ଦୀପିକା ବାହାରୁ ଯେତିକି ସୁନ୍ଦର ଭିତରୁ ତା’ଠାରୁ ଅଧିକ ସୁନ୍ଦର: ଅନନ୍ୟା

ମୁମ୍ବାଇ: ଏବେ ଲକ୍‌ଡାଉନ ଚାଲିଥିବାରୁ ବଲଉଡ୍‌ର ସମସ୍ତ ଶୁଟିଂ ବନ୍ଦ ରହିଛି। ହେଲେ ଆଗକୁ କିଛି ଫିଲ୍ମର ଶୁଟିଂ ପାଇଁ ସବୁକିଛି ଧାର୍ଯ୍ୟ କରାଗଲାଣି ବୋଲି ଶୁଣିବାକୁ ମିଳିଛି। ଏମିତିକି ଷ୍ଟାରକାଷ୍ଟ ମଧ୍ୟ ଫାଇନାଲ ହୋଇଗଲାଣି। ଏହି କ୍ରମରେ ନିର୍ଦ୍ଦେଶକ ଶକୁନ ବାତ୍ରା ମଧ୍ୟ ତାଙ୍କ ଆଗାମୀ ଫିଲ୍ମ ପାଇଁ କଳାକାରଙ୍କ ନାଁ ଫାଇନାଲ କରି ସାରିଲେଣି। ତାଙ୍କ ଫିଲ୍ମ ମାଧ୍ୟମରେ ପ୍ରଥମଥର ଅନନ୍ୟା ପାଣ୍ଡେ ବଲିଉଡ୍‌ ନାୟିକା ଦୀପିକା ପାଦୁକୋନଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ବୋଲି ଜଣାପଡିଛି। ଏବେ ସେ ଦୀପିକାଙ୍କ ସହ ଅଭିନୟକୁ ନେଇ ଏକ୍ସାଇଟେଡ ଥିବା ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ଏକ ଓ୍ବେବସାଇଟକୁ ଦେଇଥିବା ସାକ୍ଷାତ୍‌କାରରେ ଅନନ୍ୟା କହିଛନ୍ତି ଦୀପିକା ବାହାରୁ ଯେତିକି ସୁନ୍ଦର ଭିତରୁ ତା’ଠାରୁ ଅଧିକ ସୁନ୍ଦର। ତାଙ୍କ ସହ କାମ କଲେ ଆଦୌ ଲାଗିବ ନାହିଁ କି ଏତେ ବଡ ଆର୍ଟିଷ୍ଟଙ୍କ ସହ କାମ କରୁଛି ବୋଲି। କାରଣ ସେ ବହୁତ କୋଅପରେଟିଭ। ଆଗାମୀ ଦିନରେ ଅନନ୍ୟା ହରର ଫିଲ୍ମ କରିବାକୁ ଇଚ୍ଛା ରଖିଥିବା ବେଳେ ତାହାପୁଣି ରଣବୀର ସିଂଙ୍କ ସହ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେବାର ତୁରନ୍ତ ପରେ ଏହି କାମ କରିବାକୁ ଚାହୁଁଛନ୍ତି ଅନୁଷ୍କା ଶର୍ମା: ଜାଣନ୍ତୁ ତାହା କ’ଣ…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ ସେ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି। ମା’ ହେବା ପରେ ତାଙ୍କ...

ଭଉଣୀଙ୍କ ସହ ରୋମାନ୍ସ କରୁଥିବା ଏହି ଅଭିନେତା ହିରୋଙ୍କଠାରୁ ପାଉଥିଲେ ଅଧିକ ପାରିଶ୍ରମିକ

ହିନ୍ଦୀ ସିନେମା ଜଗତରେ ଏପରି ଜଣେ ହାସ୍ୟ ଅଭିନେତା ଯିଏ ଫିଲ୍ମରେ ହିରୋଙ୍କ ଅପେକ୍ଷା ଅଧିକ ପାରିଶ୍ରମିକ ପାଉଥିଲେ। ସେ ହେଉଛନ୍ତି  ମହମୁଦ୍‌ । ତାଙ୍କର...

ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ ପାଇଁ କେତେ ଟଙ୍କା ପାରିଶ୍ରମିକ ନେଇଥିଲେ ଅମିତାଭ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ। ଆଜିର ଦିନରେ ଅର୍ଥାତ୍‌ ନଭେମ୍ବର ୭, ୧୯୬୯ରେ ଅମିତାଭଙ୍କ ପ୍ରଥମ ଅଭିନୀତ ଚଳଚ୍ଚିତ୍ର...

ଅମିତାଭଙ୍କଠାରୁ ଆରମ୍ଭ କରି ଅକ୍ଷୟ କୁମାର; ବି ଗ୍ରେଡ୍‌ ଫିଲ୍ମରେ କାମ କରିଛନ୍ତି ଏହି ସୁପରଷ୍ଟାର

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ ହୁଅନ୍ତୁ ଅବା ସୁପରଷ୍ଟାର ଅକ୍ଷୟ କୁମାର, ଆଜିକାଲି ସେମାନେ ବଲିଉଡ୍‌ର ଆଗଧାଡ଼ିର ନାୟକ। ହେଲେ ଏକ ସମୟରେ ସେମାନେ...

ଚକୋଲେଟ ହିରୋରୁ ପାଗଳ ଖାନା…

ମୁମ୍ବାଇ: ଦିନେ ବଲିଉଡର ଆଗଧାଡ଼ିର ଷ୍ଟାର୍‌ ଥିବା ରାଜ କିରନ ଏବେ କେଉଁଠି ସେନେଇ କାହା ପାଖରେ କୌଣସି ଠିକ ଖବର ନାହିଁ। ତାଙ୍କ ଜୀବନ...

ବଲିଉଡ ଚଳଚ୍ଚିତ୍ର ନିର୍ମାତା ଫିରୋଜ ନାଦିଆଦୱାଲାଙ୍କ ଘରୁ ମିଳିଲା ଡ୍ରଗ୍ସ

ମୁମ୍ବାଇ,୮।୧୧-ବଲିଉଡ ଚଳଚ୍ଚିତ୍ର ନିର୍ମାତା ଫିରୋଜ ନାଦିଆଦୱାଲାଙ୍କ ବାସଭବନରେ ରବିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଚଢାଉ କରି ଡ୍ରଗ୍ସ ଜବତ କରିଛି। ହେଲେ ଚଢାଉ ସମୟରେ...

ହେବ ନାହିଁ ବରୁଣ ଧାୱନଙ୍କ ରିସେପ୍ସନ

ବଲିଉଡ ଅଭିନେତା ବରୁଣ ଧାୱନ ମୁମ୍ବାଇର ଆଲିବାଗଙ୍କ ଦି ମେନ୍‌ଶନ ହାଉସ ରିସର୍ଟରେ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ୨୪ ଜାନୁୟାରୀରେ ବିବାହ କରିଛନ୍ତି। ପରିବାର...

ପୁଣି ଏକାଠି ହେଲେ ମଲାଇକା-ଅରବାଜ୍‌!

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏବଂ ଚଳଚ୍ଚିତ୍ର ନିର୍ମାତା ଅରବାଜ ଖାନ ସେମାନଙ୍କ ସମ୍ପର୍କକୁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଯଦିଓ ଉଭୟ ୧୮ ବର୍ଷର ବୈବାହିକ...

Advertisement


Archives

Model This Week