ଦେଶୀ ଗର୍ଲଙ୍କ କୁନି ମେକ୍‌ଅପ୍‌ ଆର୍ଟିଷ୍ଟ!

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଆମେରିକାରେ ରହୁଛନ୍ତି। ଲକ୍‌ଡାଉନ କାରଣରୁ ସେ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ସେ ତାଙ୍କର କିଛି ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କ ମୁହଁରେ ହସ ଫୁଟାଇ ପାରିଛି। କଥା ହେଲା ଏଥିରେ ପ୍ରିୟଙ୍କାଙ୍କୁ ସିଣ୍ଡ୍ରୋଲା ବେଶରେ ଦେଖିବାକୁ ମିଳିଛି। ତେବେ ତାଙ୍କ ନୂଆ ମେକଅପ୍‌ ଆର୍ଟିଷ୍ଟ ଆଉ କେହି ନୁହେଁ ବରଂ ତାଙ୍କ କୁନି ଭାଣିଜି। ସେ ଯେମିତି କହିଛନ୍ତି ପ୍ରିୟଙ୍କା ସେମିତି ମେକଅପ୍‌ ପାଇଁ ରାଜି ହୋଇଯାଇଛନ୍ତି। ନିକଟରେ ମଧ୍ୟ ପ୍ରିୟଙ୍କା ତାଙ୍କ ଭାଣିଜିଙ୍କ ସହ ଖୁବ୍‌ ମଜା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିବା ଦେଖାଯାଇଥିଲା। ଛୋଟ ପିଲାମାନଙ୍କୁ ଖୁବ୍‌ ଭଲପାଉଥିବା ପ୍ରିୟଙ୍କା ସବୁବେଳେ ଏମାନଙ୍କ ଗହଣରେ ରହିବାକୁ ପସନ୍ଦ କରନ୍ତି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଲଭ୍‌‌-ହଷ୍ଟେଲ’ର ଘୋଷଣା କଲେ ଶାହାରୁଖ

ମୁମ୍ବାଇ: କରୋନା ମହାମାରୀକୁ ନେଇ ଚାଲିଥିବା ଲକ୍‌ଡାଉନ ସରିଥିଲେ ବି ଏବେ ବଲିଉଡ୍‌ରେ ଖୁବ୍ କମ୍ ନୂଆ ଫିଲ୍ମର ଘୋଷଣା କରାଯାଉଛି । ଏବେ ଶାହାରୁଖ...

ଟାଇଗରଙ୍କ ହାଇଚାର୍ଜ

ବଲିଉଡ ନିର୍ଦ୍ଦେଶକ କରଣ ଜୋହର କିଛି ଦିନ ପୂର୍ବରୁ ଅଭିନେତା ଟାଇଗର ଶ୍ରଫଙ୍କ ସହ ବଡ ଆକ୍ସନ ପ୍ରୋଜେକ୍ଟ ‘ସ୍କ୍ରୁ ଢିଲା’ କରିବେ ବୋଲି ଘୋଷଣା...

ରିଲିଜ୍‌ ହେଲା ହିରଣ୍ୟକଶ୍ୟପ କନସେପ୍ଟ ଟିଜର, ଦମଦାର ଅବତାରରେ ନଜର ଆସିଲେ ରାଣା ଡାଗଗୁବତି

ଆମେରିକାରେ ଆୟୋଜିତ ସାନ ଡିଏଗୋ କମିକ-କନ୍ରେରେ ଯୋଗ ଦେଇ ସାଉଥ ସୁପରଷ୍ଟାର୍‌ ରାଣା ଡାଗଗୁବତିି ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଅଭିନେତା ତାଙ୍କର ଆଗାମୀ...

ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି ଏହି ଷ୍ଟାରକିଡ୍‌ଙ୍କ ଫଟୋ: ହୃଦୟ ଜିତୁଛି ଭଉଣୀଭାଇଙ୍କ ଯୋଡ଼ି

ବମ୍ବେ: ବଲିଉଡ୍‌ର ହିଟ୍‌ ଷ୍ଟାରକିଡ୍‌ଙ୍କ ମଧ୍ୟରୁ ସୈଫ ଲଳନା ସାରା ଅଲ୍ଲୀ ଖାନ ଏବଂ ପୁଅ ଇବ୍ରାହିମ ଅନ୍ୟତମ। ସୋସିଆଲ ମିଡିଆରେ ଉଭୟଙ୍କ ଫଲୋଅର୍ସ ମଧ୍ୟ...

ଅଭିନେତା ରିଓ କାପାଡିଆଙ୍କ ପରଲୋକ

ଭେଟେରାନ ଅଭିନେତା ରିଓ କାପାଡିଆ ଆଉ ନାହାଁନ୍ତି। ସୁପରହିଟ ଫିଲ୍ମ ‘ଦିଲ ଚାହତା ହୈ’ ଏବଂ ‘ଚକ ଦେ ଇଣ୍ଡିଆ’ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ...

ବିବାଦରେ ଫିଲ୍ମ ‘ଆର୍ଟିକଲ ୧୫’

ମୁମ୍ବାଇ: ଫିଲ୍ମ ‘ଆର୍ଟିକଲ ୧୫’ ବିବାଦ ଘେରକୁ ଚାଲିଆସିଛି। ଏହି ଫିଲ୍ମରେ ଜାତିଆଣ ଅଧାରରେ ସମାଜକୁ ବଣ୍ଟନ କରିବା ସହ ବ୍ରାହ୍ମଣମାନଙ୍କୁ ଅପମାନ କରାଯାଇଛି ବୋଲି...

ରେଗେ ସଙ୍ଗୀତ ବିଶାରଦ ଲି ପେରିଙ୍କ ପରଲୋକ

କିଙ୍ଗ୍‌ଷ୍ଟନ, ୩୧।୮: ଜାମାଇକାରେ ୬୦ ଦଶକରେ ବିକଶିତ ଲୋକପ୍ରିୟ ସ୍ବତନ୍ତ୍ର ସଙ୍ଗୀତ ଶୈଳୀ ‘ରେଗେ’ର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଥିବା ଲି ସ୍କ୍ରାଚ୍‌ ପେରିଙ୍କର ୮୫...

ସଲମାନଙ୍କ ବାର୍ଷିକ ରୋଜଗାର ଏତିକି ଟଙ୍କା…

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ...

Advertisement
Archives

Model This Week