ନାୟିକା ହେବ ଏମିତି

ସତରେ ନାୟିକା ହେବ ଏମିତି। ନିର୍ମାଣାଧୀନ ସିନେମା ‘ଲାଲ୍‌ ସିଂ ଚଢ଼ା’ର ଶୁଟିଂ ସେଟ୍‌ରେ ଏପରି ଏକ ଘଟଣା ଘଟିଥିଲା, ଯେଉଁଥିପାଇଁ କରୀନା ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ଘଟଣାଟି ଏପରି- ସେଦିନ ଏହି ଫିଲ୍ମର ଶୁଟିଂ ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ଚାଲିଥିଲା। ଯେହେତୁ ପ୍ରବଳ ଶୀତ ପଡୁଛି, ତେଣୁ ୟୁନିଟ୍‌ ସଦସ୍ୟମାନେ ଶୀତରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ପିନ୍ଧିଥିଲେ। ହେଲେ ଶୀତରୁ ରକ୍ଷା ପାଇବା ପାଇଁ କରୀନା ସାଙ୍ଗେ ସାଙ୍ଗେ ୪-୫ଟି ରୁମ୍‌ ହିଟର ମଗାଇଥିଲେ। ଆଉ ଶୁଟିଂ ବ୍ରେକ୍‌ ସମୟରେ ୟୁନିଟ୍‌ର ସଦସ୍ୟମାନେ ତାହାର ମଜା ନେଇଥିଲେ। କେବଳ ସେତିକି ନୁହେଁ, ନିଜ ପଟରୁ ସମସ୍ତଙ୍କ ପାଇଁ ସେ ଦିନର ଡିନରର ମଧ୍ୟ ଆୟୋଜନ କରିଥିଲେ। ଆଉ ତା’ପରେ ୟୁନିଟ୍‌ର ସବୁ ସଦସ୍ୟ ତାଙ୍କୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ, ଆଉ ଏବେର ପାରିଶ୍ରମିକ…

ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ଅଭିନୟରେ ସମସ୍ତଙ୍କୁ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ତାଙ୍କ ଫିଟ୍‌ନେସ ଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ଜୀବନ ପର୍ଯ୍ୟନ୍ତ, କାଜଲ...

ରଣବୀରଙ୍କୁ ଜ୍ୱାଇଁ ଭାବେ ପାଇ ଭାବବିହ୍ବଳ ହେଲେ ମହେଶ ଭଟ୍ଟ

ବମ୍ବେ: ବିବାହ ପରଠାରୁ ଚର୍ଚ୍ଚାରେ ବଲିଉଡ୍‌ର ଅନ୍ୟତମ ହିଟ୍‌ ଯୋଡ଼ି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ଗୁରୁବାର ବାସ୍ତୁ ଆପାର୍ଟମେଣ୍ଟରେ ଉଭୟ ହାତକୁ ଦୁଇ...

‘ମହାପ୍ରଭୁଙ୍କ ଡୋରି ଲାଗିଲେ ନିଶ୍ଚୟ ଗାଇବି ଗୀତ’

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଓଲିଉଡ୍‌ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ସଙ୍ଗୀତକାର ଜାପାନୀ ଥାନାରେ ଅଭିଯୋଗ ପରେ ହ୍ୟୁମାନ ମୁହଁ ଖୋଲିଛନ୍ତି। ହ୍ୟୁମାନଙ୍କ ନାଁରେ ଥିବା ଏକ...

ମାଧୁରୀଙ୍କୁ ନିଜ ବେଡ୍‌ରୁମ୍‌କୁ ନେବାକୁ ଚାହୁଁଛନ୍ତି ୧୭ ବର୍ଷର ସାନ ଏହି ଅଭିନେତା

ବଲିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ସବୁଠୁ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ସମଗ୍ର ବିଶ୍ୱରେ ଲକ୍ଷରେ ନୁହେଁ, କୋଟିରେ ପ୍ରଶଂସକ ରହିଛନ୍ତି।...

ଅଧାରୁ ଅଟକିଲା ରଜନୀକାନ୍ତଙ୍କ ଫିଲ୍ମ ଶୁଟିଂ

ହାଇଦ୍ରାବାଦ,୨୩।୧୨-ମହାମାରୀ କରୋନା ଯୋଗୁ ବନ୍ଦ ରହିଥିଲା ଫିଲ୍ମ ଶୁଟିଂ। ବର୍ତ୍ତମାନ ପୁଣି ଥରେ ଆରମ୍ଭ ହୋଇଛି ଶୁଟିଂ। ଧିରେ ଧିରେ ସ୍ବାଭାବିକ ହେଉଛି ପରିସ୍ଥିତି। ତେବେ...

କାହିଁକି ସିଦ୍ଧାର୍ଥ – କିଆରାଙ୍କ ଫଟୋକୁ ନେଇ ଚର୍ଚ୍ଚା

ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ନିକଟରେ ନିଜର ୩୭ତମ ଜନ୍ମଦିନ ପାଳନ କରିଛନ୍ତି। ‘ଶେରଶାହ’ ଫିଲ୍ମରୁ ସିଦ୍ଧାର୍ଥ ଅଭିନେତ୍ରୀ କିଆରା ଆଡଭାନୀ ବହୁତ ପ୍ରଶଂସା ପାଇଛନ୍ତି...

କରୋନାକୁ ନେଇ କବିତା ଲେଖିଲେ ଟ୍ରାଜେଡି କିଙ୍ଗ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ପରେ ଏବେ ବଲିଉଡ୍‌ ଟ୍ରାଜେଡି କିଙ୍ଗ ଦିଲ୍ଲିପ କୁମାର ମଧ୍ୟ କରୋନାକୁ ନେଇ...

ରାଖୀ- ରଣବୀରଙ୍କୁ ଗୋଟିଏ ଷ୍ଟେଜରେ ଦେଖି ଏମିତି ଲେଖିଲେ ପ୍ରଶଂସକ

ହର୍ଟ ଗର୍ଲ ରାଖୀ ସାଓ୍ବନ୍ତ ପ୍ରାୟତଃ କିଛିନା କିଛି ଚର୍ଚ୍ଚାରେ ରହିଥାନ୍ତି। ବଲିଉଡ ଅଭିନେତା ରଣବୀର ସିଂ ମଧ୍ୟ କିଛି କମ ନୁହଁନ୍ତି। ରଣବୀର ତାଙ୍କ...

Advertisement
Archives

Model This Week