Posted inVideo

ନୂଆ ନିୟମ ସହ ଲକଡାଉନ୍ ୪.୦

Featured Video Play Icon

ଆମେ ସମସ୍ତେ ଜାଣିଛନ୍ତି କରୋନା ମହାମାରୀର କାୟା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଯେମିତି ରୋକ ଲାଗୁନି । ଅନ୍ୟପଟେ ସାରା ଦେଶରେ ଏବେ ଲକଡାଉନ୍ ୩.୦ ବା ଲକଡାଉନର ତୃତୀୟ ପର୍ଯ୍ୟାୟ ଚାଲିଛି । ଯାହା ମେ ୧୭ ପର୍ଯ୍ୟନ୍ତ ଜାରି ରହିବ । ଏହାପରେ କଣ ହେବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ । ତେବେ କହି ରଖୁଛୁ ହଁ ଲକଡାଉନ୍ ୩.୦ ପରେ ୪.୦ ଆସିବ । ଏହାର ସଙ୍କେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମଙ୍ଗଳବାର ଦେଇସାରିଛନ୍ତି । ଯେଉଁଥିରେ ସେ କହିଛନ୍ତି କରୋନା ଆମ ଜୀବନ ସହ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Who wins Patkura ? ପାଟକୁରାରେ କିଏ ମାରିବ ବାଜି?

Opposition leader Pradeepta Kumar Nayak has given an exclusive interview to Dharitri Live. BJD and BJP have started firing...

Featured Video Play Icon

Cure for acidity and gastritis | ଗ୍ୟାଷ୍ଟ୍ରିକ୍ ସମସ୍ୟା ଏବଂ ତାର ପ୍ରତିକାର

If you have stomach pain, stomach discomfort, bloating, or distention, this video is for you. Our fast-paced lives often...

Featured Video Play Icon

ଲକଡାଉନରେ କିପରି ସମୟ ଅତିବାହିତ କରୁଛନ୍ତି – ଆପଣଙ୍କ ଭିଡ଼ିଓ ବାର୍ତ୍ତା ଆମକୁ ପଠାନ୍ତୁ | Share Your Story With Us

ଆପଣ ଏବେ ଘରେ କିପରି ସମୟ ଅତିବାହିତ କରୁଛନ୍ତି ଏବଂ ଅନ୍ୟମାନଙ୍କ ଉଦ୍ଦେଶ୍ୟରେ ନିଜ ବାର୍ତ୍ତାର ଭିଡ଼ିଓ ଆମକୁ ପଠାନ୍ତୁ Whatsapp: 8337938842 Email: sharestorywithus@gmail.com...

Featured Video Play Icon

ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ

କୋଭିଡ କଟକଣା ମଧ୍ୟରେ ଜଗା ଦର୍ଶନ କରୁଛନ୍ତି ଭକ୍ତ । ଭକ୍ତ ଓ ଭଗବାନ ଏକାକାର । କରୋନା ଯୋଗୁଁ ୯ ମାସ ଧରି ବନ୍ଦ...

Featured Video Play Icon

ଘରେ ପାଳନ କରନ୍ତୁ ସ୍ୱାଧୀନତା ଦିବସ

ବନ୍ଦେମାତରମ୍ ସଂଗଠନ ପକ୍ଷରୁ ଦେଶାତ୍ମକ ପଥପ୍ରାନ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଘରେ ପାଳୁଥିବା ପର୍ବପର୍ବାଣୀ ଭଳି ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନ...

Featured Video Play Icon

କେମିତି ଚାଲିଛି ମୂର୍ତ୍ତି ନିର୍ମାଣ

ଆସନ୍ତା ୧୦ ତାରିଖରେ ପାଳିତ ହେବାକୁ ଥିବା ଗଣେଷ ପୂଜା ପାଇଁ କଟକଣା ଲଗାଇଛି ବିଏମସି । ତେବେ କଟକଣା ମଧ୍ୟରେ ଗଣେଷ ପୂଜା ପାଳନ...

Featured Video Play Icon

ଅପରେସନ୍ ଶୁଭଯାତ୍ରା , କେରଳରୁ ଫେରିଲେ ପ୍ରବାସୀ ଓଡିଆ

କେରଳରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନ୍‌ ରବିବାର ପୂର୍ବାହ୍ନ ୮ଟା ୫୦ମିନିଟରେ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ପହଞ୍ଚିଥିଲା। ଏହି ଷ୍ଟେଶନରେ ବିଭିନ୍ନ ଜିଲାର ୫୯୩ଜଣ...

Featured Video Play Icon

ଗୋଟାଏ ସ୍ୱାମୀକୁ ୧୪ ସ୍ତ୍ରୀ

ପ୍ରେମ ଦିବସରେ ଧରା ପଡିଲେ ରସିକିଆ ପ୍ରେମିକ । ଜଣେ ନୁହେଁକି ଦୁଇ ଜଣ ନୁହେଁ ୧୪ ଜଣଙ୍କୁ ବାହା ହୋଇଥିଲେ ଜଣେ ବ୍ୟକ୍ତି। ନିଜକୁ...

Advertisement
Archives

Model This Week