Posted inଜାତୀୟ

କେରଳ ବିଧାନସଭାରେ ରାଜ୍ୟପାଳ ହଟହଟା

ଥିରୁଭାନନ୍ଥପୁରମ୍‌,୩୦ା୧(ପି.ଟି.): କେରଳ ବିଧାନସଭାରେ ବୁଧବାର ଅଭୂତପୂର୍ବ ଘଟଣା ଦେଖିବାକୁ ମିଳିଥିଲା। ବିରୋଧୀ ଦଳ କଂଗ୍ରେସ ନେତୃତ୍ୱରେ ୟୁଡିଏଫ୍‌ ବିଧାୟକମାନେ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନଙ୍କୁ ବିଧାନସଭା ଭିତରେ ଅଟକାଇଥିଲେ। ସେମାନେ ‘ରାଜ୍ୟପାଳ ଫେରିଯାଅ’ ସ୍ଲୋଗାନ ଦେବା ସହ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ଏବଂ ବାଚସ୍ପତି ପି. ଶ୍ରୀରାମକ୍ରିଷ୍ଣନ୍‌ ରାଜ୍ୟପାଳଙ୍କୁ ଅଭିଭାଷଣ ଦେବା ଲାଗି ପାଛୋଟି ନେବାବେଳେ ଏଭଳି ଅପ୍ରୀତିକର ଘଟଣା ଘଟିଥିଲା। ମାର୍ଶାଲମାନେ ବିରୋଧୀ ସଦସ୍ୟଙ୍କୁ ହଟାଇଥିଲେ। ରାଜ୍ୟପାଳ ଅଭିଭାଷଣ ଆରମ୍ଭ କରିବା ମାତ୍ରେ ସେମାନେ କକ୍ଷତ୍ୟାଗ କରି ବିଧାନସଭା ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଆଇଏ ରାଡାରରେ ୨୫ ଭାରତୀୟ, ଆଇଏସ୍‌ ସହ ସମ୍ପର୍କ ସନ୍ଦେହ…

ନୂଆଦିଲ୍ଲୀ,୧।୯: ଆଫଗାନିସ୍ତାନରେ ରହୁଥିବା ୨୫ ଜଣ ଭାରତୀୟ ନାଗରିକ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ରାଡାରରେ ଅଛନ୍ତି। ଏଜେନ୍ସି ସନ୍ଦେହ କରୁଛି ଯେ ସମସ୍ତେ ଆଇଏସ...

ମଦ ପିଇବା ପାଇଁ ଟ୍ରେନ୍‌କୁ ଘଣ୍ଟାଏ ଅଟକାଇ ରଖିଲେ ଚାଳକ

ପାଟନା,୪।୫: ବିହାରର ହସନପୁରରେ ଜଣେ ଆସିଷ୍ଟାଣ୍ଟ ଲୋକୋପାଇଲଟ (ଏଏଲ୍‌ପି) ମଦ ପିିଇବା ପାଇଁ ପାସେଞ୍ଜର ଟ୍ରେନ୍‌କୁ ଘଣ୍ଟାଏ ଅଟକାଇ ରଖିଥିବା ସାମ୍ନାକୁ ଆସିଛି। ସମସ୍ତିପୁରରୁ ସହର୍ଷ...

୨୯ରେ ହରିୟାଣା ଯିବେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସର୍ବେକ୍ଷଣ ଯୋଜନାର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ,୨୫।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୯ ତାରିଖରେ ହରିୟାଣା ଗସ୍ତରେ ଯିବେ। କୁରୁକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସର୍ବେକ୍ଷଣ ଯୋଜନାର ଶୁଭାରମ୍ଭ କରିବେ। ଯେଉଁଥିରେ ରାଜ୍ୟର ୧.୬୦କୋଟିରୁ...

କେଇ ଘଣ୍ଟା ବର୍ଷାରେ ମେଟ୍ରୋ ଅବସ୍ଥା ବେହାଲ…

ବେଙ୍ଗାଲୁରୁ, ୧୮।୫ : ଉତ୍ତର ଭାରତରେ, ପ୍ରବଳ ତାତି ଯୋଗୁ ଅବସ୍ଥା ଖରାପ ହୋଇଥିବାବେଳେ ଆସାମରେ ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏଭଳି...

ମେ ୩୦, ସନ୍ଧ୍ୟା ୭ଟାରେ ଶପଥ ନେବେ ମୋଦି

ନୂଆଦିଲ୍ଲୀ, ୨୬।୫: ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩୦ରେ ଶପଥ ନେବେ। ଏନେଇ...

ଅପମିଶ୍ରିତ ଔଷଧ ଊତ୍ପାଦନ ନେଇ ସନ୍‌ ଫାର୍ମାକୁ ଆମେରିକାର ତାଗିଦ…

ଅହମଦାବାଦ,୧୪।୧ : ଆମେରିକାର ସ୍ବାସ୍ଥ୍ୟ ନିୟାମକ ଗୁଜରାଟ ଭିତ୍ତିକ କାରଖାନାରେ ଔଷଧ ଦ୍ରବ୍ୟର ମାଇକ୍ରୋବାୟୋଲୋଜିକାଲ ପ୍ରଦୂଷଣକୁ ରୋକିବା ପାଇଁ ପରିକଳ୍ପିତ ଉପଯୁକ୍ତ ଲିଖିତ ପ୍ରଣାଳୀ ପାଳନ...

ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷା ଗିରଫ

ହାଇଦ୍ରାବାଦ,୨୫ା୪: ପୋଲିସ ଅଫିସରଙ୍କ ସହ ବଚସା ପରେ ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷା ଓ୍ବାଇ.ଏସ୍‌. ଶର୍ମିଲାଙ୍କୁ ସୋମବାର ଗିରଫ କରାଯାଇଛି। ଶର୍ମିଲା କାର୍‌ ଯୋଗେ ତାଙ୍କ...

୫୮ ପୁରୁଣା ଆଇନ ରଦ୍ଦ ହେବ

ନୂଆଦିଲ୍ଲୀ,୩୦ା୭(ପି.ଟି.)-ଦେଶରେ ପ୍ରଚଳିତ ୫୮ଟି ପୁରୁଣା ଆଇନକୁ ରଦ୍ଦ କରିବା ଲାଗି ସୋମବାର ଲୋକ ସଭାରେ ବିଲ୍‌ ଗୃହୀତ ହୋଇଛି। ଏହି ଆଇନ ଜନସାଧାରଣଙ୍କ ପାଇଁ ସୁବିଧାଜନକ...

Advertisement
Archives

Model This Week