ଧଳା ଜ୍ୟାକେଟ୍‌ ପିନ୍ଧି ଟ୍ରୋଲ୍‌ ହେଲେ ନିୟା, ପ୍ରଂଶସକ କହିଲେ ଏମିତି

ନାଗିନ୍‌ ସିରିଏଲ୍‌ରେ ଅଭିନୟ କରିଥିବା ନିୟା ଶର୍ମା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଅଛନ୍ତି। ନିୟା ତାଙ୍କର ଫ୍ୟାଶନେବଲ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅନେକ ଥର ବୋଲ୍ଡ ଷ୍ଟାଇଲ୍‌କୁ ନେଇ ଟ୍ରୋଲ୍‌ର ଶିକାର ମଧ୍ୟ ହୁଅନ୍ତି।

ସେ ବର୍ତ୍ତମାନ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯେଉଁଥିରେ ସେ ଧଳା ରଙ୍ଗର ଜ୍ୟାକେଟ୍‌ ପିନ୍ଧିଥିବା ନଜର ଆସିଛନ୍ତି। ଏହାପରେ ନିୟାଙ୍କୁ ଟ୍ରୋଲ୍‌ କରାଯାଇଛି। ତେବେ କିଏ କେତେ ଟ୍ରୋଲ୍‌ କରୁ ନା କାହିଁକି ସେ କୌଣସି କଥାକୁ ଗମ୍ଭୀରତାର ସହ ନିୟନ୍ତି ନାହିଁ। ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରି ଲେଖିଛନ୍ତି, ଏପରି ଏକ୍ସପୋଜର ଭଲ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ଖ୍ରୀଷ୍ଟମାସରେ ରିଲିଜ ହୋଇଥିବା ଟପ୍‌-୫ ସଫଳ ଫିଲ୍ମ

ପ୍ରତ୍ୟେକ ବର୍ଷ ଖ୍ରୀଷ୍ଟମାସରେ ବଡ଼ ପରଦାରେ ରିଲିଜ ହୁଏ ବହୁ ଫିଲ୍ମ। ବିଶେଷ କରି ବଲିଉଡ୍‌ ଫିଲ୍ମ। ଚଳିତ ବର୍ଷ କରୋନା କାରଣରୁ ବଡ଼ ପରଦାରେ...

୧୫ ବର୍ଷ ପରେ ନେଲେ ବଡ଼ ନିଷ୍ପତ୍ତି

ବମ୍ବେ: ନିକଟରେ ବଡ଼ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇଛନ୍ତି ଗାୟକ ଆଦିତ୍ୟ ନାରାୟଣ । ସେ ରିଆଲିଟି ଶୋ’ ‘ସା ରେ ଗା ମା ପା’ର...

ଅନ୍‌ଲାଇନ ପାଠପଢ଼ା ପାଇଁ ଛାତ୍ରୀ ଛାହୁଁଥିଲେ ସ୍ମାର୍ଟଫୋନ: ଏହି ଅଭିନେତ୍ରୀ ପଠାଇଲେ iPhone

ବେଙ୍ଗାଲୁରୁ,୩୧।୭: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ କିଏ ବା ନ ଜାଣେ। ତାଙ୍କର ସୌନ୍ଦର୍ଯ୍ୟ ଓ ଚତ୍ମକାରି ଅଭିନୟ ସବୁ ପ୍ରଶଂସକଙ୍କୁ ଏକ ସୂତ୍ରରେ ବାନ୍ଧି...

ଟେନିସ ତାରକାଙ୍କ ପ୍ରେମରେ ପଡି ଚର୍ଚ୍ଚାକୁ ଆସିଥିଲେ ମହିମା

ମୁମ୍ବାଇ: ବଲିଉଡ୍ ନାୟିକା ମହିମା ଚୌଧୁରୀ ରବିବାର ତାଙ୍କର ୪୭ ତମ ଜନ୍ମଦିନ ପାଳନ କରିଛନ୍ତି । ଆଜି ସେ ବଡ ପରଦାଠାରୁ ଦୂରେଇ ଥିଲେ...

ସ୍ତ୍ରୀଙ୍କୁ ଛାଡି ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ରହୁଥିଲେ ଗୋବିନ୍ଦା

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ଗୋଟିଏ ସମୟରେ ତାଙ୍କ ଅଭିନୀତ ସମସ୍ତ ଫିଲ୍ମ ସୁପରହିଟ୍‌ ହେଉଥିଲା। ସେ ଅନେକ ସୁପରହିଟ୍‌...

ଅଙ୍କିତାଙ୍କୁ ସତର୍କ କରାଇଲେ ବିବେକ: କହିଲେ ଏବେ ସେମାନେ ତୁମ ପଛରେ ପଡ଼ିଯିବେ

ବମ୍ବେ: ଦୀର୍ଘ ଛଅ ବର୍ଷରୁ ଅଧିକ ସମୟ ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କରେ ଥିଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। କୌଣସି କାରଣକୁ ନେଇ ଉଭୟ...

ସଲମାନଙ୍କ ଫାର୍ମହାଉସରେ ପୋତା ହୋଇଛି ଫିଲ୍ମ ଷ୍ଟାରମାନଙ୍କ ମୃତଦେହ

ବଲିଉଡ ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ପଡ଼ୋଶୀ କେତନ କକ୍କଡଙ୍କ ମଧ୍ୟରେ ବିବାଦ ଥମିବାରେ ନାଁ ନେଉନି। ଦିନକୁ ଦିନ ବିବାଦ ଆହୁରି ବଢ଼ିିବାରେ...

ଅଭିନୟକୁ ବାଏ ବାଏ କହିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: କଥାରେ ଅଛି ମା’ ହେବା ପରେ ନାରୀଟିଏ ପୂର୍ଣ୍ଣତା ପାଏ। ନିଜର ସନ୍ତାନକୁ ଠିକ୍‌ ଭାବେ ଲାଳନପାଳନ କରିବା ପାଇଁ ମା’ଟିଏ ସବୁ ତ୍ୟାଗ...

Advertisement
Archives

Model This Week