Posted inଖେଳ

ପାକିସ୍ତାନ ଘରୋଇ କ୍ରିକେଟରେ ଟସ୍‌ ପଡ଼ିବ ନାହିଁ

କରାଚୀ,୨୫।୮(ପିଟି): ପାକିସ୍ତାନ କ୍ରିକେଟ ବୋର୍ଡ (ପିସବି) ଦେଶର ପ୍ରଥମ ଶ୍ରେଣୀ କ୍ରିକେଟରେ ଚଳିତ ସିଜନଠାରୁ ଆଉ ଟସ୍‌ ବ୍ୟବହାର କରାଯିବ ନାହିଁ। ପାକିସ୍ତାନ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ କୁଏଦ-ଇ-ଆଜାମ ଟ୍ରଫିର ପ୍ରତ୍ୟେକ ମ୍ୟାଚ୍‌ରେ ଭ୍ରମଣକାରୀ ଦଳକୁ ନିଷ୍ପତ୍ତି ନେବାର ଅଧିକାର ଦିଆଯିବ। ଫଳରେ ଯେଉଁ ଦଳ ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂ କରିବାକୁ ଚାହୁଁଛି, ତାହା ଆପୋଷ ସମାଧାନରେ ହୋଇଯିବ। ହେଲେ ଯଦି ଉଭୟ ଅଧିନାୟକ ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂ କରିବାକୁ ଚାହଁାନ୍ତି, ତେବେ ମ୍ୟାଚ୍‌ ରେଫରି ଟସ୍‌ ପକାଇବେ ବୋଲି ପିସିବି ସୂତ୍ରରୁ ଜଣାପଡ଼ିଛି। ଏହାବାଦ୍‌ ଦେଶର ଘରୋଇ ଦିନିକିଆ ଓ ଟି୨୦ ଫର୍ମାଟରେ ପାରମ୍ପରିକ ଟସ୍‌ ପକାଯିବ। ସେ କହିଛନ୍ତି ପିସିବି ସିଇଓ ଓ୍ବାସିମ ଖାନ ଏହି ଯୋଜନ ପ୍ରସ୍ତାବ ଦେଇଥିଲେ, ଯାହାକୁ ଅନ୍ୟ ଅଫିସିଆଲଙ୍କ ସମର୍ଥନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାନସିକ ଶାନ୍ତି ପାଇଁ କ୍ରିକେଟରୁ କିଛିଦିନ ଛୁଟି ନେଲେ ଏହି କ୍ରିକେଟର୍‌

ଢାକା,୧୨।୮: ବାଲାଂଦେଶର ଷ୍ଟାର୍‌ ଖେଳାଳି ତମିମ୍‌ ଇକବାଲ୍‌ କ୍ରିକେଟରୁ କିଛିଦିନ ଦୂରେଇ ଯାଇଛନ୍ତି। ମାନସିକ ଶାନ୍ତି ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ଚତୁର୍ଥ ସ୍ଥାନକୁ ଖସିଲା ଭାରତ: ଇଂଲଣ୍ଡ ଆଶା ଉଜ୍ଜୀବିତ

ଦୁବାଇ, ୧୦ା୨ (ପି.ଟି.)-ଚେନ୍ନାଇରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ୨୨୭ ରନରେ ପରାଜୟ ଦ୍ୱାରା ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ର଼୍ୟାଙ୍କିଙ୍ଗ ତାଲିକାରେ...

ରାଇନାଙ୍କୁ ଅତିକ୍ରମ କଲେ ଧୋନୀ

ଦୁବାଇ, ୩ା୧୦ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଇତିହାସରେ ସବୁଠାରୁ ଅଧିକ ସଂଖ୍ୟକ ମ୍ୟାଚ ଖେଳିବାରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି ଭାରତର ପୂର୍ବତନ...

ଏହି ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍‌ଙ୍କୁ କପି କଲେ ବିରାଟ କୋହଲି: ମିଳିଲା ଏମିତି ପ୍ରତିକ୍ରିୟା

ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ଖେଳୁଛି। ଭାରତ ପ୍ରଥମ ମ୍ୟାଚକୁ ୧୧...

ଜୁନ୍‌ ୧୦ ଭାରତୀୟ କ୍ରିକେଟ ଦଳ ପାଇଁ ଖାସ୍‌ ଦିନ: ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଇତିହାସ ପାଇଁ ଜୁନ ୧୦ର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଭାରତୀୟ ଦଳ ପ୍ରଥମ ଥର ପାଇଁ ଲର୍ଡସ ଗ୍ରାଉଣ୍ଡରେ ଟେଷ୍ଟ...

ଡବ୍ଲ୍ୟୁଟିସି ପାଇଁ ଆଇସିସିର ନୂଆ ପଏଣ୍ଟ ବ୍ୟବସ୍ଥା

ଦୁବାଇ, ୧୪।୭- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂଆ ପଏଣ୍ଟ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛି।...

ଏମ୍‌ଜିଏମ୍‌ ଟି୨୦ ଲିଗ୍‌: ଓଡ଼ିଶା ପାନ୍ଥର୍ସ ଚାମ୍ପିୟନ

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ରେ ଓଡ଼ିଶା ପାନ୍ଥର୍ସ ଚାମ୍ପିୟନ...

ଫ୍ରାଞ୍ଚାଇଜ୍‌ ହାତ ଅଧାରୁ ଛାଡି ଦେଲେ ଏହି ୧୫ ଖେଳାଳି

ଖେଳାଳିମାନେ ଆଘାତ ହେତୁ ପ୍ରାୟତଃ ଆଇପିଏଲ କିମ୍ବା ଅନ୍ୟ କୌଣସି ଟୁର୍ନାମେଣ୍ଟରେ ପ୍ରତ୍ୟାହାର କରନ୍ତି, କିନ୍ତୁ ଖେଳାଳିମାନେ ନିଲାମରେ ସେମାନଙ୍କ ନାମ ପଞ୍ଜିକରଣ କରନ୍ତି ଏବଂ...

Advertisement
Ten Cric Info


Archives

Model This Week