କର୍ଲାମୁଣ୍ଡା ବ୍ଲକ: ୧୪ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫୪୩ ପ୍ରବାସୀ ଓଡିଆ

କର୍ଲାମୁଣ୍ଡା,୨୧ା୫,(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କରୋନା ମୁକାବିଲା ପାଇଁ ୧୪ଟି (ଟିଏମସି) ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା ୫୪୩ ଜଣ ପ୍ରବାସୀ ଓଡିଆଙ୍କୁ ରଖାଯାଇଛି। ବ୍ଲକର ମୋଟ୍‌ ୧୨ଟି ପଞ୍ଚାୟତରେ ୧୪ଟି କେନ୍ଦ୍ର ତଥା ରିଞ୍ଜା ପଞ୍ଚାୟତ ୨ଟି କେନ୍ଦ୍ରରେ ୪୭, ସ.ମାଲପଡା ୧ଟି କେନ୍ଦ୍ରରେ ୮, କର୍ଲାମୁଣ୍ଡା ପଞ୍ଚାୟତ ୧ଟି କେନ୍ଦ୍ରରେ ୪୫, ବୋରପଦର ପଞ୍ଚାୟତର ୩ଟି କେନ୍ଦ୍ରରେ ୫୮, ରେଗଡା ପଞ୍ଚାୟତ ୧ଟି କେନ୍ଦ୍ରରେ ୯୯, ସାପଲହରା ପଞ୍ଚାୟତରେ ୧ ଟି କେନ୍ଦ୍ରରେ ୨୭, ଯୋରାଡବ୍ରା ୧ଟି କେନ୍ଦ୍ରରେ ୬୧, ରିଷିଡା ୧ଟି କେନ୍ଦ୍ରରେ ୪୦, ତେରେସିଂହା ପଞ୍ଚାୟତ ଥିବା କେନ୍ଦ୍ରରେ ୪୪, ଗଜବାହାଲ ପଞ୍ଚାୟତରେ ଗୋଟିଏ କେନ୍ଦ୍ରରେ ୭୮ ଓ ପୌରକେଲା ପଞ୍ଚାୟତ ୧ଟି କେନ୍ଦ୍ରରେ ୩୬ ଜଣ ପ୍ରବାସୀ ଓଡିଆଙ୍କୁ ଥଇଥାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଗଡ଼ରୁ ବାହାରିଲେ ନି କେହି: ଜଣେ କରୁଛନ୍ତି ବିକ୍ଷୋଭ

ଜୁନାଗଡ଼,୧୫।୨: କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ବିରୋଧରେ ସୋମବାର କଂଗ୍ରେସ ପକ୍ଷରୁ ରାଜ୍ୟରେ ୬ ଘଣ୍ଟିଆ ବନ୍ଦ ଡାକରା...

ଭବାନୀପାଟଣା ଟାଉନ୍‌ ଥାନା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଲେ ବାସୁଦେବ ଛତ୍ରିଆ

ଭବାନୀପାଟଣା,୩୧।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ୍‌ ଥାନା ଅଧିକାରୀ ଭାବେ ବାସୁଦେବ ଛତ୍ରିଆ ଗତ ଶୁକ୍ରବାର ଦିନ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ଥିବା ଆଇଆଇସି...

ରକ୍ତଦାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,୨୯।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଲାଞ୍ଜିଗଡଠାରେ ବୁଧବାର ସାମାଜିକ ସଙ୍ଗଠନ ସୋସିଆଲ ଏକ୍ଟିଭିଷ୍ଟ କଳାହାଣ୍ଡି ପକ୍ଷରୁ ରକ୍ତଦାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି...

ବିଦ୍ୟୁତ୍‌ ବିଲ୍‌ କମାଇବା ପାଇଁ ଲାଞ୍ଚ: କନିଷ୍ଠ କିରାଣି ଗିରଫ, ୫ ହଜାର ଟଙ୍କା ଜବତ

ଭବାନୀପାଟଣା,୪।୧୦(ଡି.ଏନ.ଏ.)-କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ଥିବା ୧-ନମ୍ବର ବିଦ୍ୟୁତ୍‌ ସବ୍‌ଡିଭିଜନ୍‌ କନିଷ୍ଠ କିରାଣି ଅଜିତ୍‌ ମିଶ୍ର ବିଦ୍ୟୁତ୍‌ ବିଲ କମାଇ ଦେବା ପାଇଁ ଜଣେ ଉପଭୋକ୍ତାଙ୍କଠାରୁ ୫...

ଟ୍ରାକ୍ଟର ଧକ୍କାରେ ସ୍କୁଟି ଚାଳକଙ୍କ ଜୀବନ ଗଲା, ଉତ୍ତେଜନା

ଧର୍ମଗଡ଼,୧୫।୧: କଳାହାଣ୍ଡି ଜିଲା ଧର୍ମଗଡ ସହର ମେରଘରା ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ସେ...

ବେଦାନ୍ତ ହସ୍ପିଟାଲକୁ ଇଏସ୍‌ଆଇ ହସ୍ପିଟାଲ ମାନ୍ୟତା

ଲାଞ୍ଜିଗଡ,୧୪।୧୦(ଡି.ଏନ.ଏ.):କଳାହାଣ୍ଡି ଓ ରାୟଗଡା ଜିଲାର ଦୁର୍ଗମରୁ ଅତିଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଲାଞ୍ଜିଗଡସ୍ଥିତ ବେଦାନ୍ତ ହସ୍ପିଟାଲକୁ ଇଏସଆଇ ହସ୍ପିଟାଲର...

ବଜ୍ରପାତରେ ଚାଲିଗଲା ନାବାଳିକାଙ୍କ ଜୀବନ

କୋକସରା,୯।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡ଼ା ଗ୍ରାମରେ ବଜ୍ରପାତ ଘଟି ତରୁଣ ବାଗଙ୍କ ନାବାଳିକା ଝିଅ ମଧୁସ୍ମିତା(୧୩)ଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ,...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଦ୍ୱାଦଶତମ ଦିବସ: ଗୋଲଡେନ୍‌ ଏଫ୍‌ସି ୬-୦ ଗୋଲରେ ବିଜୟୀ

ଭବାନୀପାଟଣା,୨୭।୯(ଡି.ଏନ.ଏ.)-ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଗୁରୁବାର ଦ୍ୱାଦଶତମ ମ୍ୟାଚ୍‌ ଇଣ୍ଡିଆନ୍‌ କ୍ଲବ ବନାମ...

Advertisement
Archives

Model This Week