କଳାହାଣ୍ଡି ପୋଲିସ ବିଭାଗରେ ଅଦଳବଦଳ

ଭବାନୀପାଟଣା, ୩୦।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ପୋଲିସ ବିଭାଗରେ ବଡ଼ଧରଣର ଅଦଳବଦଳ କରାଯାଇଛି। ଗୋଲାମୁଣ୍ଡା ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କୁ ଜୟପାଟଣା ଥାନାକୁ ବଦଳି କରାଯାଇଥିବା ବେଳେ ଭବାନୀପାଟଣା ଟାଉନ ଥାନା ଆଇଆଇସି ବାସୁଦେବ ଛତ୍ରିଆଙ୍କୁ କୋକସରା ଆଇଆଇସି ଭାବେ ନିଯୁକ୍ତି ମିଳିଛି।
ସେହିଭଳି କୋକସରା ଆଇଆଇସି ଏସ୍‌.ଏନ୍‌. ପାତ୍ରଙ୍କୁ ଲାଞ୍ଜିଗଡ଼ ଥାନା, ମଦନପୁର ରାମପୁର ଥାନା ଓଆଇସି ଉତ୍ତମ ସାହୁଙ୍କୁ ଜୁନାଗଡ଼ ଥାନା, ଜୁନାଗଡ଼ ଆଇଆଇସି ପ୍ରଭାତ ସେଠୀଙ୍କୁ ପୋଲିସ ମୁଖ୍ୟାଳୟ, ପୋଲିସ ମୁଖ୍ୟାଳୟରେ ଥିବା ଚତୁର୍ଭୁଜ ନାଏକଙ୍କୁ ଗୋଲାମୁଣ୍ଡା ଥାନା, ଲାଞ୍ଜିଗଡ଼ ଆଇଆଇସି ସତ୍ୟ ନନ୍ଦଙ୍କୁ ଭବାନୀପାଟଣା ଟାଉନ ଥାନା ଓ ଗୋବିନ୍ଦ ମାଝିଙ୍କୁ ମଦନପୁର ରାମପୁର ଥାନାକୁ ବଦଳି କରାଯାଇଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ-ପ୍ରତାରଣା… ଅଫିସ ଭିତରେ ପଶି ପୂର୍ବତନ ପ୍ରେମିକାଙ୍କୁ ଛୁରାମାଡ଼, ତାଜୁବ ହୋଇ ରହିଗଲେ କର୍ମଚାରୀ

ନୂଆଦିଲ୍ଲୀ,୫।୬: ଚଣ୍ଡିଗଡ଼ ସ୍ଥିତ ମୋହାଲି ସେକ୍ଟର ୬୬, ଫେଜ୍ ୧୧ରେ ଏକ କମ୍ପାନୀରେ କାମ କରୁଥିବା ଜଣେ ଯୁବତୀଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ଅଫିସରେ ପ୍ରବେଶ କରି ହତ୍ୟା…

ମମତା ବାନାର୍ଜୀଙ୍କ ପାଇଁ Shocking News! ‘ଟିଏମସିର ୧୯+୯ ଏମ୍‌ପି…’

କୋଲକାତା, ୫।୬: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଗୋଟିଏ ପଟେ ନିଜର ୫୮ ଜଣ ବିଦ୍ରୋହୀ ବିଧାୟକଙ୍କୁ ପୁଣି ଏକାଠି କରିବା ପାଇଁ ପ୍ରୟାସ କରୁଛନ୍ତି,…

