ଗାଡ଼ି ଧକ୍କାରେ ଆହତ ହରିଣ ଉଦ୍ଧାର

ହିଞ୍ଜିଳିକାଟୁ,୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଓ ଶିକିରି ତାରାତାରିଣୀ ରୋଡ୍‌ରେ ଗାଡ଼ିଧକ୍କାରେ ଏକ ଆହତ ହରିଣକୁ ଶନିବାର ଉଦ୍ଧାର କରାଯାଇଛି। ହରିଣଟି ରାସ୍ତା ପାରି ହେଉଥିବା ବେଳେ କୌଣସି ଗାଡ଼ି ଧକ୍କାରେ ଆହତ ହୋଇଥିବା ଅନୁମାନ କରାଯାଉଛି। ଆହତ ହରିଣଙ୍କୁ ଦେଖି ଲୋକେ ହିଞ୍ଜିଳିକାଟୁ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଆହତ ହରିଣକୁ ଉଦ୍ଧାର କରି ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷାରୁ ହରିଣଟି ଗର୍ଭବତୀ ଥିବା ଜଣାପଡ଼ିଛି। ଏହାକୁ ଆସିକା ନିକଟ ଚାରିମାଇଲ ହରିଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ବିଭଗୀୟ ଉଚ୍ଚ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିବା ହିଞ୍ଜିଳିକାଟୁ ଫରେଷ୍ଟର ପ୍ରଦୀପ କୁମାର ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ ବିଧାନସଭା: ଯୋଗେଶ ସିଂ ପଛୁଆ

ସୁନ୍ଦରଗଡ଼,୨୩।୫: ସୁନ୍ଦରଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ କୁସୁମ ଟେଟେ ଆଗୁଆ ଅଛନ୍ତି। ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା କୁସୁମ ୭୮୧୭ ଭୋଟ ପାଇଥିବାବେଳେ...

ପୁଣି କଟକରୁ ନକଲି ସିମେଣ୍ଟ କାରଖାନା ଠାବ

କଟକ ଅଫିସ, ୨୩।୨: କଟକରୁ ମଙ୍ଗଳବାର ପୁଣି ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। କମିଶନରେଟ ପୋଲିସ ନକଲି ସିମେଣ୍ଟ ଗୋଦାମ ଘରେ ଚଢ଼ାଉ କରି...

ବାଲିଯାତ୍ରାରେ ମୋ’ କଟକ ପାଭିଲିୟନ

କଟକ ଅଫିସ, ୧୪ା୧୧: ଚଳିତବର୍ଷ ବାଲିଯାତ୍ରାରେ ନିଆଯାଇଥିବା ନୂତନ ପଦକ୍ଷେପ ମଧ୍ୟରେ ମୋ’ କଟକ ପାଭିଲିୟନ ନୂତନ ଅଧ୍ୟାୟ ଯୋଡ଼ିଛି। ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ...

ଜିଲାସ୍ତରୀୟ ଭିନ୍ନକ୍ଷମଙ୍କ କ୍ରୀଡ଼ା

ଭଦ୍ରକ ଅଫିସ,୨୭ା୧୧- ଜିଲା ପ୍ରଶାସନ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା...

୯. ୯୧ ଲକ୍ଷ ମେଟ୍ରିକ ଟନ୍‌ ଖରିଫ ଧାନ ସଂଗ୍ରହ ଲକ୍ଷ୍ୟ

ବାରିପଦା ଅଫିସ,୧୧ା୧୧- ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ ମୁତାବକ, ଚଳିତ ବର୍ଷ ପାଇଁ ମୟୂରଭଞ୍ଜ ଜିଲାର ଚାଷୀମାନଙ୍କଠାରୁ ଧାନ କିଣାଯିବା...

ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି କନଷ୍ଟେବଳ ଗିରଫ

କେନ୍ଦୁଝର,୧୮ା୮(ସ୍ବ.ପ୍ର.): ଜିଲା ମୁଖ୍ୟ ଡାକ୍ତରଖାନାର ଟିକାକରଣ କେନ୍ଦ୍ରରେ କାର୍ଯ୍ୟରତ ଜଣେ ସ୍ବାସ୍ଥ୍ୟ ବିଭାଗ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ କନଷ୍ଟେବଳଙ୍କୁ...

ସରପଞ୍ଚ, ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ ଅଫିସ,୩୦।୮: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ସରପଞ୍ଚ ଓ ସେବା ସମବାୟ ସମିତିର ସମ୍ପାଦକଙ୍କ ଘରେ ଶୁକ୍ରବାର ସକାଳୁ ବାଲେଶ୍ୱର ଭିଜିଲାନ୍ସର ଏକ...

ପ୍ରସ୍ତାବରେ ସୀମିତ ସୋଲାର ପିଡବ୍ଲ୍ୟୁଏସ୍‌

ଯାଜପୁର ଅଫିସ,୧୯ା୫: ରାଜ୍ୟର ବନ୍ୟା ଓ ବାତ୍ୟା ପ୍ରପୀଡ଼ିତ ଉପକୂଳବର୍ତ୍ତୀ ୯ ଜିଲାର ପାଇପ୍‌ ଜଳଯୋଗାଣ ପ୍ରକଳ୍ପ (ପିଡବ୍ଲୁଏସ୍‌)ରେ ବିଦ୍ୟୁତ୍‌ ସହ ସୋଲାର ପମ୍ପ୍‌ ସ୍ଥାପନ...

Advertisement
Archives

Model This Week