Posted inଫୁରସତ

ନର୍କ ଗୁମ୍ଫା

ଭିଏତ୍‌ନାମର ଦା ନାଙ୍ଗରେ ମାର୍ବଲ ପର୍ବତରେ ଏକ ବଡ଼ ଗୁମ୍ଫା ଅଛି, ଯାହା ପରିଚିତ ଅମ୍‌ ଫୁ ତଥା ହେଲ୍‌ କେଭ୍‌ ଭାବେ। ଏହା ମଧ୍ୟରେ ଅନେକ ଗୁମ୍ଫା ରହିଛି, ଯାହା ଭିତରେ ଅନେକ ଭୟଙ୍କର ରାକ୍ଷସ, ସଇତାନ, ମୃତ୍ୟୁର ବିଭିନ୍ନ ଦୃଶ୍ୟ, ବିଭିନ୍ନ ଭୟଙ୍କର ଦଣ୍ଡର ପ୍ରତିମାର ମୂର୍ତ୍ତି ରହିଛି। ତେଣୁ ଏହାକୁ ନର୍କ ଗୁମ୍ଫା ବୋଲି କୁହାଯାଏ। ଏହି ନର୍କ ଗୁମ୍ଫାକୁ ପହଞ୍ଚତ୍ବାକୁ ହେଲେ ଅନେକ ଗୁମ୍ଫା ଅତିକ୍ରମ କରି ଯିବାକୁ ହୁଏ। ଊନବିଂଶ ଶତାବ୍ଦୀରେ କିଙ୍ଗ ମିନ ମାଙ୍ଗ ଏହାକୁ ଆବିଷ୍କାର କରିବା ସହ ଏହାର ନାମକରଣ ବି କରିଥିଲେ। ଉକ୍ତ ପର୍ବତର ଉପରଭାଗକୁ ସ୍ବର୍ଗ ବୋଲି ବି କୁହାଯାଏ। ସେଠାକୁ ପହଞ୍ଚତ୍ବା ପାଇଁ ସୁନ୍ଦର ପାହାଚ କରାଯାଇଛି। ତା’ସହ ଗୁମ୍ଫାର କାନ୍ଥରେ ଅନେକ ସୁନ୍ଦର ଚିତ୍ର ଖୋଦେଇ ହୋଇଛି। ବୁଦ୍ଧ ଦେବଙ୍କ ପ୍ରତିମୂର୍ତ୍ତି ଓ କାନ୍ଥରେ ତାଙ୍କର ଖୋଦେଇ ଚିତ୍ର ଏହା ମଧ୍ୟରେ ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବିଲ୍‌ଚେୟାରରେ ବସି ଫୁଡ୍‌ ଡେଲିଭରୀ କରୁଛନ୍ତି ଦିବ୍ୟାଙ୍ଗ ଯୁବତୀ, ଭିଡିଓ ଭାଇରାଲ

କଥାରେ ଅଛି, ଇଛା ଥିଲେ, ଉପାୟ ଆପେ ଆପେ ଆସେ। ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବତୀ। ନିଜ ଅକ୍ଷମତାକୁ ପଛରେ...

ଜୁମ୍‌ ଆପ୍‌ରେ ମିଟିଂ ସମୟରେ ଘଟିଲା ଏଭଳି କିଛି: ଦେଖିଲେ ହସି ହସି ଗଡ଼ିବେ

ମହାମାରୀ କରୋନା ଯୋଗୁ କମ୍ପାନୀମାନେ କର୍ମଚାରୀଙ୍କୁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ର ସୁବିଧା ପ୍ରଦାନ କରିଛନ୍ତି। ଫଳରେ କର୍ମଚାରୀମାନେ ଘରେ ରହି କାମ କରୁଛନ୍ତି। ଜୁମ୍‌ ଆପ୍‌ରେ...

କଚୋଡି ଖାଇବା ପାଇଁ ଟ୍ରେନ୍‌ ଅଟକାଇ ଦେଲେ ଡ୍ରାଇଭର

ଜୟପୁର,୨୨।୨: ଶୀର୍ଷକକୁ ପଢ଼ିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ କଥାଟି ସତ। କିଛି ଦିନ ପୂର୍ବରୁ ପାକିସ୍ତାନ ଲାହୋରର ଏକ ରେଳ ଷ୍ଟେସନ ନିକଟରେ ମଧ୍ୟ...

ମଣିଷ କାହିଁକି କାନ୍ଦେ

ମଣିଷ କାନ୍ଦିବା ପଛରେ ବୈଜ୍ଞାନିକ କାରଣ ରହିଛି। କେବଳ କୌଣସି ଦୁଃଖ, ଅସୁବିଧା କିମ୍ବା ଅପାର ସୁଖରେ ନୁହେଁ, କିଛି ବିଶେଷ ଗ୍ୟାସ୍‌ କିମ୍ବା ପ୍ରବଳ...

‘ପ୍ରଥମ ରୋଜଗାର ଟଙ୍କା ଘରକୁ ପଠାଇଥିଲି’

ଶିକ୍ଷାବିତ୍‌ ତଥା ଗୀତିକାର କୃଷ୍ଣଚନ୍ଦ୍ର ମହଲା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଯାଜପୁର ଜିଲାର ଗୋପୀନାଥପୁର ଗାଁରେ ମୋର ଜନ୍ମ। ପୁରୁଷୋତ୍ତମପୁର ଉଚ୍ଚ...

୮୬ ବର୍ଷୀୟ ବୃଦ୍ଧ ଦେଖାଇଲେ କମାଲ, ଯବାନ ବି ପଡ଼ିଯିବେ ପଛରେ

ଆମେରିକାର ନ୍ୟୁଜର୍ସିରେ ରହୁଥିବା ଜଣେ ୮୬ ବର୍ଷୀୟ ବୃଦ୍ଧ ଏମିତି କିଛି କରି ଦେଖାଇଛନ୍ତି ଯାହା ଯବାନ ମଧ୍ୟ କରିପାରିବେ ନାହିଁ। ଟୋନି ଡାଣ୍ଡେଓ ନାମକ...

ଲକ୍‌ଡାଉନ୍‌ରେ ଫସିଥିଲେ ସ୍ବାମୀ: ୯ ମାସର ଗର୍ଭବତୀ ସ୍ତ୍ରୀ ଭିଡିଓ ପ୍ରସ୍ତୁତ କରି ମାଗିଲେ ପୋଲିସର ସହାୟତା, ଫଟୋ ଭାଇରାଲ

ଲକ୍ଷ୍ନୌ: କରୋନା ଭୂତାଣୁ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଲୋକେ ପରିବାର ସହ ଘରେ ରହିବାକୁ ସରକାର ବାରମ୍ବାର ପରାମର୍ଶ ଦେଉଛନ୍ତି। କିନ୍ତୁ...

ସୂକ୍ଷ୍ମ କଳାର ନିଦର୍ଶନ

ଅହମଦାବାଦ: କଳାକାରମାନେ ବେଳେ ବେଳେ ଏଭଳି ସୂକ୍ଷ୍ମ କାରିଗରି କରିଥାନ୍ତି ଯେ, ଦେଖିବା ଲୋକେ ବି ଆଶ୍ଚର୍ଯ୍ୟଚକିତ ହୋଇଯାନ୍ତି। ଏମିତି ଏକ କଳା ପାଇଁ ଏବେ...

Advertisement
Archives

Model This Week