ପାକିସ୍ତାନରେ ଶୋ’ କରି ଅଡୁଆରେ ମିକା ସିଂ

ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ ପାକିସ୍ତାନରେ ଏକ ସଙ୍ଗୀତ ଶୋ’ କରି ଅଡୁଆରେ ପଡିଯାଇଛନ୍ତି। ଉଭୟ ଭାରତ ଏବଂ ପାକିସ୍ତାନର ଦର୍ଶକ ତାଙ୍କୁ ସୋସିଆଲ ମିଡିଆରେ ଗାଳି ଦେଇଛନ୍ତି। ଜମ୍ମୁ-କଶ୍ମୀରୁ ୩୭୦ ଉଚ୍ଛେଦ ପରେ ଉଭୟ ଦେଶ ସମ୍ପର୍କ ତିକ୍ତତା ଆସିଛି। ପାକିସ୍ତାନ ଭାରତ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି ବୋଲି ଘୋଷଣା କରିଛି। ଏପରିକି ଭାରତୀୟ ଫିଲ୍ମ ପାକିସ୍ତାନରେ ଚାଲିପାରିବ ନାହିଁ। ଏବସୁ ଭିତରେ ମିକା ସିଂ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ୍‌ ମୁଶାରଫଙ୍କ ଜଣେ ସମ୍ପର୍କୀୟ ବିବାହ ଉତ୍ସବରେ ଏକ ସଙ୍ଗୀତ ଶୋ’ର ଆୟୋଜିନ କରାଯାଇଥିଲା। ଯେଉଁଠି ମିକା ଗୀତ ଗାଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମିକା ୟୁଜର୍ସଙ୍କ ରୋଷର ଶିକାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ଗାଡ଼ି ଚଲାଉଛନ୍ତି ରିତେଶ

କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବା ବେଳେ ବଲିଉଡ୍‌ର ଫିଲ୍ମ ଶୁଟିଂ ବନ୍ଦ ରହିଛି। ଏହି ସମୟରେ କଳାକାରମାନେ ନିଜ ପରିବାର...

ମୟୂରୀ ଗୋ ତୁମ…ମହ୍ଲାରେ ମେଘ ସାଜିଲି…

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ‘ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାରେ ମେଘ ସାଜିଲି…’। ଓଡ଼ିଆ ସିନେମା ଇତିହାସର ଏହି କାଳଜୟୀ ଗୀତକୁ ଗାଇଥିଲେ ମହମ୍ମଦ ରଫି।...

ଗୋଟିଏ ରାତିରେ ଘଟିଲା ଏପରି କିଛି ସବୁଦିନ ପାଇଁ ଅମିତାଭଙ୍କ ଜୀବନରୁ ଦୂରେଇ ଗଲେ ରେଖା

ବଲିଉଡ୍‌ର ପ୍ରେମ କାହାଣୀ ସମ୍ପର୍କରେ କହିଲେ ପ୍ରଥମେ ବିଗ୍‌ବି ଅମିତାଭ ବଚ୍ଚନ ଓ ରେଖାଙ୍କ ନାମ ସାମ୍ନାକୁ ଆସିବ। ଉଭୟ ଅନେକ ଫିଲ୍ମରେ ଏକାଠି କାମ...

ଜନ୍ମଦିନର ଦିନକ ପୂର୍ବରୁ ମା’ଙ୍କୁ ହରାଇ ଭାଙ୍ଗି ପଡ଼ିଲେ ଅକ୍ଷୟ

ମୁମ୍ବାଇ,୯।୯: ବଲିଉଡର ଖିଲାଡ଼ି ଅକ୍ଷୟ କୁମାର ଗୁରୁବାର ୫୪ତମ ବର୍ଷରେ ପାଦ ଦେଇଛନ୍ତି। ଜନ୍ମଦିନର ଦିନକ ପୂର୍ବରୁ ମା’ଙ୍କୁ ହରାଇଥିବା ଅକ୍ଷୟ ଏବେ ଭାଙ୍ଗି ପଡ଼ିଛନ୍ତି।...

ବର୍ଷକୁ ୪ଶହ କୋଟି ଆୟ କରନ୍ତି ଖିଲାଡି ବୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଏକଦା ବ୍ୟାଙ୍କକ୍‌ରେ ସେଫ୍‌ ଓ ଓ୍ବେଟର ଭାବେ କାମ କରୁଥିବା ଅକ୍ଷୟ...

ତିନି ନମ୍ବର ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ରେଣୁକା

ମୁମ୍ବାଇ: ବଲିଉଡ୍ ମୁଭି ‘ହମ୍ ଆପକେ ହୈ କୌନ’ରେ ସଲମାନ ଖାଁଙ୍କ ଭାଉଜ ଭୂମିକାରେ ନଜର ଆସିଥିବା ରେଣୁକା ସାହାଣେ ଦର୍ଶକଙ୍କ ନିକଟରେ ବେଶ୍ ପରିଚିତ...

ଶାହରୁଖ ଦେଇଥିବା ୩୦୦ ଟଙ୍କାକୁ ୮ ବର୍ଷ ହେଲା ପାଖରେ ରଖିଛନ୍ତି ଅଭିନେତ୍ରୀ

ନୂଆଦିଲ୍ଲୀ,୧୭।୬: ୨୦୧୩ରେ ରିଲିଜ ହୋଇଥିଲା ବଲିଉଡ୍‌ କିଙ୍ଗ୍‌ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’। ଏହି ବ୍ଲକବଷ୍ଟର ଫିଲ୍ମର ଆଇଟମ ସଙ୍ଗ୍‌ର ଶୁଟିଂବେଳେ ଶାହାରୁଖଙ୍କୁ...

ଶ୍ରୀବଲିଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ବିଜୟ

ସାଉଥ ସୁପର ଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ପୁଷ୍ପା ହିରୋଇନ୍‌ ଶ୍ରୀବଲି ତଥା ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଗତ କିଛି ଦିନ ହେବ ଏକ...

Advertisement
Archives

Model This Week