କାଲିଫର୍ନିଆ ଫୁଡ୍‌ ଫେଷ୍ଟିଭାଲରେ ଗୁଳିକାଣ୍ଡ: ୪ ମୃତ, ୧୧ ଆହତ

କାଲିଫର୍ନିଆ,୨୯।୭: ଆମେରିକାର କାଲିଫର୍ନିଆରେ ଆୟୋଜିତ ହୋଇଥିବା ଫୁଡ୍‌ ଫେଷ୍ଟିଭାଲରେ ରବିବାର କେତେଜଣ ଅଜ୍ଞାତ ବ୍ୟକ୍ତି ଆଖିବୁଜା ଗୁଳି ଚାଳନା କରିଥିଲେ। ଏଥିରେ ଏବେ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଆହତ ହୋଇଛନ୍ତି। ତେବେ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ୩ ଦିନ ଧରି ଚାଲିଥିବା ଏହି ଗାର୍ଲିକ ଫେଷ୍ଟିଭାଲ ରବିବାର ଶେଷ ହୋଇଛି। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିନଲାଣ୍ଡ୍‌ ତୃତୀୟ ଥର ପାଇଁ ସୁଖୀଦେଶ ତାଲିକାରେ ପ୍ରଥମ : ଭାରତରେ କମୁଛି ସୁଖୀଙ୍କ ସଂଖ୍ୟା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଦୁନିଆର ସୁଖୀ ଦେଶ ତାଲିକା ପ୍ରକାଶ ପାଇଛି। ଏଥିରେ ୧୫୬ ଦେଶ ମଧ୍ୟରେ ଫିନ୍‌ଲାଣ୍ଡ୍‌ ଲଗାତାର ତୃତୀୟଥର ପାଇଁ ପ୍ରଥମ ସ୍ଥାନ ହାସଲ କରିଛି।...

ଏଲନ ମସ୍କଙ୍କ ଆଉ ଏକ ତମାସା

ୱାଶିଂଟନ,୧୦ ।୧୧: ଟୁଇଟରର ନୂଆ ମାଲିକ ଏଲନ ମସ୍କ ଏହି ପ୍ଲାଟଫର୍ମକୁ ନେଇ ଅନେକ ପରୀକ୍ଷଣ କରିବାରେ ଲାଗି ପଡିଛନ୍ତି । ସେଥିପାଇଁ ଟୁଇଟର ଓ...

ଚାଇନାର ନିରାପତ୍ତା ଆଇନକୁ ବିରୋଧ

ହଂକଂ,୨୫।୫: ହଂକଂରେ ଚାଇନାର ଜାତୀୟ ନିରାପତ୍ତା ଆଇନକୁ ବିରୋଧ କରି ରବିବାର ବହୁସଂଖ୍ୟକ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ପ୍ରସ୍ତାବିତ ଆଇନ ସହରର ସ୍ବାଧୀନତା ପ୍ରତି...

ଭାରତ-ଚାଇନା ସୀମା ବିବାଦ: ଟ୍ରମ୍ପ୍‌ ସାଜିବେ କି ମଧ୍ୟସ୍ଥି !

ଓ୍ବାଶିଂଟନ, ୨୧।୬: ଭାରତ ଚାଇନା ମଧ୍ୟରେ ସୀମା ବିବାଦ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥି ସାଜିବା...

ଇମ୍ରାନ ସରକାରଙ୍କ କାଉଣ୍ଟଡାଉନ୍‌ ଆରମ୍ଭ: ଏପ୍ରିଲ ୩ରେ ହେବ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ

ଇସ୍‌ଲାମାବାଦ୍‌,୨୯।୩: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଏପ୍ରିଲ ୩ରେ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ କରାଯିବ। ମଙ୍ଗଳବାର ଏନେଇ ପାକିସ୍ତାନର ଗୃହମନ୍ତ୍ରୀ ଶେଖ୍‌...

ଅଷ୍ଟ୍ରେଲିଆରେ ପ୍ରବଳ ବନ୍ୟା: ହାଇଆଲର୍ଟ ଜାରି

କାନବେରା,୨୩ା୧୦: ଆମେରିକାର ଫ୍ଲୋରିଡା ପରେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଗତ ସପ୍ତାହରୁ ଏଠାରେ ପ୍ରବଳ ବର୍ଷା ହେଉଛି। ରବିବାର ଦେଶର ବନ୍ୟା...

କରୋନା କାରଣରୁ ବନ୍ଦ ହେବାକୁ ଯାଉଥିଲା ରେଷ୍ଟାରାଣ୍ଟ: ଶେଷ ବ୍ୟକ୍ତି ଦେଇଥିଲେ ୨ ଲକ୍ଷ ଟିପ୍ସ

ଆମେରିକା ସମେତ ସମଗ୍ର ବିଶ୍ୱରେ ପୁଣିଥରେ କରୋନା ଭାଇରସ ବ୍ୟାକ୍‌ କରିଛି। ଯେଉଥିପାଇଁ ସରକାରଙ୍କୁ ପୁଣିଥରେ ଲକ୍‌ଡାଉନ୍‌ ଭଳି କଠୋର ନିଷ୍ପତ୍ତି ନେବାକୁ ପଡୁଛି। ଆମେରିକାରେ...

ଇ-ମେଲ୍‌ରେ ତୁଟିଗଲା ବିବାହ

ଓ୍ବାଶିଂଟନ୍‌: ଆମେରିକୀୟ ବ୍ୟବସାୟୀ ରୁପର୍ଟ ମୁର୍ଡୋଚ୍‌ ସ୍ତ୍ରୀ ଜେରୀ ହାଲଙ୍କ ସହ ବିବାହ ସମ୍ପର୍କ ଚ୍ଛିନ୍ନ କରିଛନ୍ତି। ରୁପର୍ଟ ଜେରୀଙ୍କୁ ୧୧ଟି ଶବ୍ଦରେ ଏକ ଇ-ମେଲ୍‌...

Advertisement
Archives

Model This Week