ପହିଲି ପ୍ରେମର ପ୍ରଥମ ଦେଖା ପ୍ରେମିକାପ୍ରେମିକଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା ଆସିଥାଏ ତାହା ସବୁଦିନ ପାଇଁ ମନରେ ରହିଯାଏ। ତେବେ ଏହି ପ୍ରଥମ ଦେଖାରେ ଝିଅମାନେ ପୁଅଙ୍କ କେଉଁ ବ୍ୟବହାରରେ ପ୍ରଭାବିତ ହୋଇଥାନ୍ତି, ଜାଣନ୍ତୁ ସେ ସମ୍ପର୍କରେ ..

ଝିଅମାନେ ପୁଅର ଧନ ସମ୍ପତ୍ତି ପରିବର୍ତ୍ତେ ଆତ୍ମବିଶ୍ୱାସକୁ ଦେଖିଥାନ୍ତି। କାରଣ ସେମାନେ ଜାଣିଥାନ୍ତି କୌଣସି ଅସୁବିଧା ସମୟରେ ଏହି ଆତ୍ମବିଶ୍ୱାସହିଁ ଜଣଙ୍କୁ ବିପଦରୁ ବାହାର କରିଥାଏ।

ପୁଅଙ୍କ ବ୍ୟକ୍ତିଗତ ସ୍ବଭାବ ଝିଅମାନେ ଦେଖିଥାନ୍ତି। ଯେପରିକି ପୋଷାକ ପରିଧାନ, କେଶବିନ୍ୟାସ ଆଦି।

ଅନେକ ସମୟରେ ଏହି ପ୍ରଥମ ସାକ୍ଷାତରେ ଝିଅମାନେ ପୁଅଙ୍କ ଚାରିତ୍ରିକ ଗୁଣକୁ ମଧ୍ୟ ଦେଖିଥାନ୍ତି। ପ୍ରଥମ ଦେଖାରେ ଯଦିଓ ଏହା ସମ୍ଭବ ହୋଇ ନ ଥାଏ, ମାତ୍ର ଚାହାଣିରୁ ଏହାକୁ ନେଇ କିଛିଟା ଅନୁମାନ କରିହୁଏ।

ପୁଅଟି କେତେ ବୁଝିବାର, ବ୍ୟବହାରିକ ଗୁଣର ହୋଇଥାନ୍ତି ତାହା ଝିଅ ଦେଖିଥାନ୍ତି। କାରଣ ମନକୁ ବୁଝୁଥିବା ପୁଅ ଝିଅଙ୍କ ପସନ୍ଦ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୃଶ୍ୟ: ଟ୍ରେନ୍‌ ଟ୍ରାକ୍‌ରେ ପଶିଗଲା କାର୍‌, ଆଉ ତା’ ପରେ…

ଆପଣ ନିଶ୍ଚିତ ଭାବରେ ଟ୍ରେନ୍‌ କିମ୍ବା ସଡ଼କ ଦୁର୍ଘଟଣାର ଅନେକ ଭିଡିଓ ଦେଖିଥିବେ। କିନ୍ତୁ ଆଜି ଏମିତି ଏକ ଭିଡିଓ ଦେଖାଇବୁ ଯାହା ଦେଖି ଆଶ୍ଚର୍ଯ୍ୟ...

ଏମିତି ଶିବଲିଙ୍ଗ ଯାହାର ଚାରିପଟେ ଥରେ ବୁଲିଆସିବାକୁ ଲାଗେ ୧୫ ଦିନ…

ଏପରି ଏକ ଶିବମନ୍ଦିର ଯାହା ମନ୍ଦିର ପାଇଁ ନୁହେଁ ବରଂ ଶିବଲିଙ୍ଗ ଲାଗି ପ୍ରସିଦ୍ଧ ଲାଭ କରିଛି। ଲୋକମାନଙ୍କୁ ଏହି ଶିବଲିଙ୍ଗ ଚାରିପଟେ ପରିକ୍ରମା କରିବାକୁ...

କରୋନାକୁ ଭୟ ନ କରି ପାଖାପାଖି ୩ ମାସ ମଧ୍ୟରେ ୪୭୦ ମୃତଦେହର ସଂସ୍କାର କରି ସାରିଲେଣି ଏମାନେ

ନୂଆଦିଲ୍ଲୀ,୧୬।୭: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏବେ ସବୁଠାରୁ ଚିନ୍ତାର କାରଣ ପାଲଟିଛି କରୋନା ସଂକ୍ରମଣରେ ଯେଉଁମାନଙ୍କର...

ଘୋଡ଼ା ଦୌଡ଼ିଲେ ଗାଡ଼ି ଚାଲେ: ଷ୍ଟିୟରିଂ ସମ୍ଭାଳନ୍ତି ଚାଳକ

ଇଞ୍ଜିନ ହେଉଛି ଗାଡିର ମୁଖ୍ୟ ଅଂଶ। ଏହା ଯେତେ ପାଓ୍ବାରଫୁଲ, ଗାଡ଼ି ସେତେ ଭଲ ଚାଲେ ଓ ତା’ର ଚାହିଦା ସେତେ ଅଧିକ ରହେ। ଇଞ୍ଜିନର...

ଅନ୍ତରୀକ୍ଷରୁ ଆସିଥାଏ ସୁନା

ଖାଲି ଭାରତ ନୁହେଁ, ସମଗ୍ର ବିଶ୍ୱରେ ସୁନାର ଚାହିଦା ଅଧିକ। ଏହି ହଳଦିଆ ରଙ୍ଗ ଧାତୁର ଉତ୍ପତ୍ତି ନେଇ ଅନେକ ତର୍କ ବିତର୍କ ରହିଛି। ଏହା...

ଏହି ମନ୍ଦିରକୁ ଥରେ ଦର୍ଶନ ପାଇଁ ଗଲେ ଭକ୍ତ ହୁଅନ୍ତି ଧନୀ

ଭାରତର ପ୍ରତ୍ୟେକ ଗାଁ ଗଣ୍ଡାରେ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକ ମନ୍ଦିର ରହସ୍ୟରେ ପରିପୂର୍ଣ୍ଣ। କିଛି ମନ୍ଦିରର ନିଜର ସ୍ବତନ୍ତ୍ର ପରିଚୟ ରହିଛି।...

ପିଲାଙ୍କ ସ୍ମୃତିଶକ୍ତିକୁ ପ୍ରଖର କରିବା ପାଇଁ…

ଛୋଟପିଲାଙ୍କ ମନ ସବୁବେଳେ ଚଳଚଞ୍ଚଳ। ତେବେ ସେମାନଙ୍କ ସ୍ମୃତି ଶକ୍ତିକୁ ପ୍ରଖର କରିବା ପାଇଁ କାର୍ଟୁନ୍‌ ବହିର ଗପ ଅବା ଗୀତ ବେଶ୍‌ ଉପଯୋଗୀ ହୋଇଥାଏ।...

ଭୁଲ୍‌ ବୁଝାମଣାକୁ ବହୁତ ଡରେ

କେବଳ ରିଲ୍‌ରେ ନୁହେଁ, ରିୟଲ ଲାଇଫ୍‌ରେ ଅନେକଙ୍କ ପାଇଁ ହିରୋ ସାଜିଛନ୍ତି ସବ୍ୟସାଚୀ ମିଶ୍ର। ପେସାରେ ଜଣେ ଇଞ୍ଜିନିୟର ହୋଇଥିଲେ ବି ଅଭିନୟ ପାଇଁ ଚାକିରି...

Advertisement
Archives

Model This Week