କରୋନା ଯୋଗୁ ରୋଜଗାର ହରାଇବେ ୧୬୦ କୋଟି: ଆଇଏଲ୍‌ଓ

ଜେନେଭା,୩୦।୪: କରୋନା ସଂକ୍ରମଣର ପ୍ରଭାବ ଯୋଗୁ ପୃଥିବୀର ଅର୍ଥ ବ୍ୟବସ୍ଥା ସଙ୍କଟରେ ପଡ଼ିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାଦ୍ୱାରା ଆଗାମୀ ଦିନରେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁ ଥିବା ୨୦୦ କୋଟି ଲୋକଙ୍କ ମଧ୍ୟରୁ ୧୬୦ କୋଟି ରୋଜଗାର ହରାଇବାର ଆଶଙ୍କା ଥିବା ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ସାରା ପୃଥିବୀରେ କାମ କରୁଥିବା ଲୋକଙ୍କ ସଂଖ୍ୟା ୩୩୦ କୋଟି ଥିବାବେଳେ ଏହାର ଅଧାରୁ ଅଧିକ କରୋନା ଯୋଗୁ ବେକାର ହେବ ବୋଲି ଆଇଏଲ୍‌ଓ କହିଛି। ସେହିପରି ୪୩ କୋଟି ୬୦ ଲକ୍ଷରୁ ଅଧିକ ଛୋଟ ଛୋଟ ଉଦ୍ୟୋଗର କାରବାର ଉପରେ ସଙ୍କଟ ଦେଖାଯିବାର ଆଶଙ୍କା ରହିଛି। କରୋନା ସଂକ୍ରମଣର ଏକମାସ ମଧ୍ୟରେ ଅଣସଂଗଠିତ କ୍ଷେତ୍ରରେ ୬୦ ପ୍ରତିଶତ ଲୋକ ଜୀବିକା ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୬୫ ଦିନରେ ଯୁଦ୍ଧ

ୟୁକ୍ରେନ୍‌ ବିରୋଧୀ ଯୁଦ୍ଧରେ ମସ୍କୋ ବିପୁଳ ଅର୍ଥ ଖର୍ଚ୍ଚ କରୁଛି। ସୀମାକୁ ପର୍ଯ୍ୟାପ୍ତ ସୈନ୍ୟ ଓ ସାମରିକ ଉପକରଣ ପଠାଉଛି। ଅନ୍ତର୍ଜାତୀୟ ସମୁଦାୟର କଟକଣା ଯୋଗୁ...

ନ୍ୟୁଜିଲାଣ୍ଡ ମହିଳାଙ୍କୁ ଅନୁପଯୁକ୍ତ ଭାବେ ସ୍ପର୍ଶ ଅଭିଯୋଗ

ଓ୍ବେଲିଂଟନ୍‌, ୨୪।୪: ନିକଟରେ ନ୍ୟୁଜିଲାଣ୍ଡର କାଣ୍ଟବରିରେ ଅନୁଷ୍ଠିତ ବ୍ୟବସାୟ ସମ୍ମିଳନୀରେ ଯୋଗ ଦେଇଥିବା ୨ ଭାରତୀୟ ଜଣେ ମହିଳାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଅଭିଯୋଗ...

ଗଣେଶ ପୂଜା ପରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା, ସ୍ବାସ୍ଥ୍ୟ ଅଧିକାରୀଙ୍କ ସତର୍କ ସୂଚନା…

ମୁମ୍ବାଇ,୧୨।୯: ଗଣେଶ ପୂଜା ପରେ ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏନେଇ ରାଜ୍ୟ ସର୍ଭେଲାନ୍ସ୍‌ ଅଧିକାରୀ ଡ.ପରାଦୀପ୍‌ ଆଓ୍ବଟେ ଚେତାବନୀ...

କୋର ସେକ୍ଟର ଉତ୍ପାଦନ କମିଲା

ନୂଆଦିଲ୍ଲୀ,୧-୧୦: ଦେଶର ୮ କୋର୍‌ ସେକ୍ଟର ଶିଳ୍ପଗୁଡିକର ଉତ୍ପାଦନ ଅଗଷ୍ଟ ମାସରେ ୦.୫%କୁ ହ୍ରାସ ଘଟିଛି। ଏହି ସମୟରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ,...

‘ଭୁଲ ରାସ୍ତାରେ ଯାଅ ନାହିଁ ନଚେତ…’, କାନାଡାକୁ ଚେତାବନୀ ଦେଲା ଚାଇନା

ଓଟଓ୍ବୋ/ବେଜିଂ,୯।୫: କାନାଡ ଓ ଚାଇନା ମଧ୍ୟରେ ସୋମବାର ଉତ୍ତେଜନା ଦେଖାଦେଇଛି। ବେଜିଂକୁ ସମାଲୋଚନା କରୁଥିବା କାନାଡାର ଜଣେ ଆଇନଜୀବୀଙ୍କୁ ଧମକ ଦେଇଥିବା ଚୀନ କୂଟନୀତିଜ୍ଞଙ୍କୁ ବହିଷ୍କାର...

ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜେଲ

ବ୍ୟାଙ୍କକ୍‌,୭ା୬(ଆଇଏଏନ୍‌ଏସ୍‌) :ବେଆଇନ ଲଟେରି ଲଞ୍ଚ କରିବା ମାମଲାରେ ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥକ୍‌ସିନ୍‌ ଶିନାଓ୍ବାତ୍ରାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ସୁପ୍ରିମକୋର୍ଟ ଶିନାଓ୍ବାତ୍ରାଙ୍କୁ ଦୋଷୀସାବ୍ୟସ୍ତ...

ପ୍ରଧାନମନ୍ତ୍ରୀଙ୍କ ଘରେ ନିଆଁ: ୩ ଗିରଫ

କଲମ୍ବୋ,୧୨।୭: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେଙ୍କ ବାସଭବନରେ ନିଆଁ ଲଗାଇବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ଅଭିଯୁକ୍ତମାନଙ୍କୁ ୧୦ ଦିନିଆ କଷ୍ଟଡିକୁ...

ଏଫ୍‌ଏଟିଏଫ୍‌ ବୈଠକ ପରେ ମୁକୁଳି ପାରନ୍ତି ହାଫିଜ

ଇସ୍‌ଲାମାବାଦ,୧୫।୨: ଫାଇନାନସିୟାଲ ଆକ୍ସନ ଟାକ୍ସ ଫୋର୍ସ(ଏଫ୍‌ଏଟିଏଫ୍‌)ର ବୈଠକ ପରେ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦ ମୁକୁଳି ପାରନ୍ତି ବୋଲି ସୂଚନା ମିଳିଛି। ବିଶେଷ ସୂତ୍ରରୁ...

Advertisement
Archives

Model This Week