ପରଶାସନର ପରତିଶୁରତିକେ ୬ ମାସ ବିତଲା: ସରକାରୀ ସାହାଯ୍‌ ଆଶ୍‌ରେ ମଗଶିର

ବିନିକା ,୧୫।୭(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା-ରାମପୁର ମୁଖିଆ ରାସ୍‌ତାରେ ଗଲା ତା.୨୯.୧୨.୨୦୧୮ରେ ଗୁଟେ ବଡ଼ଭାରି ଦୁରଘଟନା ହେଇଥିଲା। ଇ ଦୁରଘଟନାରେ ସିଂଘିଯୁବା ପଁଚେତ୍‌ ଅଧୀନ ଅସୁରଗଡ଼ ଗଁାର ମଗଶିର ଭରାସାଗର(୨୮)କଁର ଭୁଜନି ହାତ୍‌ଗୋଡ଼ ଭାଂଗି ଯାଇଥିଲା। ପୀଡ଼ିତ ମଗଶିରକଁର କହେବାର ହିସାବେ ସେ ତା.୨୯.୧୨.୨୦୧୮ ସଖାଲର ୮ ବଜେ ଶିବଶକ୍ତି ରାଇସ୍‌ ମିଲକେ କାମ୍‌କରି ଗଲାବେଲେ ରାସ୍‌ତା ତରେ ଠିଆ ହେଇଥିଲେ। ଇ ସମିଆରେ ସିଂଘିଯୁବା ଫାଲୁ ଗୁଟେ ଟାଟା ଏସିଇ (ଗାଡ଼ି.ନଂ. ଓଡି-୦୩-୨୭୮୮) ତାହାକୁ ଫଛ୍‌ଫାଲୁ ପିଟି ଦେଇଥିଲା। ଦୁରଘଟନା ବାବ୍‌ଦେ ଖବର ପାଇ ଅସୁରଗଡ଼ ଗଁାବାସୀ ଘଟନା ଥଲରେ ପୁହୁଁଚି ଥିଲେ। ଗଁାବାସୀ ଦୁରଘଟନାରେ ଆହତ୍‌ ମଗଶିରକଁର ଚିକିସତ୍ା ଆର କ୍ଷତିପୂରନ୍‌ ଦାବି କରବାର ସଂଗେ ରାସ୍‌ତା ରୋକ୍‌ କରିଥିଲେ। ସେ ସମିଆର ବିନିକା ଥାନା ଅଧ୍‌କାରୀ କଲ୍ୟାଣୀ ହେହେରା ରାସ୍‌ତା ରୋକ୍‌ କରିଥିବାର ଲୁକ୍‌କୁ ବୁଝାସୁଝା କରି ରେଡକ୍ରସରୁ ଆହତ୍‌କୁଁ ଚିକିସତ୍ା ଲାଗି ସାହାଯ୍‌ ଦିଆଯିବା ବଲି କଥା ଦେଇଥିଲେ। ହେଲେ ଦୁଖର କଥା ଘଟନାକେ ୬ ମାସ ବିତିଯାଇଥିଲେ ବି ପୀଡ଼ିତ ମଗଶିରକୁଁ ରେଡକ୍ରସରୁ ସାହାଯ୍‌ ଟଁକା ନାଇଁ ମିଲିପାରି। ଏହେଦେ ମଗଶିର ଟଁକା ପଏସା ଅଭାବୁ ଚିକିସତ୍ିତ ନାଇଁ ହେଇପାରି ଘରେ ପଡ଼ିରହିଛନ୍‌। ଇଆଡ଼େ ମଗଶିରକଁର ଘରର ଗୁଟେ ବଲି କମାନିଅଁା ଲୋକ୍‌ ହେଇଥିଲାବେଲେ ତାକର ଉପରେ ୫ ପରାନୀ କୁଟୁମ ନିରଭର କରୁଛନ୍‌। ହେଲେ ସେ ପଡ଼ିରହିଲାରୁ କୁଟୁମବସିଆ ଅଭାବ ଅନାଟନ ଲାଗି ବଡ଼ା ଗୁଲଗୁଲା ହେଉଛନ୍‌। ଘରେ ଶଶୁର ଖାଡ଼ିଆ ଭରାସାଗର(୬୫), ଶାଶୁ ଶିତୟା ଭରାସାଗର(୬୦), ବଡ଼ ପୁଓ ରୋହିତ(୬) ରହିଥିଲାବେଲେ ଏହେଦେ ଇ ସମକର ବୋଝ ମଗଶିରକଁର ମାଏକିନା ସଂଯୁକ୍ତା ଉପରେ ଲଦି ହେଇଛେ। ଇଆଡ଼େ ପରିବାର ଲୋକ୍‌ ମଗଶିରକଁର ଚିକିସତ୍ା ଲାଗି ଘରର ଖୁରିଗିନାଠାନୁ ଗହନାଗଁାଠି ତକ୍‌ ବିକାଭଂଗା କରି ସରବ୍‌ସୁଅଁାତ୍‌ ହେଇଯାଇଛନ୍‌। ଏହେଦେ ପରିବାରଟା ଉପେ ଶୂଇନ୍‌ ହେଇ ସରକାରୀ ସାହାଯ୍‌କେ ଟାକିଥିଲାବେଲେ ସଂଯୁକ୍ତା ଗଁାରେ ମାଗିଯାଚି ପରିବାରର ପେଟ୍‌ ପାଲୁଛନ୍‌। ଇ ଦୁଖି ଗରିବ୍‌ ପରିବାରକେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ସବୁପରକାର ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଅସୁରଗଡ଼ ଗଁାର କନିଷ୍ଠ ହରିପାଲ, ରାହାସ ଭରାସାଗର, ମର୍ଦ୍ଦରାଜ ବାରିକ, ଗଙ୍ଗାଧର ହରିପାଲ ପରମୁଖ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

