ନିରାଡ଼ମ୍ବରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଭଣ୍ଡାରିପୋଖରୀ, ୧୭।୪ (ଡିି.ଏନ.ଏ.)-ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ନିରାଡ଼ମ୍ବରରେ ଭଣ୍ଡାରିପୋଖରୀ ବ୍ଲକ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ପଷ୍ପମାଲ୍ୟ ଅର୍ପଣ କରାଯାଇ ଶେଷ ହୋଇଥିଲା।ଏଥିରେ ବିଜୁ ଜନତା ଦଳ ଭଣ୍ଡାରିପୋଖରୀ ବ୍ଲକ ସଭାପତି ଲଷ୍ମୀଧର ନାୟକ, ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ପ୍ରଣୀତକାନ୍ତ ସାମଲ, ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର,ଦେବେନ୍ଦ୍ର ଦାଶ,ହେମନ୍ତ ଜେନା ପ୍ରମୁଖ ଉପସ୍ଥିତ ରହି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ବାପା

ଖୋର୍ଦ୍ଧା ଅଫିସ୍‌,୨୮।୨: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପଲ୍ଲାରୁ ଜଣେ ବିବାହିତ ମହିଳାଙ୍କ ମୃତଦେହ ଜବତ ହୋଇଛି। ସେ ହେଲେ ଶ୍ରଦ୍ଧାଞ୍ଜଳି ରାଉତରାୟ(୨୫)। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ...

ବାଘ ବୁଲୁବା ଘଟଣାକୁ ଗୁଜବ କହିଲେ ବନାଞ୍ଚଳ ଅଧିକାରୀ

ମାଲକାନଗିରି,୧୨ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗତ ସପ୍ତାହରେ ଏକ ପିଚୁପଡିଆ ରାସ୍ତାରେ ଗୋଟିଏ ମହାବଳ ବାଘ ବୁଲୁଥିବା ଭିଡିଓ ଭାଇରାଲ ହୋଇଛି। ତେବେ ଏହାକୁ ଗୁଜବ ବୋଲି...

ଉଦ୍ଧାର ନାବାଳକଙ୍କୁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର

ରସୁଲପୁର,୧୪।୮(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଅନ୍ତର୍ଗତ ନଠୁଆବର ହାଟରେ ଥିବା ଏକ ଜଳଖିଆ ଦୋକାନରୁ ମଙ୍ଗଳବାର ଅପରାହ୍ନରେ କୁଆଖିଆ ପୋଲିସ ପକ୍ଷରୁ ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇଛି...

ଆମ୍ବୁଲାନ୍ସକୁ ଧକ୍କା ଦେଲା ଇଣ୍ଟରସିଟି ଏକ୍ସପ୍ରେସ

ବ୍ରହ୍ମପୁର ଅଫିସ, ୨୭।୧୧: ଅନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଇଣ୍ଟରସିଟି ଏକ୍ସପ୍ରେସ(୨୨୮୨୦) ପଲାସା ଷ୍ଟେଶନ ନିକଟରେ ଏକ ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ଏଥିରେ...

ଏମ୍‌ପି ଅନୁଭବ-ମନୋଜିତ କଳି: ଏସ୍‌ଡିଜେଏମ୍‌ କୋର୍ଟରେ ବୟାନ ରେକର୍ଡ

କଟକ ଅଫିସ,୨୮ା୧୧: କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ଛାତ୍ର ବିଜେଡି ନେତା ମନୋଜିତ ଦାସ ଏସ୍‌ଡିଜେଏମ୍‌ କୋର୍ଟରେ ଏକ କମ୍ପ୍ଲେନ କେସ୍‌ ଦାଏର କରିଥିଲେ।...

ସ୍କୁଲ୍‌ ହଷ୍ଟେଲକୁ ଆସିଥିବା ଡାଲି ବସ୍ତା ଦୋକାନରେ ବିକ୍ରି ହେବା ନେଇ ଉତ୍ତେଜନା

ନୂଆଗାଁ, ୧୩।୪ (ଡି.ଏନ.ଏ.): ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହାତୀବାରି ହାଇସ୍କୁଲ ହଷ୍ଟେଲ ଛାତ୍ରୀଛାତ୍ରଙ୍କ ପାଇଁ ଆସିଥିବା ୩୦ କେଜି ହରଡ ଡାଲି ବସ୍ତାକୁ...

ଭୟାବହ ଅଗ୍ନିକାଣ୍ଡ: ୧୪ ବଖରା, ଝିଅ ବାହାଘର ପାଇଁ ଥିବା ଟଙ୍କା, ଗହଣା ଭସ୍ମ

ଭୁବନ, ୨୯ା୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଅଧୀନ ବାଉଁଶକଣ ଗ୍ରାମର ମାଟିଆସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ ପରିବାରର...

୧୯ ବଦଳରେ ଅଛନ୍ତି ୩ ଡାକ୍ତର

ଗୁଣପୁର,୧୩ା୩(ଡି.ଏନ.ଏ):ରାୟଗଡା ଜିଲା ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ସମସ୍ୟା ଦେଖାଦେଇଛି। ଏଠାରେ ୧୯ ଜଣ ଡାକ୍ତର ରହିବା ବଦଳରେ ଅଛନ୍ତି ମାତ୍ର ୩ ଜଣ।...

Advertisement
Archives

Model This Week