କଳାହାଣ୍ଡି ୱେବ୍‌ ମିଡିଆ ସଂଘର ଜିଲାସ୍ତରୀୟ ବୈଠକ: ବିଭିନ୍ନ ସମସ୍ୟା ଠିକ୍‌ ଭାବେ ଉପସ୍ଥାପନା ନେଇ ଗୁରୁତ୍ୱ

ଭବାନୀପାଟଣା,୧୭।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ଏକ ହୋଟେଲରେ କଳାହାଣ୍ଡି ୱେବ୍‌ ମିଡିଆ ସଂଘର ଏକ ସାଧାରଣ ସଭା ଆଦିତ୍ୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ୱେବ୍‌ ମିଡିଆମାନଙ୍କ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା, ସୁରକ୍ଷା ଓ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଠିକ୍‌ ଭାବେ ଉପସ୍ଥାପନା କରି ସରକାର ଓ ପ୍ରଶାସନର ଦୃଷ୍ଟିଆକର୍ଷଣ କରିବା ଉପରେ ଆଲୋଚନା କରାଯାଇଥିଲ। ପରେ ଏକ ୱେବ୍‌ ମିଡିଆର ଜିଲାସ୍ତରୀୟ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଆଦିତ୍ୟ ମହାନ୍ତି, କାର୍ଯ୍ୟକାରୀ ସଭାପତି ତୁଳମଣି ନାଗ, ଉପସଭାପତି ତୁଳସୀରା ଛତ୍ରିଆ, ସାଧାରଣ ସଂପାଦକ ସଂଗ୍ରାମ କେଶରୀ ପାତ୍ର, ସହ ସମ୍ପାଦକ ବିକାଶ ନାଏକ ଓ ସୋଭିତ ଗାନ୍ଧୀପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନାସିକରେ ଫଶିିଛନ୍ତି ୨୮ ଓଡ଼ିଆ ତୀର୍ଥଯାତ୍ରୀ

ଜଳେଶ୍ୱର,୨୬।୩(ସ୍ବ.ପ୍ର)- ତୀର୍ଥଯାତ୍ରା କରିବାକୁ ଯାଇଥିବା ବାଲେଶ୍ୱର ଜିଲାର ୨୮ଜଣ ଯାତ୍ରୀ ୪ ଦିନ ଧରି ମହାରାଷ୍ଟ୍ରର ନାସିକ ସହରରେ ଫଶି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାପାଇଁ...

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଧାମନଗର,୧।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ଦାସଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁବେଳକୁ...

ଚେକିଂରୁ ବଞ୍ଚିବା ପାଇଁ ଗାଡ଼ିରେ ଲଗାଇଥିଲେ କୋଭିଡ୍‌-୧୯ ଷ୍ଟିକର

ପାରଳାଖେମୁଣ୍ଡି,୩୦ା୫: କରୋନା ମହାମାରୀ ଏବଂ ଲକ୍‌ଡାଉନ ସମୟରେ ପ୍ରତିବନ୍ଧକ ମୁକ୍ତ ଯାତାୟତ ପାଇଁ ମେଡିକାଲ ଅଫିସର ଏବଂ ଉଚ୍ଚପଦସ୍ତ ସରକାରୀ କର୍ମଚାରୀଙ୍କୁ ଗାଡିରେ କୋଭିଡ୍‌-୧୯ ଷ୍ଟିକର...

ହଜାରେ ବଦଳରେ ରାଶନକାର୍ଡ ହିତାଧିକାରୀଙ୍କୁ ୯ଶହ ଟଙ୍କା

ପାତ୍ରପୁର,୧୭ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ କେନ୍ଦ୍ର ଓ ରାଜ୍ୟ ସରକାର ରାଶନ କାର୍ଡ଼ ହିତାଧିକାରୀଙ୍କୁ ଆଗୁଆ ୩ମାସର ରାଶନ ସହ ହଜାରେ ଟଙ୍କା ଦେବାକୁ ଘୋଷଣା କରିଥିଲେ।...

ଆବାସ ମିଳିଲାନି, ଭଙ୍ଗା କାନ୍ଥ ନେଲା ଜୀବନ

ଅନୁଗୋଳ, ୧ା୭ (ଅମିତ କୁମାର ସାମଲ): ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନ ଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରଟିଏ ଯୋଗାଇ ଦେବାକୁ...

ଚଳିତ ବର୍ଷ ୩୮ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ ଆଉ ୬୦ଟି ସ୍ଥାନରେ କୋର୍ଟ ଖୋଲିବ। ତେବେ ଚଳିତବର୍ଷ ୩୮ଟି ସ୍ଥାନରେ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ପ୍ରଶ୍ନୋତ୍ତର...

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଡିଜିପି ଅଭୟ

ପୁରୀ ଅଫିସ,୧୩।୧୨: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ସିଂ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଫେରିଛନ୍ତି। ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା...

ପରଲୋକରେ ଗୀତିକାର କୁଳମଣି ଦାସ

କଟକ ଅଫିସ, ୩୧ା୧୨- ଗୀତିକବି, ନୃତ୍ୟ ବିଷାରଦ, ଶିଶୁ ସାହିତି୍ୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ଆକାଶବାଣୀ ଓ ଦୂରଦର୍ଶନର ସ୍ବୀକୃତିପ୍ରାପ୍ତ ଗୀତିକାର ଏବଂ ମର୍ଦ୍ଦଳ ବାଦକ କୁଳମଣି...

Advertisement
Archives

Model This Week