ଦାନ୍ତ ବିନ୍ଧା କମ୍‌ କରେ ଏହି ପତ୍ର

ଓସ୍ତ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଓସ୍ତ ପତ୍ରରେ ଭିଟାମିନ୍‌ ଏବଂ ଅନେକ ଆଣ୍ଟିଅକ୍ସିଡେଣ୍ଟ ତତ୍ତ୍ୱ ରହିଛି। ଯାହା ଶରୀର ବିଭିନ୍ନ ଗମ୍ଭୀର ରୋଗ ଦୂର କରିବାର କ୍ଷମତା ରଖିଛି। ଓସ୍ତ ପତ୍ରକୁ ବ୍ୟବହାର କରି ହାର୍ଟ ଆଟାକ ପରି ରୋଗ ଆଶଙ୍କା ଦୂର କରା ପାଇପାରିବେ। ଓସ୍ତ ଗଛର ୧୫ଟି ନରମ ପତ୍ରକୁ ଗୋଟେ ଗ୍ଲାସ୍‌ ପାଣିକୁ ସିଝାନ୍ତୁ। ଏବେ ଏହି ପାଣିକୁ କାଢି ଥଣ୍ତା ହେବାକୁ ଦିଅନ୍ତୁ। ଏବେ ସେହି ଓସ୍ତ ପତ୍ର ସିଝା ପାଣିକୁ ୩ ଘଣ୍ଟା ଅନ୍ତରରେ ପିଅନ୍ତୁ। ଏହାଦ୍ୱାରା ହାର୍ଟ ଆଟାକ୍‌ ଆଶଙ୍କା ଦୂର ହେବା ସହ ପେଟ ଯନ୍ତ୍ରଣା, ଥଣ୍ଡା ଏବଂ କାଶ, ଦାନ୍ତ ବିନ୍ଧିବା, ଗୋଡ ଫଟା ଦାନ୍ତ ଯନ୍ତ୍ରଣା ଆଦି ରୋଗ ଭଲ ହୋଇଥାଏ। ଓସ୍ତ ଗଛର ଛାଲକୁ ଗୁଣ୍ଡ କରି ତାକୁ ଗରମ ପାଣିରେ ପକାଇ କୁଳି କଲେ ଦାନ୍ତ ଯନ୍ତ୍ରଣାରୁ ଉପଶମ ମିଳେ। ଓସ୍ତ ପତ୍ରକୁ ଗୁଣ୍ଡ କରି ଫାଟୁଥିବା ଗୋ ଲଗାଇଲେ ଏହା ଭଲ ହୋଇଥାଏ। ଓସ୍ତ ପତ୍ରକୁ ବାଟି ସେଥିରେ ଗୁଡ ମିଶାଇ ଦିନରେ ୩-୪ଥର ଖାଇଲେ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ପେଷ୍ଟର ବ୍ୟବହାର ଦାନ୍ତ ପାଇଁ ହୋଇପାରେ କ୍ଷତିକାରକ: ଜାଣନ୍ତୁ କେତେ ରହିବ ପେଷ୍ଟର ମାତ୍ରା

ଟୁଥ୍‌ପେଷ୍ଟର ବ୍ୟବହାର ଦାନ୍ତ ଓ ପାଟିକୁ ସୁସ୍ଥ ରଖିବା ସହିତ ମୁଖ ଦୁୁର୍ଗନ୍ଧରୁ ମୁକ୍ତି ଦେଇଥାଏ। ବ୍ରଶ୍‌ କରିବା ସମୟରେ ଯେତେ ଅଧିକ ଟୁଥ୍‌ପେଷ୍ଟର ବ୍ୟବହାର...

