କଳା କେଶ ଚାହୁଁଥିଲେ ଆପଣାନ୍ତୁ ଏହି ସାମାନ୍ୟ ଉପାୟ

ବର୍ତ୍ତମାନ ସମୟରେ କେଶ ପାଚିବା ଅଥବା ଧଳା ହେବା ଏକ ସାଧାରଣ କଥାରେ ପରିଗଣିତ ହେଲାଣି। ଏଥିରେ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ସମସ୍ୟା ଦେଖାଯାଉଛି। ଅନେକେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ମେହେନ୍ଦୀର ବ୍ୟବହାର କରିଥାନ୍ତି। ମାତ୍ର ଏପରି କରିବା ଦ୍ୱାରା ମେହେନ୍ଦୀରେ ଥିବା ରସାୟନିକ ପଦାର୍ଥ ଯୋଗୁ କେଶ ଝଡିବା ଆରମ୍ଭ କରିଥାଏ। ଏହା ସହ ରଙ୍ଗ ଅଧିକ ସମୟ ରହି ନ ଥାଏ। ତେବେ ଏପରି କିଛି ଜିନିଷ ରହିଛି ଯାହାକୁ ମେହେନ୍ଦୀ ସହ ଲଗାଇଲେ କେଶ ଧଳା ହୋଇ ନ ଥାଏ, ଜାଣନ୍ତୁ ସେ ସମ୍ପର୍କରେ…..

ବାଦାମ ତେଲ:
ଏଥିରେ ପୋଷକତତ୍ୱ ସହ ଭିଟାମିନ ଇ ରହିଥାଏ। ଫଳରେ ଏହି ତେଲକୁ ମେହେନ୍ଦୀରେ ମିଶାଇ ଲଗାଇବା ଦ୍ୱାରା କେଶ ଧଳା ହୋଇ ନ ଥାଏ।

କିପରି କରିବେ ପ୍ରସ୍ତୁତି:
ମେହେନ୍ଦୀରେ ବାଦାମ ତେଲ ପାଣି ମିଶାଇ କମ୍‌ ଆଞ୍ଚରେ ବସାନ୍ତୁ। ଏହା ମିଶିଯିବା ପରେ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ।

ବ୍ୟବହାର:
ଉକ୍ତ ପେଷ୍ଟକୁ କେଶରେ ଭଲ ଭାବେ ଲଗାଇ ୩୦/୪୦ ମିନିଟ୍‌ ରଖନ୍ତୁ। ପରେ ଏହା ଶୁଖିଗଲାପରେ ଧୋଇଦିଅନ୍ତୁ। ଏପରି ୨ ସପ୍ତାହ କରିବା ଫଳରେ କେଶ କଳା ହେବା ସହ ମୋଟା ଓ ଘନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସର ଚିହ୍ନଟ କରିବ ସ୍ମାର୍ଟଫୋନ୍‌

ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ପ୍ରମୁଖ ରୋଗଗୁଡିକ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। କେତେକ କ୍ଷେତ୍ରରେ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହେବା ଦ୍ୱାରା କେତେକ କ୍ୟାନ୍‌ସରରୁ ଆରୋଗ୍ୟ ମିଳିପାରୁଛି।...

ଆମ୍ବ ଦେବ ସୁନ୍ଦର ତ୍ୱଚା: ଏଥିରେପ୍ରସ୍ତୁତ ଫେସ୍‌ପ୍ୟାକ୍‌ ଆପଣଙ୍କୁ ସୁନ୍ଦର, ସଫା ଦେଖାଯିବାରେ କରିବ ସାହାଯ୍ୟ

ଖରାଦିନ ଆରମ୍ଭ ହେଉ ହେଉ ଫଳ ରାଜା ଆମ୍ବ ଆସିଯାଏ। ଆମ୍ବରେ ପ୍ରସ୍ତୁତ ଫେସ୍‌ପ୍ୟାକ୍‌ ଆପଣଙ୍କୁ ସୁନ୍ଦର ଏବଂ ସଫା ଦେଖାଯିବାରେ ସାହାଯ୍ୟକରେ। ତେବେ ଆସନ୍ତୁ,...

ପୁରୁଣା ଶାଢ଼ିରେ ନୂଆ ଲୁକ୍‌

ଆପଣଙ୍କ ପାଖରେ ସିଫନ୍‌ର ଶାଢ଼ି ଅଛି ଏବଂ ଆପଣ ତାହା ବ୍ୟବହାର କରୁ ନାହାନ୍ତି ତେବେ ତାକୁ ଅନାରକଲୀ ଷ୍ଟାଇଲ୍‌ କିମ୍ବା ଅନ୍ୟ ଡିଜାଇନ୍‌ କୁର୍ତ୍ତା...

ଶିକ୍ଷା ହାସଲ କରି ପାରନ୍ତି ନାହିଁ ଏମାନେ …..

ଜୀବନ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଚାଣକ୍ୟ ଅନେକ ନୀତି ବର୍ଣ୍ଣନା କରିଛନ୍ତି। ଏଥିରେ ଏକ ଶ୍ଳୋକ ମାଧ୍ୟମରେ ସେ କହିଛନ୍ତି, କେଉଁ ପ୍ରକାରର...

ଏହି ଦିଗରେ କରନ୍ତୁ ପିଲାଙ୍କ ରୁମ: ପଢ଼ା ଟେବୁଲରେ ଏସବୁ ରଖିବା ଲାଭଦାୟକ

ଆଜିର ପିଢ଼ି ଆମ ଦେଶର ଭବିଷ୍ୟତ। ଯଦି ଆପଣଙ୍କ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ ଦେଖିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ସେମାନଙ୍କ କୋଠରୀକୁ ମଧ୍ୟ ସଠିକ୍‌...

ସନ୍ତୁଳିତ ରହିବ କ୍ୟାଲୋରି

ଆମ ଶରୀରରେ କ୍ୟାଲୋରି ସନ୍ତୁଳିତ ରହିବା ନିହାତି ଜରୁରୀ। ଏଥିରେ ଅସନ୍ତୁଳିତ ପରିଲକ୍ଷିତ ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି ଆଣିଥାଏ। ତେବେ କ୍ୟାଲୋରି...

ଘରେ ସୁଖ-ସମୃଦ୍ଧି ଆଣିଦିଏ ଚିମୁଟାଏ ଲୁଣ; ଏପରି କରନ୍ତୁ ବ୍ୟବହାର

ଖାଦ୍ୟ ପ୍ରସ୍ତୁତ ବେଳେ ଯେତେ ମସଲା ପକାଇଲେ ବି ଲୁଣ ପକାଇବା ପରେ ତାର ସ୍ବାଦ ଆସିଥାଏ। ଯଦିଓ ଲୁଣକୁ ଖାଦ୍ୟପେୟର ଅଭିନ୍ନ ଅଙ୍ଗ କୁହାଯାଏ,...

ନର୍ମାଲ ଡେଲିଭରି ଚାହୁଁଥିଲେ ଗର୍ଭାବସ୍ଥାରେ କରନ୍ତୁ ଏହି ଯୋଗ

ଆଜିକାଲି ନର୍ମାଲ ଡେଲିଭରି ସମ୍ପର୍କରେ ଖୁବ୍‌ କମ୍‌ ଶୁଣିବାକୁ ମିଳେ। ଏହାର କାରଣ ହେଲା ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଇତ୍ୟାଦି। ଅଧିକାଂଶ ଅପରେଶନ...

Advertisement


Archives

Model This Week