ପରିବର୍ତ୍ତିତ ମାର୍ଗରେ ଯିବ ସମ୍ବଲପୁର, ବିଶାଖାପାଟଣା-ନାନ୍ଦେଡ୍‌ ଏକ୍ସପ୍ରେସ

ଭୁବନେଶ୍ୱର,୧୮-୪:ସମ୍ବଲପୁର-ନାନ୍ଦେଡ-ସମ୍ବଲପୁର ଏବଂ ବିଶାଖାପାଟଣା-ନାନ୍ଦେଡ-ବିଶାଖାପାଟଣା ତ୍ରିସାପ୍ତାହିକ ଏକ୍ସପ୍ରେସ ଚଳିତ ମାସ ୪ର୍ଥ ସପ୍ତାହଠାରୁ ପରିବର୍ତ୍ତିତ ମାର୍ଗ ଦେଇ ଯିବ। ଏହା ବିଜୟଓ୍ବାଡା ପରିବର୍ତ୍ତେ ଗୁଣ୍ଡାଲା-ରାୟନାପଡୁ ମାର୍ଗ ଦେଇ ଚଳାଚଳ କରିବ। ରାୟନାପଡୁଠାରେ ଏହି ଏକ୍ସପ୍ରେସର ରହଣି ବ୍ୟବସ୍ଥା କରାଯାଇଛି। ୨୨ ତାରିଖଠାରୁ ସମ୍ବଲପୁରରୁ ଛାଡିବାକୁ ଥିବା ସମ୍ବଲପୁର ନାନ୍ଦେଡ ଏବଂ ୨୩ ତାରିଖଠାରୁ ବିଶାଖାପାଟଣା-ନାନ୍ଦେଡ ତ୍ରିସାପ୍ତାହିକ ଏକ୍ସପ୍ରେସ ରାୟନାପଡୁଠାରେ ସ୍ଥିରୀକୃତ ଦିନ ମାନଙ୍କରେ ରାତ୍ର ୨.୪୦ ମିନିଟରେ ପହଞ୍ଚି ୨.୪୫ରେ ନାନ୍ଦେଡ ଯାତ୍ରା କରିବ। ଫେରିବା ବାଟରେ ଏହା ନାନ୍ଦେଡ ସମ୍ବଲପୁର ଏବଂ ୨୪ର ନାନ୍ଦେଦ ବିଶାଖାପାଟଣା ରାୟନାପଡୁଠାରୁ ସ୍ଥିରୀକୃତ ଦିନ ମାନଙ୍କରେ ରାତ୍ର ୩.୩୫ ମିନିଟରେ ପହଞ୍ଚି ୩.୪୦ ମିନିଟରେ ଯଥାକ୍ରମେ ସମ୍ବଲପୁର ଏବଂ ବିଶାଖାପାଟଣା ଯାତ୍ରା କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦ଲକ୍ଷ ପାର୍‌ କରିବ ୧୦ଗ୍ରାମ୍‌ ସୁନା, ବିବାହ ଋତୁରେ କୋଟିଏ ଛୁଇଁବ!

ନୂଆଦିଲ୍ଲୀ,୧୬।୧: ଦେଶରେ ସୁନା ମୂଲ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି, ଯାହା ଧୀରେ ଧୀରେ ସାଧାରଣ ଲୋକଙ୍କ ହାତପାଆନ୍ତାରୁ ଦୂରେଇ ଯାଉଛି। ଆଜି ଦିଲ୍ଲୀ, ଜୟପୁର,...

ଖାଲି ଘର ଅଛି କି? ଭଡା ନ ଦେଇ ଏମିତି କରନ୍ତୁ, କମାଇବେ ମୋଟା ଅଙ୍କର ଟଙ୍କା…

ଯଦି ଆପଣଙ୍କର ଏକ ଖାଲି ଘର ଅଛି ଏବଂ ଆପଣ ଏହାକୁ ପାରମ୍ପରିକ ଉପାୟରେ ଘରଭଡ଼ା ଦେବାକୁ ଚାହୁଁନାହାଁନ୍ତି, ତେବେ ଭଡ଼ା ଅପେକ୍ଷା ଅଧିକ ରୋଜଗାର...

ମିଶିଯିବ ୨ଟି ବଡ଼ ବ୍ୟାଙ୍କ୍‌! ଖାତାରେ ଟଙ୍କା ଥିଲେ…

ନୂଆଦିଲ୍ଲୀ,୧୬।୧: ସରକାର ଦୁଇଟି ବଡ଼ ସାର୍ୱଜନୀନ କ୍ଷେତ୍ରର ବ୍ୟାଙ୍କକୁ ମିଶ୍ରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବ୍ୟାଙ୍କଗୁଡ଼ିକୁ ମଜବୁତ କରିବା ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା...

୧ ଏପ୍ରିଲରୁ ଟୋଲ ପ୍ଲାଜା ନିୟମରେ ବଡ଼ ପରିବର୍ତ୍ତନ: ଜାଣିରଖନ୍ତୁ ନଚେତ୍‌…

ନୂଆଦିଲ୍ଲୀ,୧୬।୧: ଦେଶର ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏପ୍ରିଲ ୧ ତାରିଖରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସରକାର ରାଜପଥ ଯାତ୍ରାକୁ...

“ଭାରତ ବିଶ୍ୱ ଅଭିବୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ”: IMF

ନୂଆଦିଲ୍ଲୀ,୧୬ା୧: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଏକ ବଡ଼ ଘୋଷଣା କରିଛି। IMF ର ଯୋଗାଯୋଗ ବିଭାଗ ନିର୍ଦ୍ଦେଶିକା ଜୁଲି...

ସୁନା ନା ତେଲ, ବର୍ତ୍ତମାନ ଦୁନିଆରେ କେଉଁଟା ସବୁଠୁ ଅଧିକ ଶକ୍ତିଶାଳୀ? ଉତ୍ତର ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୧୫।୧: ଗତ ପାଞ୍ଚ ବର୍ଷ ମଧ୍ୟରେ, ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି। ଉଭୟ ମୂଲ୍ୟବାନ ଧାତୁ ସମସ୍ତ ମୂଲ୍ୟ ରେକର୍ଡ...

Post Officeର RD ସ୍କିମ୍‌ରେ ମାସକୁ ରଖନ୍ତୁ ୧୦,୦୦୦ ଟଙ୍କା, ୫ ବର୍ଷ ପରେ ମାଲାମାଲ !

ନୂଆଦିଲ୍ଲୀ,୧୪।୧: ଶେୟାର ବଜାର ଲଗାତାର ନିବେଶକଙ୍କୁ ନିରାଶ କରୁଛି। ୨୦୨୫ରେ ଭଲ ରିଟର୍ନ ନ ମିଳିବା ପରେ ୨୦୨୬ର ଆରମ୍ଭ ମଧ୍ୟ ଭଲ ହୋଇନାହିଁ। ବଜାର...

୨୦୦୦ ଟଙ୍କିଆ ମାସିକ SIP କରି ହୁଅନ୍ତୁ ମାଲାମାଲ, ବର୍ଷକୁ ୧୨ ଲକ୍ଷ ରୋଜଗାର; ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୧୪।୧: ଧନୀ ହେବା ପାଇଁ ବହୁତ ପୁଞ୍ଜି ନିବେଶ କରିବା ଆବଶ୍ୟକ ନୁହେଁ। ଆପଣ ଅଳ୍ପ ସଞ୍ଚୟରୁ ମଧ୍ୟ ବଡ଼ ପାଣ୍ଠି ତିଆରି କରିପାରିବେ। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri