ନାବାଳକଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା

ଖଜୁରିପଡା,୩ା୧୧(ଡି.ଏନ୍‌.ଏ): ଖଜୁରିପଡା ଥାନା ଅଞ୍ଚଳରେ ଜଣେ ୧୪ ବର୍ଷର ନାବାଳକ ୪ ବର୍ଷର ନାବାଳକଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଛନ୍ତି। ଏ ନେଇ ନାବାଳକଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ଧରି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିଛି। ଏଥିସହ ପୀଡିତ ନାବାଳକଙ୍କୁ ଜିଲା ମଙ୍ଗଳ କମିଟିରେ ହାଜର କରିଛି। ସେଠାରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଛି। ପ୍ରକାଶ ଯେ, ଶୁକ୍ରବାର ଜଣେ ୪ ବର୍ଷର ନାବାଳକ ଘର ପାଖରେ ଖେଳୁଥିଲେ। ସମ୍ପୃକ୍ତ ୧୪ ବର୍ଷର ନାବାଳକ ତାଙ୍କୁ କିଛି ଦୂରକୁ ଡାକିନେଇ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିଥିଲେ। ପିଲାଟି ଘରକୁ ଆସି ମା’ଙ୍କୁ ସବୁକଥା କହିଥିଲା। ପରେ ତାଙ୍କ ବାପା ଥାନାରେ ଏତଲା ଦେଇଥିଲେ। ପୋଲିସ ନଂ.୯୯/୧୯ରେ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଶଟ୍‌ଡାଉନ କଡ଼ାକଡ଼ି ପାଳନ, ଦୋକାନ ବଜାର ବନ୍ଦ

ଦାରିଙ୍ଗବାଡ଼ି,୪।୭(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କନ୍ଧମାଳ ଜିଲାରେ ପ୍ରଶାସନ ପକ୍ଷରୁ ସପ୍ତାହକୁ ଶନିବାର ଏବଂ ରବିବାର ଶଟ୍‌ଡାଉନ ଘୋଷଣା କରାଯାଇଛି। ଏଥିସହ ବାହାର...

ମିିନିବସ୍‌ ଓଲଟି ୧୩ ଆହତ

ଶଙ୍କରାଖୋଲ,୧୧ା୮(ଡି.ଏନ.ଏ.)-ଟିକାବାଲି ନିକଟ କୋଚିଲା ଗଡନାଳ ଡାଇଭର୍ସନ ରୋଡରେ ଶନିବାର ଏକ ମିନିବସ୍‌ ଓଲଟି ପଡିବାରୁ ୧୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଜିଉଦୟଗିରିର ଫିରଜା...

ବିଲରେ ଯୁବକଙ୍କୁ ହତ୍ୟା ଘଟଣାରେ ୨ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୦ା୯- ଫିରଙ୍ଗିଆ ପଞ୍ଚାୟତ ତଣ୍ଡ୍ରିଗାଁ ନାଳ ପାଖ ବିଲରେ କାଶିନିପଦର ପଞ୍ଚାୟତ ତଳପଡା ଗ୍ରାମର ବିମଳ କହଁରଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ।...

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ଏବିଭିପିର ବିରୋଧ

ଫୁଲବାଣୀ ଅଫିସ, ୨୬ା୮-ରାଜ୍ୟ ସରକାର ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ଘୋଷଣା କରିଥିବାରୁ ଛାତ୍ରଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି ।...

ସଙ୍ଗରୋଧ କେନ୍ଦ୍ରରୁ ଫେରିବା ମାସେ ପରେ ଯୁବତୀଙ୍କ ମୃତ୍ୟୁ

ଶଙ୍କରାଖୋଲ,୯ା୭(ଡି.ଏନ୍‌.ଏ.)- ଚକାପାଦ ବ୍ଲକ ବେହେରାଗଁା ପଞ୍ଚାୟତ ସୁନାପାଙ୍ଗା ଗ୍ରାମର ମନୀତା ମଲିକ(୨୭)ଙ୍କ ସଙ୍ଗରୋଧ କେନ୍ଦ୍ରରୁ ଫେରିବାର ମାସକ ପରେ ବୁଧବାର ସକାଳେ ମୃତ୍ୟୁ ଘଟିଛି। ବ୍ରାହ୍ମଣପାଦ...

୬ରେ ଗଜପତି ବନ୍ଦ ଡାକରା

ପାରଳାଖେମୁଣ୍ଡି,୪।୧୧(ଡି.ଏନ୍‌.ଏ.): ଆସନ୍ତା ୬ ତାରିଖ  ଗଜପତି ଜିଲା ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ଭାଜପାର ଆହ୍ବାନ କ୍ରମେ ୧୨ ଘଣ୍ଟିଆ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି।...

୩, ୪ନଂ ଜୋନ୍‌ରେ ପ୍ରଚାର ଜୋରଦାର

ଫୁଲବାଣୀ ଅଫିସ,୭ା୨: ଖଜୁରିପଡା ବ୍ଲକର ୩ ଏବଂ ୪ ନଂ ଜୋନରେ ରବିବାର ବିଜେଡି ପକ୍ଷରୁ ନିର୍ବାଚନୀ ବୈଠକ କରାଯାଇଛି ା ପଞ୍ଚାୟତିରାଜ ମନ୍ତ୍ରୀ ତଥା ଜିଲା...

ଦାରିଙ୍ଗବାଡ଼ିରେ କମିଲା ଶୀତ: ୧୦ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା, ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡ଼ି,୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରବିବାର ଶୀତ କମିଛି। ତାପମାତ୍ରା ପରିବର୍ତ୍ତନ ହୋଇ ୧୦ଡିଗ୍ରୀରେ ପହଞ୍ଚିଛି। ଛୁଟିଦିନ ଥିବାରୁ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ିରେ ପହଞ୍ଚିଥିବା...

Advertisement
Archives

Model This Week