୧୦ରୁ ଜାତୀୟ ନାଟ୍ୟ ମହୋତ୍ସବ

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆସନ୍ତା ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଆୟୋଜିତ ହେବ ଜାତୀୟ...

ଉଦ୍‌ଘାଟନ ସରିଛି, କାର୍ଯ୍ୟକାରୀ ହେଉନି

ସମ୍ବଲପୁର,୩ା୧୨ (ଭବାନୀ ଶଙ୍କର ଭୋଇ)ରାସ୍ତାଘାଟରେ ବଜାର ବସିବା କାରଣରୁ ସମ୍ବଲପୁରର ସର୍ବପୁରାତନ ଗୋଳବଜାର ସଙ୍କୁଚିତ ହୋଇଯାଇଛି। ଏଥିପାଇଁ ଟ୍ରାଫିକ ସମସ୍ୟା ଏଠାକାର ନିତିଦିନିଆ ସମସ୍ୟା ଭାବେ...

ଧୂଳିରେ ଅତିଷ୍ଠ ସହରବାସୀ

ସମ୍ବଲପୁର,୨୬।୧୧(ଭବାନୀ ଶଙ୍କର ଭୋଇ)ସମ୍ବଲପୁର ସହରର ଧନୁପାଲି ଛକରୁ ଜେଲ ଛକ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତାକାର୍ଯ୍ୟ ଦୀର୍ଘଦିନ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରି...

ସମ୍ବଲପୁର-ବନାରସ ଟ୍ରେନ୍‌ ବିଶାଖାପାଟଣାକୁ ସମ୍ପ୍ରସାରିତ

ସମ୍ବଲପୁର,୨୧ା୧୧(ପ୍ରମୋଦ ବହିଦାର):କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତଧାରୀଙ୍କ ଅର୍ଘ୍ୟ ଅର୍ପଣ

ସମ୍ବଲପୁର,୧୯ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ହର୍ଷ ଉଲ୍ଲାସର ସହିତ ପବିତ୍ର ଛଟ୍‌ପର୍ବ ପାଳନ କରାଯାଇଛି। ରବିବାର ସମ୍ବଲପୁର ସହରର ବିଭିନ୍ନ ନଦୀ ଘାଟ ସମେତ ବିଭିନ୍ନ...

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ଜମନକିରା,୧୯।୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସରଡ଼ା ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ରବିବାର ଅଭିଯୋଗ ହୋଇଛି।...

ଜଙ୍ଗଲରୁ ମିଳିଲା ଦନ୍ତା ହାତୀର ମୃତଦେହ

ନାକଟିଦେଉଳ, ୧୯।୧୧(ବୈକୁଣ୍ଠ ନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ସାଲେଭଟା ପଞ୍ଚାୟତ କୁନ୍ଦେଇଜୁରୀ ଗ୍ରାମ ନିକଟ ଜଙ୍ଗଲରେ ରବିବାର ଏକ ଦନ୍ତାହାତୀର ମୃତଦେହ...

ଗଙ୍ଗା ଯାତ୍ରାର ସହଯାତ୍ରୀ ଚିତ୍ତରଞ୍ଜନ ଭୋଇ, ଅସ୍ଥି ବିସର୍ଜନ ପାଇଁ ଯିବାକୁ ଚାହୁଁଥିଲେ ପଡ଼ନ୍ତି ଖୋଜା

ସମ୍ବଲପୁର,୧୬ା୧୧ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକର ଚିତ୍ତରଞ୍ଜନ ଭୋଇ। ବୟସ ୫୯ ହେବ। ବୃତ୍ତିରେ ସେ ଜଣେ ବିଡି ମୁନ୍‌ସି। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri