ଦେଢ଼ଲକ୍ଷରେ ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ, ଲଡ଼ୁ ନିଲାମ

ତାଳଚେର, ୯ା୭(ନି.ପ୍ର.)- ତାଳଚେର ଭଜନସନ୍ଧ୍ୟା କମିଟି ପକ୍ଷରୁ ସୋମବାର ହେରା ପଞ୍ଚମୀ ଉପଲକ୍ଷେ ମା’ ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ କରାଯାଇଥିଲା। ମୁଖ୍ୟଅତିଥି ଭାବେ ବିଡିଓ ନେତ୍ରାନନ୍ଦ ମଲ୍ଳିକ, ପୂର୍ବତନ ନଗରପାଳ ପବିତ୍ର ଭୂତିଆ, ସାମାଜିକ କର୍ମୀ ମହେଶ ଅଗ୍ରୱାଲ, ଦେବୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମା’ ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ ଡକାଯାଇ ଥିଲା। କୋଇଲା ବ୍ୟବସାୟୀ ବିଜୁ ଦାସ ମା’ଙ୍କ ଏହି ଆଜ୍ଞାମାଳ ଓ ଲଡୁକୁ ୧ ଲକ୍ଷ ୫୭ ହଜାର ଟଙ୍କାରେ ନିଲାମ ନେଇଥିଲେ। ପରେ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିଥିଲେ। ଭଜନ ସନ୍ଧ୍ୟା କମିଟି ସଭାପତି ତଥା ବିଧାୟକ ବ୍ରଜକିଶୋର ପ୍ରଧାନ ସମସ୍ତ କାଳକାରଙ୍କୁ ଉପଢୌକନ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବମିଖାଲରୁ କାଦପଡା ଯାଇଛନ୍ତି ଯୁବକ

ଆଠମଲ୍ଲିକ, ୪ା୪(ଡି.ଏନ.ଏ.)- ଭୁବନେଶ୍ୱର ସ୍ଥିତ ବମିଖାଲରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସିଲ କରାଯାଇଛି । ହେଲେ...

ପୋଲ କାମ ସରୁନି, ନାଳରେ ପଶି ଯାତାୟାତ

ବଇଣ୍ଡା,୫।୯(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ମଇମୁରା ପଞ୍ଚାୟତ ମଇମୁରାଠାରୁ କଳଚିକଟାକୁ ସଂଯୋଗ ପାଇଁ ମଇମୁରାଠାରେ ନିର୍ମାଣ ହେଉଥିବା ପୋଲ କାର୍ଯ୍ୟ ସରୁନାହିଁ। ଫଳରେ...

ଜିଲା ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା ‘ସଖୀ’ ୱାନଷ୍ଟପ୍‌ ସେଣ୍ଟର: ଗୋଟିଏ ସ୍ଥାନରେ ମିଳିବ ଚିକିତ୍ସା, ଆଇନ ସୁବିଧା

ଅନୁଗୋଳ ଅଫିସ, ୨୮।୮-ନିର୍ଯାତିତା ମହିଳା ଓ ବାଳିକାମାନଙ୍କୁ ସମନ୍ବିତ ସୁବିଧା, ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ‘ସଖୀ’ର ୱାନଷ୍ଟପ୍‌ ସେଣ୍ଟର...

ଜନବସତି ମୁହାଁ ଜଙ୍ଗଲୀ ଜନ୍ତୁ

ଛେଣ୍ଡିପଦା, ୨୮ା୨:  ଶିଳ୍ପ ପାଇଁ ଜଙ୍ଗଲ କଟାଯାଉଛି। ପାହାଡ଼ ଖୋଳି ରାସ୍ତା ନିର୍ମାଣ ହେଉଛି। କାଠ ମାଫିଆ, ଚୋରା ନିଶା ବେପାରୀ ଓ ଜନବସତି ଧୀରେ ଧୀରେ...

ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ

ଛେଣ୍ଡିପଦା,୧୪ା୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଜରପଡା ଓ ଅନୁଗୋଳ ବନାଞ୍ଚଳର ସୀମାନ୍ତ ରେଞ୍ଜ ଅଞ୍ଚଳରେ ଅସୁସ୍ଥ ହୋଇ ବୁଲୁଥିବା ଏକ ମାଈ ହାତୀକୁ ସୋମବାର ବନ ବିଭାଗ...

ନିଷ୍ପତ୍ତିରେ ବିଳମ୍ବ ନ ହେଉ

ଅନୁଗୋଳ ଅଫିସ, ୩ା୮ କୋଭିଡ୍‌ ସଂକ୍ରମଣ ସାମାନ୍ୟ ଥମିଛି। ତେଣୁ ଅନଲକ୍‌କୁ ଯାଇଛନ୍ତି ରାଜ୍ୟ ସରକାର। ଦୀର୍ଘଦିନ ଧରି ବନ୍ଦ ରହିଥିବା ଶପିଂ ମଲ, ସିନେମା...

ଆଠମଲ୍ଲିକରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ: ଅଙ୍ଗନଓ୍ବାଡି, ଆହାର କେନ୍ଦ୍ର ଖାଦ୍ୟ ମାନ ପରଖିଲେ

ଆଠମଲ୍ଲିକ,୧।୯(ଡି.ଏନ.ଏ.) – ଅନୁଗୋଳ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ ଚମ୍ପତିରାୟ ଶନିବାର ଆଠମଲ୍ଲିକ ସଦର ମହକୁମା ସମେତ ଆଠମଲ୍ଲିକ ବ୍ଲକକୁ ଯାଇ ବିଭିନ୍ନ ସରକାରୀ ଯୋଜନାର...

ପୌରପାଳିକାରେ ଖୋଲିଲା ଏଫ୍‌ଏସ୍‌ଏମ୍‌: ଫୋନ୍‌ କଲେ ଘରୁ ନେଇଯିବେ ମଳପଙ୍କ

ଅନୁଗୋଳ ଅଫିସ, ୨୦।୧୨-ଅନୁଗୋଳ ପୌରପାଳିକାରେ ମଳପଙ୍କ ପରିଚାଳନା ସହାୟତା ସେବା କେନ୍ଦ୍ର (ଏଫ୍‌ଏସ୍‌ଏମ୍‌) ଉଦ୍‌ଘାଟିତ ହୋଇଯାଇଛି। ଏଥିସହ ଲୋକଙ୍କ ପାଇଁ ନିଃଶୁଳ୍କ ଫୋନ ନମ୍ବର ମଧ୍ୟ...

Advertisement
Archives

Model This Week