Posted inଜାତୀୟ

ଡକାୟତଙ୍କୁ ସାମ୍ନାକରି ଜିତିଲେ ବୃଦ୍ଧ ଦମ୍ପତି ସିସିଟିଭିରେ ରେକର୍ଡ ହେଲା ଦୃଶ୍ୟ

ତିରୁନେଲଭେଲି,୧୩।୮: ତାମିଲନାଡୁର ତିରୁନେଲଭେଲିରେ ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ କରିବା ମହଙ୍ଗା ପଡିଛି। ନିଜ ଘର ବାହାରେ ବସିଥିବା ଜଣେ ବୃଦ୍ଧଙ୍କୁ ପଛପଟୁ ଦୁଇ ଡକାୟତ ଚୋରି କରିବା ଉଦ୍ଦେଶ୍ୟରେ ଆସି ଆକ୍ରମଣ କରିଥିଲେ। ହେଲେ ଏହି ସମୟରେ ଘର ଭିତରେ ଥିବା ତାଙ୍କ ସ୍ତ୍ରୀ ବାହାରି ଆସି ଏସବୁ ଦେଖିବା ପରେ ପାଖରେ ଥିବା ଚୌକିରେ ଡକାୟତଙ୍କୁ ଆକ୍ରମଣ କରିଥିଲେ। ଏହାପରେ ବୃଦ୍ଧ ଜଣଙ୍କ ମଧ୍ୟ ତଳେ ପଡିଯିବାରୁ ଡକାୟତ ଦୁଇଜଣ ସେମାନଙ୍କୁ ଆକ୍ରମଣ କରିବାରେ ବାଧାସୃଷ୍ଟି ହୋଇଥିଲା। ଏହାର ସୁଯୋଗ ନେଇ ଦମ୍ପତି ମିଳିମିଶି ଡକାୟତଙ୍କୁ ଆକ୍ରମଣ କରିବା ପରେ ସେମାନେ ସେ ସ୍ଥାନ ଛାଡି ପଳାଇ ଯାଇଥିଲେ। ଘଟଣାର ସମସ୍ତ ଦୃଶ୍ୟ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହେବା ପରେ ସବୁଜଣାପଡିଥିଲା। ତେବେ ଘଟଣାଟି ୧୧ ଅଗଷ୍ଟର ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେବେ କି ହରଭଜନ ସିଂ: ଚର୍ଚ୍ଚା ଉପରେ ପକାଇଲେ ପୂର୍ଣ୍ଣଚ୍ଛେଦ

ଚଣ୍ଡିଗଡ,୧୨।୧୨: ଗୁଗଲି ବଲ୍‌ରେ ବିଶ୍ୱର ବଡ ବଡ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିବା ଭାରତୀୟ ସ୍ପିନର ହରଭଜନ ସିଂ ଭାଜପାରେ ଯୋଗଦେବା ଆଲୋଚନାକୁ ଖଣ୍ଡନ କରିଛନ୍ତି। ସୋସିଆଲ...

କରୋନା ଯୁଦ୍ଧରେ ଜିତିବା ପରେ କାର୍ଯ୍ୟରେ ଯୋଗଦେବେ ଶାହା

ନୂଆଦିଲ୍ଲୀ,୨୦ ।୯: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କରୋନା ଯୁଦ୍ଧରେ ବିଜୟି ହେବା ପରେ ରବିବାର ପାର୍ଲାମେଣ୍ଟରେ ପହଞ୍ଚିବେ ବୋଲି ଜଣାପଡିଛି । ସେ ପ୍ରଥରେ ଲୋକ...

ମଧ୍ୟପ୍ରଦେଶରେ ଏଏପିର ଜୋରଦାର ଏଣ୍ଟ୍ରି…

ଭୋପାଳ,୧୭।୭ : ମଧ୍ୟପ୍ରଦେଶ ପୌରସଂସ୍ଥା ନିର୍ବାଚନରେ, ଯେଉଁଠାରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ଅଗ୍ରଗତି କରୁଛି, କଂଗ୍ରେସ ଏହାର ପ୍ରଦର୍ଶନକୁ ସୁଦୃଢ଼ କରୁଥିବା ଜଣାପଡିଛି।...

‘ଚୌକିଦାର ଚୋର୍‌ ହୈ’ ମନ୍ତବ୍ୟ: ରାହୁଲଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା ସୁପ୍ରିମ୍‌କୋର୍ଟରେ ମଞ୍ଜୁର

ନୂଆଦିଲ୍ଲୀ,୧୪।୧୧: ସୁପ୍ରିମ୍‌କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନାକୁ ମଞ୍ଜୁର କରିଛନ୍ତି। ସେ ରାଫାଲ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ‘ଚୌକିଦାର ଚୋର୍‌ ହୈ’...

କେଜ୍‌ରିଓ୍ବାଲ, ଖାର୍ଗେଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ, ୨୮।୫(ଆଇଏଏନ୍‌ଏସ୍‌):  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜାତିକୁ ନେଇ ଉତ୍ତେଜକ ମନ୍ତବ୍ୟ ଦେଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ...

‘ମୋଦି ଜିନ୍ଦାବାଦ’ କହିବା ପରେ ମନ୍ତ୍ରୀଙ୍କୁ ଛାଡ଼ିଲେ

ନୂଆଦିଲ୍ଲୀ,୬।୧: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଫ୍ଲାଏଓଭରରେ ଫସିବାକୁ ନେଇ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିବା ବେଳେ ପଞ୍ଜାବର ଜଣେ ମନ୍ତ୍ରୀଙ୍କ ଏକ...

କମିପାରେ ପେଟ୍ରୋଲ-ଡିଜେଲ ଦର !, ସଙ୍କେତ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୬ : ପେଟ୍ରୋଲ-ଡିଜେଲ ଦର କମିପାରେ । ଏନେଇ ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯଦି ଅଶୋଧିତ ତୈଳ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ...

ଲୋକ ସଭାରେ ଉପସ୍ଥାପନ ହେଲା ଡିଜିଟାଲ ଡାଟା ପ୍ରୋଟେକଶନ ବିଲ୍‌, କଂଗ୍ରେସ କହିଲା ଲୋକଙ୍କ ଅଧିକାରରୁ ଦବାଇ ଦେବାର ପ୍ରୟାସ

ନୂଆଦିଲ୍ଲୀ,୩।୮: କେନ୍ଦ୍ର ସରକାର ଗୁରୁବାର ଲୋକ ସଭାରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକଶନ ବିଲ୍‌, ୨୦୨୩ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

Advertisement
Archives

Model This Week