ଘାରିଛି ହଲିଉଡ୍‌ ନିଶା

ରାଧିକା ଆପ୍ତେଙ୍କୁ ଏବେ ହଲିଉଡ୍‌ ନିଶା ଘାରିଛି। ବର୍ତ୍ତମାନ ସେ ଏକ ହଲିଉଡ୍‌ ସ୍ପାଏ ଥ୍ରୀଲର ‘ଲିବର୍ଟି : ଏ କଲ୍‌ ଟୁ ସ୍ପାଏ’ରେ ଅଭିନୟ କରୁଛନ୍ତି। ଆଉ ଏହାକୁ ନେଇ ବେଶ୍‌ ଆଶା ବାନ୍ଧିଛନ୍ତି ସେ। ଏହି ଫିଲ୍ମ ବିଷୟରେ ରାଧିକା କହନ୍ତି, ‘ହଲିଉଡ୍‌ ପ୍ରୋଜେକ୍ଟରେ କାମ କରିବା ପରେ ମୋତେ ଯେଉଁ ଖୁସି ମିଳୁଛି ତାହା ବର୍ଣ୍ଣନାତୀତ। ଯାହା ହେଲେ ବି ବଲିଉଡ୍‌ ଫିଲ୍ମ ମେକିଂ ଏବଂ ହଲିଉଡ୍‌ ଫିଲ୍ମ ମେକିଂ ଭିତରେ ନିଶ୍ଚୟ ଫରକ ରହିଛି। ‘ଲିବର୍ଟି : ଏ କଲ୍‌ ଟୁ ସ୍ପାଏ’ରେ ମୋତେ ଯେଉଁ ଭୂମିକାଟି ମିଳିଛି ତାହା ମୋ ପାଇଁ ଏକ ଚ୍ୟାଲେଞ୍ଜ। ଏଥିରେ ମୁଁ ଜଣେ ମୁସଲିମ୍‌ ମହିଳା-ନୁର୍‌ ଇନାୟତ ଖାନ ଭୂମିକାରେ ଅଭିନୟ କରୁଛି। ଶୁଟିଂ ପୂର୍ବରୁ ଏହି ଭୂମିକା ପାଇଁ ମୋତେ ପୂରା ଦମ୍‌ରେ ପ୍ରସ୍ତୁତ ହେବାକୁ ପଡିଥିଲା। ନିର୍ଦ୍ଦେଶକ ଲିଡିଆ ଡିନ୍‌ ପିଲଚର୍‌ ମୋତେ ଯେଉଁ ଟିପ୍ସ ଦେଇଥିଲେ ତାହା ମୋ ପାଇଁ ବେଶ୍‌ ସହାୟକ ହୋଇଛି।’ ତେବେ ଏହି ଫିଲ୍ମଟି ରାଧିକାଙ୍କ କ୍ୟାରିୟରକୁ କେତେ ମାଇଲେଜ ଦେଉଛି ତାହା ରିଲିଜ ପରେ ହିଁ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଶୋ’ କରି ଅଡୁଆରେ ମିକା ସିଂ

ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ ପାକିସ୍ତାନରେ ଏକ ସଙ୍ଗୀତ ଶୋ’ କରି ଅଡୁଆରେ ପଡିଯାଇଛନ୍ତି। ଉଭୟ ଭାରତ ଏବଂ ପାକିସ୍ତାନର ଦର୍ଶକ ତାଙ୍କୁ ସୋସିଆଲ...

ରେଖାଙ୍କ ପୂର୍ବରୁ ବି ପ୍ରେମ କରି ବସିଥିଲେ ବିଗ୍ ବି

ମୁମ୍ବାଇ: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ୭୮ ବର୍ଷରେ ପାଦ ରଖିଛନ୍ତି । ଏହି ଅବସରରେ ସବୁ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି...

ଶେହନାଜ-ସିଦ୍ଧାର୍ଥଙ୍କ ବ୍ରେକ୍‌କପ୍‌ ନେଇ ଚର୍ଚ୍ଚା; ମୁହଁ ଖୋଲି ଅଭିନେତା କହିଲେ…

ବମ୍ବେ: ବିଗ୍‌ବସ୍‌ର ଲୋକପ୍ରିୟ ଯୋଡ଼ି ଶେହନାଜ ଗିଲ-ସିଦ୍ଧାର୍ଥ ଶୁକ୍ଳାଙ୍କ ବ୍ରେକ୍‌ଅପ୍‌କୁ ନେଇ ଚର୍ଚ୍ଚା। କଥାଟି କେତେ ସତ କେତେ ମିଛ ତାହା ଜଣାପଡ଼ି ନାହିଁ। ହେଲେ...

‘ଥାପ୍ପଡ୍‌’ରେ ନଜର ଆସିବେ ତାପସୀ

ବଲିଉଡ଼ରେ ଖୁବ୍‌ କମ ଦିନରେ ନାଁ କମାଇଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ତାପସୀ ପନ୍ନୁଙ୍କ ନାମ ସର୍ବାଗ୍ରେ ଆସେ। ସେ କଷ୍ଟକର ଅଭିନୟ କରିବାକୁ ପସନ୍ଦ କରିଥାନ୍ତି।...

ଇଡେନ ଗାର୍ଡେନ୍ସରେ ଫିଲ୍ମ ପ୍ରମୋଶନ କରିବେ ରାଣୀ

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌କୁ ଦେଖିବା ପାଇଁ ଷ୍ଟାଡିୟମରେ...

ସୁଶାନ୍ତଙ୍କ ହାତଲେଖାକୁ ନେଇ କରାଯାଉଛି ବିଶ୍ଳେଷଣ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ହେଉଛି। ସହଜରେ ତାଙ୍କ ମୃତ୍ୟୁକୁ ପ୍ରଶଂସକମାନେ ଗ୍ରହଣ କରିପାରୁନାହାନ୍ତି। ସମସ୍ତେ ଜାଣିବାକୁ...

ସଲମାନଙ୍କ ଭଳି ଆଜି ବି ଅବିବାହିତା ତାଙ୍କର ଏହି ପ୍ରେମିକା: ସମ୍ପର୍କକୁ ନେଇ କହିଲେ ‘ ପାଞ୍ଚ ବର୍ଷ ହେଲାଣି…’

ବମ୍ବେ: ନବେ ଦଶକର ଅଭିନେତ୍ରୀ ସୋମି ଅଲି ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ। ଏକଦା ସେ ଦବଙ୍ଗ ଖାନ୍‌ ସଲମାନଙ୍କ ପ୍ରେମିକା ଥିବାବେଳେ ଆଜିଯାଏ ବିବାହ କରିନାହାନ୍ତି।...

ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଷ୍ଟାରକିଡ୍‌ ତଥା ନବାଗତା ନାୟିକା ଅନନ୍ୟା ପାଣ୍ଡେ ଏବେ ତାଙ୍କ ଅଭିନୟ ପାଇଁ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ସେ ଯାହା ଆଶା ରଖିଥିଲେ...

Advertisement
Archives

Model This Week