ପାାଣି ପିଇବାର ଠିକ୍‌ ଉପାୟ କହିଛନ୍ତି ଚାଣକ୍ୟ : ଆପଣାଇଲେ ଡାକ୍ତରଙ୍କୁ ଦେବାକୁ ପଡ଼ିବ ନାହିଁ ଟଙ୍କା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଜୀବନର ମୂଲ୍ୟବୋଧ ବିଷୟରେ ଉଲ୍ଲେଖ କରିଥିବାବେଳେ ସୁସ୍ଥ ରହିବା ପାଇଁ ଅନେକ ପଦକ୍ଷେପ...

ଫେଷ୍ଟିଭ୍‌ ଜୁଏଲେରୀ

ଜୁଏଲେରୀ ପ୍ରତି ନାରୀଙ୍କର ଦୁର୍ବଳତା ସବୁବେଳେ ରହିଆସିଛି। କାରଣ ଏହା ସେମାନଙ୍କର ରୂପକୁ ଆହୁରି ଆକର୍ଷକ କରିଦେଇଥାଏ। ସେଥିପାଇଁ ତ ବାହାଘର ହେଉ ଅବା ପୂଜାପାର୍ବଣ...

ହାର୍ଟ ଆଟାକ୍‌ ସମସ୍ୟାରୁ ଦୂରେଇ ରହିବାର ସହଜ ଉପାୟ…

କାନ୍ଦିଲେ ମାନସିକ ଶାନ୍ତି ମିଳିଥାଏ। କାନ୍ଦିବା ସମୟରେ ଶରୀରରେ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍‌ ଓ ଲ୍ୟୁସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ। ଏହାକୁ ଷ୍ଟ୍ରେସ୍‌ ହରମୋନ୍‌ କୁହାଯାଇଥାଏ। ଏହାଦ୍ୱାରା...

ଦୂରାନ୍ତୁ କଳା ଦାଗ

ସୂର୍ଯ୍ୟକିରଣ ପ୍ରଭାବରେ ହାତଗୋଡ଼ ତଥା ମୁହଁର ତ୍ୱଚାରେ ବି ଟାନିଂ ବା କଳାଦାଗ ହୋଇଯାଏ। ତେଣୁ ତ୍ୱଚା କଳା ପଡ଼ି ବହୁତ ଖରାପ ଦେଖାଯାଏ। ଏହି...

କ୍ୟାନ୍‌ସର ଟ୍ୟୁମର ଚିହ୍ନଟର ନୂଆ ଉପାୟ

କଥାରେ ଅଛି- ‘କ୍ୟାନ୍‌ସର ନୋ ଆନ୍‌ସର’। ହେଲେ ବର୍ତ୍ତମାନର ଉନ୍ନତ ଜ୍ଞାନକୌଶଳ ବିଶିଷ୍ଟ ଚିକିତ୍ସା ପ୍ରଣାଳୀରେ କ୍ୟାନ୍‌ସରକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇ ତାହାର ଚିକିତ୍ସା...

ଆତ୍ମନିର୍ଭରଶୀଳ ଗୃହିଣୀ

ଜଣେ ଗୃହିଣୀ ଦିନ ସାରା ପରିବାରର ପ୍ରତ୍ୟେକ କାର୍ଯ୍ୟ କରିଥାଏ। ହେଲେ ଏହି ଅବିରତ ଶ୍ରମ ବଦଳରେ ତାକୁ ନା ମିଳିଥାଏ କୌଣସି ପାରିଶ୍ରମିକ ନା...

କାକୁଡ଼ି ଫେସ୍‌ପ୍ୟାକ୍‌

କାକୁଡ଼ି ବ୍ୟବହାର କରି ତ୍ୱଚାର ପ୍ରାୟ ସବୁ ସମସ୍ୟା ସମାଧାନ କରିହେବ। ତେଣୁ ଖରାଦିନେ ଏହାର ଫେସ୍‌ପ୍ୟାକ୍‌ ତିଆରି କରି ଲଗାନ୍ତୁ। କାକୁଡ଼ିକୁ ଛୋଟ ଛୋଟ...

Advertisement
Archives

Model This Week