ଖରାରେ ସର୍ବତ ବାଣ୍ଟିଲେ ସ୍ବେଚ୍ଛାସେବୀ

କେନ୍ଦୁଝର, ୨୦।୪(ସ୍ବ.ପ୍ର.)-କେନ୍ଦୁଝରରେ କୋରନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏହାସହିତ ପ୍ରବଳ ଖରା ଯୋଗୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ତାପମାତ୍ରା ପାଖାପାଖି ୩୯ ଡିଗ୍ରୀ ରହୁଥିବାରୁ ବହୁତ ଗରମ ଅନୁଭୂତ ହେଉଛି। ଏଥିପାଇଁ ଅନେକ ସ୍ବେଚ୍ଛାକୃତ ଭାବେ ସାମାଜିକ ଦୂରତ୍ୱ ବଜାୟ ରଖି ଲୋକଙ୍କୁ ପାଣି, ସର୍ବତ ଆଦି ବାଣ୍ଟୁଛନ୍ତି। କେନ୍ଦୁଝର ସହର ଗାନ୍ଧୀ ଛକ ନିକଟରେ ସ୍ଥାନୀୟ କେତେକ ସ୍ବେଚ୍ଛାସେବୀ ଯାତାୟାତ କରୁଥିବା ଲୋକଙ୍କୁ ନିୟମିତ ଭାବେ ସର୍ବତ ବାଣ୍ଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଯାଇଥିଲେ, ପଙ୍ଗୁ ହୋଇ ଫେରିଲେ

ବାଲିଗୁଡ଼ା,୨ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଯାଇ କିଛି ଦିନ ପରେ ପଙ୍ଗୁ ହୋଇ ଘରକୁ ଫେରିଛନ୍ତି ଯୁବକ। ଏଭଳି ଏକ ଅଭାବନୀୟ...

୫୬ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାରରେ

ଯୋଡ଼ା,୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଓ ପୌରପାଳିକା ଅଧୀନରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକରେ ନବମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ୫୬ ଛାତ୍ରୀଛାତ୍ର ନାମ...

କ୍ବାରାଣ୍ଟାଇନ୍‌ ପୂର୍ବରୁ ଯୋଗଦେବାକୁ ନିର୍ଦ୍ଦେଶନାମାକୁ ଆୟୁଷ ଡାକ୍ତରଙ୍କ ବିରୋଧ

ବ୍ରହ୍ମପୁର ଅଫିସ, ୩୧ା୫- କୋଭଡ୍‌ ଡ୍ୟୁଟି ସାରି ଫେରିଥିବା ଆୟୁଷ ଡାକ୍ତରଙ୍କୁ କରାଣ୍ଟାଇନ୍‌ ସମୟ ଅବଧି ସରିବା ପୂର୍ବରୁ ପୁନଃ କୋଭିଡ୍‌ ଡ୍ୟୁଟିରେ ଯୋଗଦେବା ନେଇ...

ମୁଖ୍ୟ ବଜାରରେ ବଢୁଛି ଟ୍ରାଫିକ୍‌ ସମସ୍ୟା

ବାରିପଦା ଅଫିସ,୧ା୧୦: ବାରିପଦା ସହର ମୁଖ୍ୟ ମାର୍କେଟ ବାଣ୍ଠିଆ ଜଗନ୍ନାଥ ମନ୍ଦିରଠାରୁ ବସ୍‌ଷ୍ଟାଣ୍ଡ ରାସ୍ତାରେ ବେଆଇନ ପାର୍କିଂ ଯୋଗୁ ଟ୍ରାଫିକ୍‌ ସମସ୍ୟା ବଢୁଛି। ବାଜରରେ କିଛି...

୮ ମାସର ଗର୍ଭବତୀ ବୋହୂଙ୍କୁ ବଞ୍ଚାଇବାକୁ ଯାଇ ଶ୍ୱଶୁରଙ୍କ ଜୀବନ ଗଲା

ରାୟଗଡା ଅଫିସ,୧୦।୧୦: ରାୟଗଡ଼ା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡଙ୍ଗପଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି...

ଜିଲା ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଜରୁରୀ ବୈଠକ : ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୨୨।୯(ଡି.ଏନ.ଏ.) ଭବାନୀପାଟଣାସ୍ଥିତ କର୍ମଚାରୀ ଭବନଠାରେ ଶନିବାର ସନ୍ଧ୍ୟାରେ ଭାବଗ୍ରାହୀ ନାୟକଙ୍କ ସଭାପତିତ୍ୱରେ ଜିଲା ୪ର୍ଥ କର୍ମଚାରୀ ସଂଘ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପଦେଷ୍ଟା...

ଏନ୍‌ଏସି ସହରର ମୁଖ୍ୟ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ

ଗଞ୍ଜାମ,୨୪।୮(ଡି.ଏନ୍‌.ଏ.): ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଗଞ୍ଜାମ ଏନ୍‌ଏସିରେ ପରିମଳ ବ୍ୟବସ୍ଥାରେ ସୁଧାର ଆସିପାରିନାହିଁ। ସହରର ମୁଖ୍ୟ ରାସ୍ତା ଏବେ ଡମ୍ପିଂୟାର୍ଡ...

ଖୋଲିଲା କପିଳାସ ପ୍ରାଣୀ ଉଦ୍ୟାନ

ଢେଙ୍କାନାଳ ଅଫିସ, ୫।୧୦: ଦୀର୍ଘ ୭ମାସ ପରେ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କପିଳାସ ପ୍ରାଣୀ ଉଦ୍ୟାନ। ବର୍ଷାପାଗ ସତ୍ତ୍ୱେ ରବିବାର ପ୍ରଥମ ଦିନରେ ୫୪...

Advertisement
Archives

Model This Week