ଚାଇନାକୁ ଦେବାକୁ ପଡ଼ିବ କରୋନା ସମ୍ପର୍କିତ ତଥ୍ୟ: ସୟଦ ଆକବରଉଦ୍ଦିନ୍

ଜେନେଭା, ୪ ।୪:ସାରା ପୃଥିବୀରେ କରୋନ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି । ଚାଇନାର ଉହାନ ସହରର ମାଂସ ବଜାରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ନେଇ କୁହାଯାଉଛି । ତେବେ ଚାଇନା ପକ୍ଷରୁ କରୋନା ସମ୍ପର୍କିତ ପ୍ରଦାନ କରାଯାଉଥିବା ତଥ୍ୟ ନେଇ ସନ୍ଦେହ ବଢୁଥିବା କୁହାଯାଉଛି । ଏହି ପରିପ୍ରେକ୍ଷୀରେ ଜାତିସଂଘରେ ଅବସ୍ଥାପିତ ଥିବା ଭାରତୀୟ ରାଷ୍ଟ୍ରଦୂତ ସୟଦ ଆକବରଉଦ୍ଦିନ୍ କହିଛନ୍ତି ଯେ, ଚାଇନାକୁ ଏନେଇ ଉପଯୁକ୍ତ ତଥ୍ୟ ପୃଥିବୀର ସମସ୍ତ ରାଷ୍ଟ୍ର ସମ୍ମୁଖରେ ଉପସ୍ଥାପନ କରିବାକୁ ପଡ଼ିବ । ସୂଚନାଯୋଗ୍ୟ, ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟ ଥିବା ଚାଇନା କରୋନା ସଂକ୍ରମଣ ନେଇ ମାର୍ଚ୍ଚରେ ଆଲୋଚନା କରିବାକୁ ଅମଙ୍ଗ ହୋଇଥିବା କୁହାଯାଉଛି । ମାତ୍ର ଚାଇନା ଏହାର ଉତ୍ତର ଦେବା ଆବଶ୍ୟକ ବୋଲି ସୟଦ ଆକବରଉଦ୍ଦିନ୍ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଉ ୧୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ରାଜ୍ୟରେ କରୋନାରେ ଆଉ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...

ମୋଦିଙ୍କ ସହ ସେଲ୍‌ଫି ନେଇ ଟୁଇଟ୍‌ କଲେ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ

ଓସାକା,୨୯।୬: ଜି ୨୦ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଓସାକାରେ ପହଞ୍ଚିଛନ୍ତି। ଶୁକ୍ରବାର ପ୍ରଥମ ଦିନରେ ସେଠାରେ ବିଭିନ୍ନ ଦେଶର ବଡ ବଡ...

ଏକାଥରକେ ୟୁକ୍ରେନ୍‌ର ୧୮ରୁ ଅଧିକ ସହର ଉପରେ ବୋମାବର୍ଷା ଯୋଜନା…

ମସ୍କୋ/କ୍ୱିଭ୍‌,୨୦।୩ : ରୁଷିଆ ୟୁକ୍ରେନର ୧୮ ରୁ ଅଧିକ ସହରରେ ଏୟାର ଷ୍ଟ୍ରାଇକ କରବାକୁ ଯୋଜନା ପ୍ରସ୍ତୁତ କରିଛି। ଏକାଥରକେ ଏସବୁ ସହରଗୁଡ଼ିକ ଉପରେ ବୋମାବର୍ଷା...

ଖସୁଛି ସଂକ୍ରମଣ: ଆଜି ୪୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ରାଜ୍ୟରେ ରବିବାର ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୭ ଜଣ...

ଫିଲିପାଇନ୍ସ ଜଳସୀମାରେ ୨୨୦ ଚାଇନା ଜାହାଜ

ମାନିଲା,୨୨।୩: ଦକ୍ଷିଣ ଚାଇନା ସାଗରର ବିବାଦୀୟ ଅଞ୍ଚଳରେ ଚାଇନାର ୨୨୦ ଜାହାଜ ପଇଁତରା ମାରିବା ଘଟଣାରେ ଫିଲିପାଇନ୍ସ ଉଦ୍‌ବେଗ ପ୍ରକାଶ କରିଛି। ମାର୍ଚ୍ଚ ୭ରେ ଏହି...

ବ୍ରାଜିଲର ଐତିହାସିକ ଜିସସ ଷ୍ଟାଚ୍ୟୁ ଉପରେ ପଡିଲା ବିଜୁଳି, କ୍ୟାମେରାରେ କଏଦ ହେଲା ଅଦ୍ଭୁତ ଦୃଶ୍ୟ

ବ୍ରାସିଲିଆ,୧୨ ।୨: ବ୍ରାଜିଲର ଏକ ଅଦ୍ଭୁତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେଠାକାର ପ୍ରସିଦ୍ଧ ତଥା ଐତିହାସିକ ଜିସସ ଷ୍ଟାଚ୍ୟୁ ଉପରେ ଶୁକ୍ରବାର...

CORONAVIRUS UPDATE: ସୁସ୍ଥ ହେଲେ ଆଉ ୧୧୪ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୨,୭୦୮କୁ ବୃଦ୍ଧି

ଭୁବନେଶ୍ୱର,୧୪।୬(ବ୍ୟୁରୋ): ରାଜ୍ୟରେ ଆଉ ୧୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ସର୍ବାଧିକ ୩୦ଜଣ ରହିଥିବା ବେଳେ ଖୋର୍ଦ୍ଧାର ୨୩, ଗଞ୍ଜାମର ୧୭,...

୬ ବର୍ଷର ଝିଅ ନିଜ ରୋଜଗାରରେ ପରିବାରକୁ ଦେଲେ ୫ ମହଲା ବିଶିଷ୍ଟ ବିଳାସମୟ ଘର

ସିଓଲ,୨୭।୭: ଦକ୍ଷିଣ କୋରିଆରେ ୬ ବର୍ଷର ଜଣେ ବାଳିକା ୟୁଟ୍ୟୁବରେ ରୋଜଗାର କରିଛନ୍ତି ୫୫ କୋଟି ଟଙ୍କା। ଏହି ରୋଜଗାରରେ ସେ ସିଓଲଠାରେ ଏକ ୫...

Advertisement
Archives

Model This Week