କେନ୍ଦୁଝରରେ ଅଟକିଛନ୍ତି ବାହାର ରାଜ୍ୟର ଶ୍ରମିକ

କେନ୍ଦୁଝର,୨୬ା୩(ସ୍ବ.ପ୍ର)- ପେଟପାଟଣା ପାଇଁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାରୁ ଆସିଥିବା ଶ୍ରମିକମାନେ କେନ୍ଦୁଝରରେ ଅଟକି ରହିଛନ୍ତି। କରୋନା ପାଇଁ ଦେଶ ବ୍ୟାପି ଲକ୍‌ଡାଉନ ହୋଇ ଥିବାରୁ ସେମାନେ ଘରକୁ ଫେରି ପାରୁ ନାହାନ୍ତି। ଅନ୍ୟପକ୍ଷେ କାମଧନ୍ଧା ବନ୍ଦ ରହିଥିତ୍ବାରୁ ସେମାନେ ମଜୁରୀ ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। କେନ୍ଦୁଝର ଜିଲା ପ୍ରଶାସନ ସେମାନଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରିବାକୁ ସେମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ନିୟମକୁ ଠିକାଦାରଙ୍କ ବିରୋଧ: ୨୦ରୁ ସରକାରୀ କାର୍ଯ୍ୟ ବନ୍ଦ ଚେତାବନୀ

ଢେଙ୍କାନାଳ ଅଫିସ, ୧୬।୧୧ – ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଲଘୁ ଖଣିଜ ପଦାର୍ଥ ପାଇଁ ଲାଗୁ ହୋଇଥିବା ନିୟମକୁ ଠିକାଦାରମାନେ ବିରୋଧ...

ବିସ୍ଥାପିତଙ୍କୁ ଥଇଥାନ ନାହିଁ

ହାଟଡିହି, ୩।୧୦(ଡି.ଏନ.ଏ.)- କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକରେ ବଣପାହାଡ ଘେରାରେ ଆଦିବାସୀ ଅଧ୍ୟୁଷିତ କେ.ବାଲିପାଳ(କଅଁଳେଇବାଲିପାଳ) ପଞ୍ଚାୟତ ଅବସ୍ଥିତ। ସୂଚନା ମୁତାବକ ମୟୂରନଚା ଗ୍ରାମର...

ଖଣି ବନ୍ଦ ଆନ୍ଦୋଳନରୁ ଓହରିଲା ଭାଜପା

ତାଳଚେର,୧ା୮(ନି.ପ୍ର.) – ପ୍ରଶାସନ ଓ ଏମ୍‌ସିଏଲ୍‌ର ଅନୁରୋଧ କ୍ରମେ ଭାଜପା ପକ୍ଷରୁ ୫ ଦଫା ଦାବି ନେଇ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି...

କରୋନା ସହ ଲଢ଼ିଲଢ଼ି ଶେଷରେ ଆଖିବୁଜିଲେ ଯୋଦ୍ଧା

ବୁଗୁଡ଼ା,୨୯।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଜଣେ କରୋନା ଯୋଦ୍ଧାଙ୍କ ବୁଧବାର ମୃତ୍ୟୁ ଘଟିଛି। ସେ ହେଲେ ବୁଗୁଡ଼ା ବ୍ଲ୍ଳକ ଅନ୍ତର୍ଗତ...

ଗଣମାଧ୍ୟମ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ

କେନ୍ଦ୍ରାପଡା ଅଫିସ, ୩।୩: ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ଗ୍ରାମାଞ୍ଚଳରେ କାର୍ଯ୍ୟରତ ଖବରଦାତାମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ପ୍ରଚାର ପ୍ରସାର କରି ଲୋକଙ୍କ...

ଫସଲକ୍ଷତି ସହାୟତା ଦାବି କଲେ ଚାଷୀ

ବରଗଡ଼ ଅଫିସ୍‌,୨୭।୫-ବରଗଡ଼ ଜିଲା ଭେଡ଼େନ ବ୍ଲକ ରୁଷୁଡ଼ା ପଞ୍ଚାୟତ ଅଧିନ ଧାତୁକପାଲି, ଘିଚାପାଲି, ହାଟଗାଁ, ରୁଷୁଡ଼ା, ଭୁତାପାଲି ଆଦି ଅଞ୍ଚଳରେ ଗତ କିଛିଦିନ ତଳେ ହୋଇଥିବା...

ଶିକ୍ଷକଙ୍କ ନିଆରା ପ୍ରୟାସ: ଚିତ୍ରକଳାରେ ଦେଲେ କରୋନା ସଚେତନତା ବାର୍ତ୍ତା

ବରଗଡ଼ ଅଫିସ୍‌,୧୧।୪: କରୋନା(କୋଭିଡ୍‌-୧୯) ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି । ଏହାକୁ ଦମନ କରିବା ପାଇଁ ଠୋସ୍‌ ଔଷଧ ଏପର୍ଯ୍ୟନ୍ତ ବାହାରି...

ନୌବାଣିଜ୍ୟ ସ୍ମୃତିରେ ବିଭୋର ଚାନ୍ଦବାଲିି, ଧାମରା

ଚାନ୍ଦବାଲି/ଆରଡିି,୧୩ା୧୧(ଡି.ଏନ.ଏ.)-ସୁଦୂର ଅତୀତର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ମଙ୍ଗଳବାର ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେବା ଯୋଗୁ ପରିବେଶ ଉତ୍ସବମୁଖର...


Coronavirus Update

Archives

Model This Week

Why Dharitri