Posted inଫୁରସତ

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

ଜଣେ ଲେଖକଙ୍କ କାହାଣୀଙ୍କୁ କେହି କପି କରୁଥିଲେ ଏହାକୁ କେମିତି ରୋକାଯାଇ ପାରିବ ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ପ୍ରଥମେ କେଉଁ ଦେଶରେ ଲାଗୁ କରାଯାଇଥିଲା କପିରାଇଟ୍‌ ଆକ୍ଟ:

୧୭୯୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ କପିରାଇଟ୍‌ ଆକ୍ଟ ଲାଗୁ କରାଯାଇଥିଲା। ସେହି ମସିହା ଜୁନ୍‌ ୯ରେ ପ୍ରଥମେ ଯେଉଁ ବହିର କପିରାଇଟ୍‌ କରାଯାଇଥିଲା ତାହାର ନାଁ ହେଲା ‘The Philadelphia Spelling Book’।

କପିରାଇଟ୍‌ କ’ଣ : ନିଜେ ଲେଖିଥିବା ପୁସ୍ତକର ମାଲିକ ହେଉଛନ୍ତି ଲେଖକ। ମାତ୍ର ଏହାକୁ ଯଦି କେହି ଚୋରି କରି ଅର୍ଥାତ କପି କରି ନିଏ ତେବେ କପିରାଇଟ୍‌ ହୋଇଥିବା କୁହାଯାଏ। ଏହାକୁ ସୁରକ୍ଷିତ ରଖିବା ପାଇଁ କପିରାଇଟ୍‌ ଆକ୍ଟ ଲାଗୁ ହୋଇଛି। ଭାରତରେ ଏହି ଆକ୍ଟ ୧୯୫୭ରେ ଲାଗୁ କରାଯାଇଛି। ଏହି ଆକ୍ଟ ୬୦ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହେ। ଲେଖକଙ୍କ ମୃତ୍ୟୁ ହେବାର ୬୦ ବର୍ଷ ପର୍ଯ୍ୟନ୍ତ ଏହି ଆକ୍ଟ ବୈଧ ଥାଏ। ଫଳରେ ଲେଖକ ଲେଖିଥିବା ପୁସ୍ତକ ଉପରେ ହକ୍‌ ରହିଥାଏ।

ନିଜ ଲେଖାକୁ କେମିତି କରିବେ କପିରାଇଟ୍‌ : ସରକାର କପିରାଇଟ୍‌ ସମ୍ବନ୍ଧିତ ଏକ ସାଇଟ୍‌ http://copyright.gov.in କୁ ଯାଇ ଏଥିରେ ଆବେଦନ କରିପାରିବେ।

କପିରାଇଟ୍‌ ରେଜିଷ୍ଟ୍ରେସନ ପାଇଁ ୯୦୪ ଫର୍ମ ପୂରଣ କରାଯାଏ।

ଆବେଦନ ସହିତ ଦେବାକୁ ପଡ଼ିଥାଏ ଏହି କାଗଜପତ୍ର :

ଅଭିଯୋଗର ପ୍ରମାଣପତ୍ର

ଲେଖାର ତିନି କପି

ପ୍ରକାଶକଙ୍କଠାରୁ ଅଭିଯୋଗର ପ୍ରମାଣପତ୍ର

ପ୍ରକାଶକଙ୍କ ନାମ, ଠିକଣା ଏବଂ ନାଗରିକତା

ପ୍ରକାଶଥାଉ କି, ଏପି୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ଏହିଦିନ ଉଇଲୟମ ସେକ୍ସପିଅରଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ଜନ୍ମଦିବସକୁ ବିଶ୍ୱ କପିରାଇଟ୍‌ ଦିବସ ଭାବେ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନସେବାରେ ଉତ୍ସର୍ଗ ଅଗ୍ନିଶମ ବାହିନୀ

କୌଣସିଠାରେ ନିଆଁ ଲାଗିଲେ ଦମକଳ ବାହିନୀ ପହଞ୍ଚି ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟ କରିଥାନ୍ତି। ସେମାନଙ୍କ କାର୍ଯ୍ୟ ଏବଂ ଦାୟିତ୍ୱବୋଧକୁ ସମ୍ମାନ ଜଣାଇବା ପାଇଁ...

