ଦେଶୀ ମଦ ଜବତ: ୨ ଗିରଫ

ବନ୍ତ,୨୮ା୪(ସ୍ବ.ପ୍ର.)-ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ ଆଡିଆ କେନାଲ ପୋଲ ନିକଟରେ ଆଗରପଡା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବନ୍ତ ଅତିରିକ୍ତ ତହସିଲଦାର ବନୀତା ରାଣି କିସ୍କୁ ମଙ୍ଗଳବାର ସକାଳେ ଦେଶୀ ମଦ ଜବତ କରିବା ସହ ୨ ଜଣ ବେପାରୀଙ୍କୁ ଥାନାକୁ ନେଇଥିଲେ। ଖବରରୁ ପ୍ରକାଶ ଯେ, ଅତିରିକ୍ତ ତହସିଲଦାର ବନ୍ତରୁ ଆଗରପଡା ଯାଉଥିବା ବେଳେ ଉକ୍ତ ସ୍ଥାନରେ ବାଇକରେ ଦେଶୀ ମଦ ନେଇ ଆସୁଥିବା ୨ ଅଭିଯୁକ୍ତଙ୍କୁ ଧରିବା ସହ ମଦ ଓ ବାଇକ ଜବତ କରିଥିଲେ। ଉଭୟ ବେପାରୀ ହେଉଛନ୍ତି ଆଡିଆ ଗ୍ରାମର ଧନେଶ୍ୱର ଦାସ ଓ ପଦି ଗ୍ରାମର ଲମ୍ବୋଦର ଯେନା। ଏନେଇ ଥାନାେରେ ଏକ ମାମଲା (ନଂ.୪୪/୨୦) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଟାର୍କଟିକା ଯିବେ ରାଉରକେଲା ଝିଅ ନିବେଦିତା

ରାଉରକେଲା ଅଫିସ,୪।୧୨: ଜଳବାୟୁ ପରିବର୍ତ୍ତନ ଉପରେ ଗବେଷଣା ପାଇଁ ଆଣ୍ଟାର୍କଟିକା ଯିବେ ରାଉରକେଲା ଝିଅ ନିବେଦିତା ବିଶ୍ୱାଳ। ଗ୍ଲେସିୟର ତରଳିବା ବିଶ୍ୱବାସୀଙ୍କ ପାଇଁ କେତେ ବିପଦପୂର୍ଣ୍ଣ...

ହୋମଗାର୍ଡଙ୍କ ଉପରେ ଚଢେଇ ଦେଲେ ଗଞ୍ଜେଇ ବୋଝେଇ ଟ୍ରାକ୍ଟର

ଚିତ୍ରକୋଣ୍ଡା,୨୮।୧(ଡି.ଏନ.ଏ.): ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଅଞ୍ଚଳରେ ଜଣେ ହୋମଗାର୍ଡଙ୍କ ଉପରେ ଟ୍ରାକ୍ଟର ଚଢିଯାଇଛି। ଫଳରେ ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।...

ସମସ୍ତଙ୍କ ସ୍ବାବ ପରୀକ୍ଷା, ଚିକିତ୍ସା ଦାବି

ଖଇରା,୨୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସିପିଏମ ଆଞ୍ଚଳିକ କମିଟି ପକ୍ଷରୁ ୭ଦଫା ଦାବି ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ଦେବେନ୍ଦ୍ର ବଳଙ୍କୁ ପ୍ରଦାନ...

ପୋଖରୀରୁ ଦୁର୍ଲଭ ରକ୍ତଚନ୍ଦନ କାଠଗଣ୍ଡି ଜବତ

ପାରଳାଖେମୁଣ୍ଡି,୨୩ା୪(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଗାରବନ୍ଧ ଥାନା ଏବଂ ନାରାୟଣପୁରସ୍ଥ ମହେନ୍ଦ୍ର ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରାଯାଇ ୫୩୮ କେଜି ଓଜନର ୨୭ଟି...

‘ବନ୍ୟପ୍ରାଣୀ ସୁରକ୍ଷା ମାନବ ସମାଜ ପାଇଁ ଶୁଭଙ୍କର’

ବାରିପଦା ଅଫିସ,୪ା୧୦: ମୟୂରଭଞ୍ଜ ଜିଲା ବାରିପଦା ବନାଞ୍ଚଳ ଯଦୁନାଥପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟ ପରିସରରେ ବନପ୍ରାଣୀ ସପ୍ତାହ ପାଳନ କରାଯାଇଛି। ସଂଗ୍ରାମ ସ୍ବେଚ୍ଛାସେବୀ ସଙ୍ଗଠନ ଓ...

ବୋହୂଙ୍କୁ ଶ୍ୱଶୁରଙ୍କ ବଳାତ୍କାର ଉଦ୍ୟମ

ହିଞ୍ଜିଳିକାଟୁ,୨୯ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ବୋହୂଙ୍କୁ ତାଙ୍କ ଶ୍ୱଶୁର ମଦ ନିଶାରେ ବଳାତ୍କାର ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

ଏଏସ୍‌ଓ ପଦବୀ ପାଇଁ ବଦଳିଲା ବୟସସୀମା; ଜାଣନ୍ତୁ…

କଟକ ଅଫିସ,୨୧ା୧- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ପଦବୀ ପୂରଣ ପାଇଁ ହେବାକୁ ଥିବା ପରୀକ୍ଷାର ସଂଶୋଧିତ ବିଜ୍ଞପ୍ତି ଗୁରୁବାର ପ୍ରକାଶ...

କୋଇଲା ଅଭାବ ଯୋଗୁ ସଙ୍କଟରେ ନାଲ୍‌କୋ: ସିପିପିର ୫ ୟୁନିଟ୍‌ ବନ୍ଦ

ବଅଁରପାଳ,୨୫ା୯(ଡି.ଏନ.ଏ.)-ତାଳଚେରରେ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ଯୋଗୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋକୁ କୋଇଲା ଯୋଗାଣ ହୋଇପାରୁ ନାହିଁ। ଫଳରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଆବଶ୍ୟକ କୋଇଲା...

Advertisement
Archives

Model This Week