Posted inଜାତୀୟ

କୋଭିଡ-୧୯: ମହାକାଳେଶ୍ୱର ମନ୍ଦିରରେ ହେଲା ଭଷ୍ମ ଆଳତି

ଉଜ୍ଜୟିନୀ,୧୭।୩: ମହାମାରୀ କରୋନା ଭୟରେ ଏବେ ଦେଶର ଅଧିକାଂଶ ଜନଗହଳି ପୂର୍ଣ୍ଣ ସ୍ଥାନକୁ ବନ୍ଦ କରି ଦିଆଯାଇଛି। ମଲ୍‌, ସିନେମା ହଲ୍‌ଠାରୁ ଆରମ୍ଭ କରି ବଡ ବଡ ମନ୍ଦିର ସବୁକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ମଧ୍ୟପ୍ରଦେଶ ଉଜ୍ଜୟିନୀରେ ଥିବା ମହାକାଳେଶ୍ୱର ମନ୍ଦିର ସୋମବାରଠାରୁ ଭକ୍ତଙ୍କ ପାଇଁ ବନ୍ଦ କରି ଦିଆଯାଇଥିବା ବେଳେ ଏଠାରେ କିନ୍ତୁ ପୂଜକମାନେ ମନ୍ଦିର ଭିତରେ ଭଷ୍ମ ଆଳତି କରିଥିବା ଜଣାପଡିଛି। ମନ୍ଦିରର ରୀତିନୀତି ଅନୁଯାୟୀ ପୂଜା କରାଯାଉଥିବା ବେଳେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମନ୍ଦିରକୁ ବନ୍ଦ ରଖାଯାଇଛି। ସୂଚନାଯୋଗ୍ୟ, ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଏହା ୧୧୭ରେ ପହଞ୍ଚିଥିବା ଦୃଷ୍ଟିରୁ ଏହାକୁ ଦେଖି ବିଶେଷ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଖଟ୍ଟର, ଦୁଷ୍ୟନ୍ତ ଉପ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୬।୧୦: ହରିୟାଣା ରାଜନୀତିର ଅଙ୍କକଷା ଭିତରେ ରବିବାର ଭାଜପା ନେତା ମନୋହର ଲାଲ ଖଟ୍ଟର ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରବିବାର ଅପରାହ୍ନ...

ମଣିପୁର, ତ୍ରିପୁରା ଗସ୍ତ କରିପାରନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୮: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଖୁବ୍‌ଶୀଘ୍ର ମଣିପୁର ଏବଂ ତ୍ରିପୁରା ଗସ୍ତ କରିପାରନ୍ତି। ତ୍ରିପୁରାର ବରିଷ୍ଠ କଂଗ୍ରେସ ବିଧାୟକ ସୁଦୀପ ରୟ ବର୍ମନ...

ପୁଣି ଗୋଆରେ ମୁଖ୍ୟମନ୍ତ୍ରୀ ହେବେ ପ୍ରମୋଦ

ପାଣାଜୀ,୧୨।୩: ୨୦୨୨ରେ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାଜପା ୪୦ଟି ସିଟ୍‌ ମଧ୍ୟରୁ ୨୦ଟି ହାସଲ କରିଛି। କିନ୍ତୁ ସଂଖ୍ୟାଗରିଷ୍ଠତା ହାସଲ କରି ନଥିବା ବେଳେ...

ମୁଣ୍ଡ ଟେକିଲା ମହାମାରୀ

ନୂଆଦିଲ୍ଲୀ,୮ା୪: ଉତ୍ତର ପ୍ରଦେଶର ଗଙ୍ଗାନଦୀ ବାଲିରେ କୁଢ଼ କୁଢ଼ ମୃତଦେହ, ଦିଲ୍ଲୀ ଶ୍ମଶାନରେ ଲିଭୁ ନ ଥିବା ଚିତା, ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସମେତ ଡାକ୍ତରୀ ଉପକରଣର...

୪୧ ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟରେ ଗଠିତ ହୋଇଛି ୪୦ ମେଣ୍ଟ ସରକାର: ହାରାହାରି କାର୍ଯ୍ୟକାଳ ୨୬ ମାସ

ନୂଆଦିଲ୍ଲୀ,୩।୧୧: ଦେଶର ବିଭିନ୍ନ ରାଜ୍ୟରେ ଗତ ୪୧ ବର୍ଷ ମଧ୍ୟରେ ୧୯୭୭ଠାରୁ ୪୦ ମେଣ୍ଟ ସରକାର ଗଠନ ହୋଇଛି। ତେବେ ଏସବୁ ସରକାରଙ୍କ ହାରାହାରି କାର୍ଯ୍ୟକାଳ...

ଉତ୍ତରପୂର୍ବରେ ନିଆଁ

ଅଗରତାଲା/ଗୁଆହାଟୀ/ନୂଆଦିଲ୍ଲୀ, ୧୨ା୧୨(ପି.ଟି./ଆଇଏଏନ୍‌ଏସ୍‌): ନାଗରିକତ୍ୱ ସଂଶୋଧନ ବିଲ୍‌ ଲୋକ ସଭାରେ ପାସ୍‌ ହୋଇ ବୁଧବାର ରାତିରେ ରାଜ୍ୟ ସଭାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା...

ଗ୍ରେନେଡ୍‌ ମାଡ଼ରେ ୧୧ ଆହତ

ଶ୍ରୀନଗର, ୧୩ା୧୦: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଶନିବାର ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିବାରୁ ୧୧ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ...

କୁସ୍ତି ଯୋଦ୍ଧା ଯୌନଶୋଷଣ ମାମଲାରେ ନୂଆ ମୋଡ଼

ନୂଆଦିଲ୍ଳୀ, ୯ା୬: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଆସିଛି ନୂଆ ମୋଡ। ନାବାଳିକା ଅଭିଯୋଗ...

Advertisement
Archives

Model This Week