ଯେଉଁଠି ବିବାହରେ କନ୍ୟାବରଙ୍କ ଉପରେ କରାଯାଏ ଟଙ୍କାବର୍ଷା…

ସାମାଜିକ ବ୍ୟବସ୍ଥାରେ ବିବାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ପାଳିତ ହୋଇଥାଏ। ପୋଲାଣ୍ଡରେ ବିବାହ ଉତ୍ସବରେ କନ୍ୟାବରଙ୍କୁ ଟଙ୍କାମାଳ...

କାରରେ ୧୭ଟି ଦେଶ ପାରି ହୋଇ ବିଶ୍ୱକପ୍‌ ଦେଖିବାକୁ ପହଞ୍ଚିଲେ ମାଥୁର ପରିବାର

ଲଣ୍ଡନ, ୧୦।୭: ବିଶ୍ୱର ଯେକୌଣସି ସ୍ଥାନରେ ମ୍ୟାଚ୍‌ ହେଉନା କାହିଁକି, ଭାରତୀୟ ଦଳକୁ ଚିୟର୍‌ କରିବା ପାଇଁ ଦର୍ଶକ ସେଠାରେ ପହଞ୍ଚିଯିବା କୌଣସି ଆଶ୍ଚର୍ଯ୍ୟର କଥା...

ଜିଭରେ ଚଳନ୍ତା ଫ୍ୟାନ୍‌ ଅଟକାନ୍ତି ଏହି ମହିଳା; ଦେଖି ଯେ କେହି ଭାବିବେ…

ଫ୍ୟାନ୍‌ ବୁଲୁଥିବା ସମୟରେ ଦେଖିଥିବେ ଏହା କେତେ ଜୋର୍‌ରେ ବୁଲିଥାଏ। ଆଙ୍ଗୁଠି ଯଦି ଭୁଲ୍‌ରେ ବାଜିଯାଏ, କଟିଯିବାର ଭୟ ଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ...

ସ୍ତ୍ରୀଙ୍କଠାରୁ ଦୂରରେ ରହିବା ଲାଗି ନକଲି କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ପ୍ରସ୍ତୁତ କରିଥିଲେ ସ୍ବାମୀ: ଏବେ ଖୋଜୁଛି ପୋଲିସ…

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଥିବା ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କଠାରୁ ଦୂରରେ ରହିବାକୁ ଯାଇ କରୋନା ସଂକ୍ରମିତ ହୋଇଥିବା ନେଇ ମିଛ କହି ଚର୍ଚ୍ଚାକୁ ଆସିଛନ୍ତି।...

ଭଲ ଫସଲ ପାଇଁ ଯେଉଁଠି ହୁଏ କୁକୁଡ଼ା-ଗଞ୍ଜା ବାହାଘର…

ଭାରତ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ଛତିଶଗଡ଼ର ଜନଜାତି ବହୁଳ ଅଞ୍ଚଳରେ ଲୋକେ ଚାଷବାସ ସରିବା ପରେ କୁକୁଡ଼ା-ଗଞ୍ଜା ବାହାଘର ଉତ୍ସବରେ...

୫୯ ବର୍ଷ ପରେ ନିକଟତର ହେବ ବୃହସ୍ପତି

ଓ୍ବାଶିଂଟନ୍‌: ସମୟକ୍ରମେ ଗ୍ରହ ଓ ଉପଗ୍ରହମାନଙ୍କ ଚଳନ ହୋଇଥାଏ। ମାଇଲ, ମାଇଲ ଦୂରରେ ଥିବା ଗ୍ରହ ଅନେକ ସମୟରେ ପୃଥିବୀ କିମ୍ବା ଅନ୍ୟ ଗ୍ରହମାନଙ୍କ ନିକଟତର...

ଅର୍କବଟ ତଳେ ପୂଜା ପାଉଥିଲେ ଶ୍ରୀନଟେଶ୍ୱର

ପୂର୍ବ ଆଲୋଚନାରୁ ଜାଣିଲେ ଶାମ୍ବଙ୍କର ପ୍ରାୟଶ୍ଚିତ୍ତ ପାଇଁ ସେ ଯେଉଁ ତପସ୍ୟା କରିଥିଲେ ମୈତ୍ରେୟବନରେ (କୋଣାଦିତ୍ୟ) ତାହାର ସ୍ମାରକୀ ଦିବସ ହେଉଛି ଶାମ୍ବ ଦଶମୀ। ମନେହୁଏ...

Advertisement
Archives

Model This Week