ଭାରତର ଏହି ପଡୋଶୀ ଶତ୍ରୁର ବଡ଼ ପ୍ଲାନ, ସମୁଦ୍ରରେ ଭାସିବ ପରମାଣୁ ଦ୍ୱୀପ; ଘନେଇଲା ବିପଦ

ନୂଆଦିଲ୍ଲୀ,୫।୬: ସମୁଦ୍ର ମଧ୍ୟରେ ଏକ ବିଶାଳ ଦ୍ୱୀପର କଳ୍ପନା କରନ୍ତୁ, ଯେଉଁଠାରେ ଅନେକ ଚାର୍ଜିଂ ଷ୍ଟେସନ ନିର୍ମାଣ କରାଯାଇଥିବ। ଯେଉଁଠାକୁ ସମୁଦ୍ର ଜାହାଜଗୁଡ଼ିକ ଆସିବେ ଏବଂ ନିଜର…

ବାଣ ଭିଡୁଥିବାବେଳେ ବିସ୍ଫୋରଣ: ପ୍ରଚଣ୍ଡ ଶଦ୍ଦରେ ଥରି ଉଠିଲା ଅଞ୍ଚଳ, ବୃଦ୍ଧା…

ମହାକାଳପଡ଼ା/ମାର୍ଶାଘାଇ,୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ମାର୍ଶାଘାଇ ଥାନା ତେରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓସ୍ତର ଗ୍ରାମରେ ଥିବା ଏକ…

ସୂର୍ଯ୍ୟକୁମାର ଯାଦବଙ୍କ ହାତରୁ ଟି-୨୦ ଅଧିନାୟକତ୍ୱ ଯିବା ପଛରେ ଷଡ଼ଯନ୍ତ୍ର! ପଦ ଯିବା ପଛର ୩ ଅସଲ କାରଣ, ଜାଣନ୍ତୁ …

ନୂଆଦିଲ୍ଲୀ,୫।୬: ତିନି ମାସ ପୂର୍ବେ ଟି-୨୦ ବିଶ୍ୱକପରେ ଭାରତକୁ ବିଜୟୀ କରାଇଥିବା ଅଧିନାୟକଙ୍କ ଅଧିନାୟକତ୍ୱ କାଢ଼ି ନିଆଯାଇଛି। ସୂର୍ଯ୍ୟକୁମାର ଯାଦବ ଆଉ ଭାରତୀୟ ଟି-୨୦ ଦଳର ଅଧିନାୟକ…

ଓଡ଼ିଶାରେ କଙ୍ଗନା: ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ…

ଭୁବନେଶ୍ବର,୫।୬: ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଭୁବନେଶ୍ବରରେ ପହଞ୍ଚିଛି। ନିଜ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିୟର ପାଇଁ ସେ ଓଡ଼ିଶା ଆସିଥିବା ଜଣାପଡ଼ିଛି।…

ବିରାଟ କୋହଲିଙ୍କୁ ନେଇ ଏମିତି କହିଲା ପାକିସ୍ତାନ, ହେଉଛି ଖୁବ ଚର୍ଚ୍ଚା

ଇସଲାମାବାଦ,୫।୬: ପାକିସ୍ତାନ ପ୍ରାୟତଃ ବାବର ଆଜମଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରେ, କିନ୍ତୁ ସାରା ବିଶ୍ୱରେ କିମ୍ବଦନ୍ତୀ କ୍ରିକେଟରମାନେ ବିରାଟଙ୍କୁ ବହୁତ ଶ୍ରେଷ୍ଠ ବୋଲି ଦର୍ଶାଇ…

ନଦୀକୁ ଗାଧୋଇ ଯାଇଥିଲେ କ୍ଷମାନିଧି, ବିରାଟକାୟ କୁମ୍ଭୀର ଟାଣିନେବା ପରେ ଘଟିଲା…

ରାଜନଗର,୫ା୬(ଭାସ୍କର ରାଉତରାୟ): ରାଜଗନର ବ୍ଲକ ବ୍ରାହ୍ମଣୀ ବାଥିଙ୍ଗ ଘାଟରେ ଗାଧୋଉଥିବା ବେଳେ ଜଣେ ଶ୍ରମିକ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। ସେ ହେଲେ ରାଜନଗର ବ୍ଲକ ବାଲିଚନ୍ଦ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri