କ୍ୟାପ୍‌ ପିନ୍ଧିବା ଅନ୍ତରାଳେ..

ଅର୍ଜୁନ କପୁର ଗତ କିଛିମାସ ହେବ ଏକ କ୍ୟାପ୍‌ ପିନ୍ଧୁଥିଲେ। କେହି ଯଦି କେବେ ସେହି କ୍ୟାପ୍‌କୁ କାଢ଼ିବାକୁ କହୁଥିଲେ ସେ ଆଦୌ କାଢ଼ୁ ନ ଥିଲେ। ହେଲେ ନିକଟରେ ଏହି କ୍ୟାପ୍‌ ପିନ୍ଧିବା ରହସ୍ୟ ଉପରୁ ନିଜେ ପରଦା ହଟାଇଛନ୍ତି। କ୍ୟାପ୍‌ ହଟାଇବା ପରେ ସେ କହିଛନ୍ତି, ‘ଏହା ପଛରେ ସେପରି କିଛି ରହସ୍ୟ ନ ଥିଲା। ବର୍ତ୍ତମାନ ମୁଁ ଅଭିନୟ କରୁଥିବା ‘ପାନିପଥ’ ଚଳଚ୍ଚିତ୍ରରେ ମୋ ହେୟାର ଷ୍ଟାଇଲକୁ କେହି ଯେପରି ଭାଇରାଲ ନ କରୁ ସେଥିପାଇଁ ମୁଁ କ୍ୟାପ୍‌ ପିନ୍ଧୁଥିଲି।’ ଆଶୁତୋଷ ଗୋଓ୍ବାରିକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଅର୍ଜୁନଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି କ୍ରିତି ସାନନ ଏବଂ ଫିଲ୍ମଟି ଚଳିତବର୍ଷ ଡିସେମ୍ବର ୬ରେ ପରଦା ଉପରକୁ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ: ପୁଣି ଏକାଠି ହେଲେ ସୁସ୍ମିତା ସେନ୍‌ଙ୍କ ଭାଇଭାଉଜ

ବମ୍ବେ: ପ୍ରଥମେ ବିବାହ ପରେ ଅଲଗା ରହିବାକୁ ନେଇ ଚର୍ଚ୍ଚାରେ ରହିଆସୁଥିଲେ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇଭାଉଜ। ଉଭୟେ ଛାଡ଼ପତ୍ର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।...

ଅଙ୍ଗ ପ୍ରଦର୍ଶନ କରି ଟ୍ରୋଲ୍‌ ହେଲେ ମଲାଇକା, ସନ୍ନି ଲିଓନିଙ୍କ ସହ ତୁଳନା କଲେ ୟୁଜର୍ସ

ବଲିଉଡ୍‌ ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏ ନେଇ ଗୁରୁବାର ରାତିରେ ଫିଲ୍ମ ନିର୍ମାତା ରିତେଶ...

ଭାଉଜଙ୍କୁ ସମର୍ଥନ, ଭାଇଙ୍କୁ ଅନ୍‌ଫଲୋ

ବମ୍ବେ: ଅଲଗା ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ଭାଉଜ। ମାତ୍ର ତିନି ବର୍ଷର ବୈବାହିକ ସମ୍ପର୍କ ପରେ ସେମାନେ ଛାଡ଼ପତ୍ର ନେବେ।...

ମାମୁଙ୍କର ଅତି ନିକଟତର ଥିଲେ ଏହି ସଙ୍ଗୀତକାର: ମୃତ୍ୟୁ ପରେ ତାଙ୍କ କଙ୍କାଳରେ ତିଆରିକଲେ ଗୀଟାର

ଆମେରିକାର ସଙ୍ଗୀତକାର ପ୍ରିନ୍ସ ମିଡନାଇଟ୍‌ଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ତାଙ୍କୁ ଏବଂ ତାଙ୍କ ଗୀଟାରକୁ ଦେଖି ଆଶ୍ଚର୍ଯ୍ୟ...

ସଲମାନଙ୍କ ଫିଲ୍ମରେ ସାଉଥ୍‌ର ଏହି ବଡ଼ ଷ୍ଟାରଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ୍‌ ସୁଲତାନ ସଲମାନ ଖାନ୍‌ଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ବାଲି’ର ଷ୍ଟାର କାଷ୍ଟ ବିଷୟରେ ଅନେକ ଚର୍ଚ୍ଚା ଚାଲିଛି। ପ୍ରତିଦିନ ଫିଲ୍ମ ବିଷୟରେ...

ରାଣୀଙ୍କୁ ଟମାଟୋ ଦାମ୍‌ ପଚାରିବାରୁ ମିଳିଲା ଏଭଳି ଉତ୍ତର

ବଲିଉଡର ଭେଟେରାନ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ବଣ୍ଟି ଅର ବବ୍‌ଲି ୨’ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ରାଣୀ ଜଣେ ଗୃହିଣୀ ଭୂମିକାରେ...

ଲୁଚାଛପାରେ ସରିଲାଣି ନିର୍ବନ୍ଧ

ବମ୍ବେ: ଖୁବ୍‌ଶୀଘ୍ର ଖୁସିଖବର ଦେଇପାରନ୍ତି ଟେଲି ଅଭିନେତ୍ରୀ କରିସ୍ମା ତନ୍ନା। କିଛିଦିନ ଧରି ସେ ଛୋଟ ପରଦାରୁ ଦୂରେଇ ଯାଇ ନିଜର ବ୍ରେକ୍‌କୁ ଉପଭୋଗ କରୁଛନ୍ତି।...

ଏହି ପ୍ରସିଦ୍ଧ ଅଭିନେତା ଗିରଫ

ଲୁଧିୟାନା,୨୮।୪: କରୋନା ଗାଇଡଲାଇନର ଉଲ୍ଲଂଘନ ଅଭିଯୋଗରେ ଅଭିନେତା ଜିମି ଶେରଗିଲଙ୍କୁ ବୁଧବାର ପଞ୍ଜାବର ଲୁଧିଆନାରେ ଗିରଫ କରାଯାଇଛି। ଏହାପୂର୍ବରୁ ମଙ୍ଗଳବାର ସେ ଫିଲ୍ମର ଶୁଟିଂ କରିବା...

Advertisement
Archives

Model This Week