Posted inଫୁରସତ

ଜାତୀୟ ନିଶ ଦାଢି ଚାମ୍ପିୟନଶିପ

ପୃଥିବୀରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାମାନ ଆୟୋଜିତ ହୋଇଥାଏ। ପ୍ରତିଯୋଗୀଙ୍କ ପ୍ରତିଭା ପ୍ରଦର୍ଶନର ଏହା ଏକ ଉତ୍ତମ ମାଧ୍ୟମ ହୋଇଥିବା ବେଳେ ପ୍ରତିଭାକୁ ପ୍ରୋତ୍ସାହନ ଦେବାରେ ମଧ୍ୟ ଏହା ବେଶ୍‌ ସହାୟକ ହୋଇଥାଏ। ତେବେ ପୃଥିବୀରେ ଏଭଳି ବି କିଛି ପ୍ରତିଯୋଗିତା ହୁଏ ଯାହା ଦେଖିବାକୁ ଯେତିକି ନିଆରା ସେତିକି କୌତୁହଳପ୍ରଦ ମଧ୍ୟ। ସେହିଭଳି ଏକ ମଜାଦାର ପ୍ରତିଯୋଗିତା ଅନୁଷ୍ଠିତ ହୁଏ ଯୁକ୍ତରାଷ୍ଟ୍ର ଆମେରିକାରେ। ପ୍ରତିବର୍ଷ ବିଅର୍ଡ ଟିମ୍‌ ୟୁଏସ୍‌ଏ ତରଫରୁ ଅନୁଷ୍ଠିତ ହୋଇଥାଏ ଦାଢି ଏବଂ ନିଶ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ନିଜ ନିଶ ଏବଂ ଦାଢିକୁ ବିଭିନ୍ନ ଡିଜାଇନରେ ସଜାଡି ପ୍ରଦର୍ଶିତ କରିଥାନ୍ତି। ମୋଟ ୫୦ଟି କ୍ୟାଟେଗୋରୀରେ ପ୍ରତିଯୋଗୀମାନେ ନିଜ ନାଁ କୁ ପଞ୍ଜୀକୃତ କରିଥାନ୍ତି। ଯେକୌଣସି ବୟସର ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରିବାର ସୁଯୋଗ ରହିଛି। ଏଥିରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନେ ନିଜ ନିଶ ଏବଂ ଦାଢିକୁ ବିଭିନ୍ନ ସୃଜନାତ୍ମକ ଢଙ୍ଗରେ କାଟିବା ସହ ବିଭିନ୍ନ ଷ୍ଟାଇଲରେ ସଜାଇଥାନ୍ତି। ତେବେ ଏହି ପ୍ରତିଯୋଗିତାର ଏକ ସ୍ବତନ୍ତ୍ରତା ହେଲା ଏଥିରେ ମହିଳାମାନେ ମଧ୍ୟ ଅଂଶ ଗ୍ରହଣ କରିଥାନ୍ତି। ଏମାନେ ଆର୍ଟିଫିସିଆଲ ନିଶ ଦାଢିକୁ ନିଜ ମୁହଁରେ ବିଭିନ୍ନ ଆକାରରେ ସଜାଇ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି। ଆକର୍ଷକ ତଥା ସୃଜନାତ୍ମକ ନିଶ ଦାଢି ଥିବା ବ୍ୟକ୍ତିଙ୍କୁ ପ୍ରତିଯୋଗିତା ଶେଷରେ ପୁରସ୍କୃତ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖ୍ରୀଷ୍ଟ ମାସ ପୂର୍ବରୁ ସାଣ୍ଟା କ୍ଲଜ୍‌ ବେଶରେ ପୋଲିସ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପେରୁର ଦୁଇ ପୋଲିସ ଅଫିସର ଖ୍ରୀଷ୍ଟ ମାସ ପୂର୍ବରୁ ସାଣ୍ଟା କ୍ଲଜ୍‌ ପୋଷାକରେ ନଜର ଆସିଛନ୍ତି। ଜଣେ ଡ୍ରଗ୍ସ ଡିଲରଙ୍କୁ ଧରିବା ପାଇଁ ଦୁଇ ଅଧିକାରୀ...

ହସ୍ପିଟାଲ ମେସେଜ୍‌ ଦେଖି ଡରିଗଲେ ୮ ହଜାର ରୋଗୀ

ଲଣ୍ଡନ: ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୮,୦୦୦ ରୋଗୀଙ୍କ ପାଖକୁ ଏକ ସମୟରେ ଏକ ମେସେଜ୍‌ ଆସିଥିଲା। ଯାହାକୁ ଦେଖି ସମସ୍ତେ ବ୍ୟସ୍ତ ଏବଂ କାନ୍ଦି ପକାଇଥିଲେ।...

ପୃଥିବୀ ବିକାଶ ପାଇଁ ଗଣତନ୍ତ୍ର ଅପରିହାର୍ଯ୍ୟ

ପୃଥିବୀର ବିକାଶ ପାଇଁ ଗଣତନ୍ତ୍ର ଅପରିହାର୍ଯ୍ୟ। ଗଣତନ୍ତ୍ରର ଭୂମିକାକୁ ଉପଲବ୍ଧି କରି ୨୦୦୭ରେ ମିଳିତ ଜାତିସଂଘର ସାଧାରଣ ସଭା ଗଣତନ୍ତ୍ରର ନୀତିକୁ ପ୍ରୋତ୍ସାହନ ତଥା ସମର୍ଥନ...

ବିନା ଚାକିରିରେ ୧୫ ବର୍ଷ ଧରି ଆକାଉଣ୍ଟକୁ ଆସୁଥିଲା ଟଙ୍କା, ଜଣା ପଡ଼ିବାରୁ…

ରୋମ,୨୬।୪: ଚାକିରି କରୁଥିବା ଲୋକ ସବୁବେଳେ ଭାବିଥାନ୍ତି ଯେତେ ପରିଶ୍ରମ କରୁଛନ୍ତି ସେହି ଅନୁଯାୟୀ ତାଙ୍କୁ ଦରମା ମିଳୁ। ମାତ୍ର କିଛି ଲୋକ ନିଜ ଦରମାକୁ...

ପିଲାଙ୍କୁ ପାଠ ପଢାଇବାକୁ ଆସୁଛି ସ୍କୁଲ

ମୁମ୍ବାଇର ଝୁଙ୍ଗିଆ ଇଲାକାର ବସ୍ତି ଅଞ୍ଚଳରେ ରହୁଥିବା ଗରିବ ପିଲାମାନେ ସ୍କୁଲ୍‌ ପଢ଼ିବାକୁ ନୁହଁ ବରଂ ସ୍କୁଲ୍‌ ଏମାନଙ୍କୁ ପଢ଼ାଇବାକୁ ଆସିଥାଏ। ‘ସ୍କୁଲ୍‌-ଅନ୍‌-ହ୍ବିଲ୍‌ସ’ ନାମରେ ଚାଲିଥିବା...

ସମୁଦ୍ର ଭିତରେ ପେଣ୍ଟିଂ

ସମୁଦ୍ର ଭିତରର ଦୁନିଆ ବହୁତ ସୁନ୍ଦର। ତା’ ମଧ୍ୟସ୍ଥ ଜୀବଜଗତ ତ ଭିନ୍ନ ଏକ ଦୁନିଆ ପରି ଲାଗେ। ହେଲେ ଏହାକୁ ଉପଭୋଗ କରିବାର ସୌଭାଗ୍ୟ...

ଅମ୍ବାନୀ ପରିବାରର ପିଲାମାନଙ୍କୁ ଏତିକି ଟଙ୍କା ମିଳୁଥିଲା ପକେଟ୍‌ ମନି: ଜାଣନ୍ତୁ ସ୍କୁଲରେ କ’ଣ କହୁଥିଲେ ସାଙ୍ଗମାନେ…

ଦେଶର ସବୁଠାରୁ ଧନୀ ଅମ୍ବାନୀ ପରିବାରରେ କ’ଣ ଚାଲିଛି, ସେମାନଙ୍କ ପିଲାମାନେ କିପରି ବଢ଼ିଛନ୍ତି ତାହା ଜାଣିବାକୁ ସମସ୍ତେ ଚାହାନ୍ତି। ହେଲେ ଅମ୍ବାନୀ ପରିବାର ଏକ...

ଭାରତ-ପାକିସ୍ତାନ ସୀମାରେ ଯବାନଙ୍କ ଭାଙ୍ଗଡ଼ା ନୃତ୍ୟ: ସାହସକୁ ସମ୍ନାନ ଜଣାଇଲେ ସେହଓ୍ବାଗ୍‌

ନୂଆଦିଲ୍ଲୀ, ୧୮।୭: ଭାରତ-ପାକିସ୍ତାନ ସୀମାରେ ଥିବା ଭାରତୀୟ ଯବାନଙ୍କ ନୃତ୍ୟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ୪/୫ ଜଣ...

Advertisement
Archives

Model This Week