କରୋନା କଟକଣା ଉଲ୍ଲଙ୍ଘନ: ସାପ୍ତାହିକ ହାଟରେ ପ୍ରବଳ ଭିଡ଼

ଆରଡ଼ି,୨୭।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକର ବେତାଳିଗାଁଠାରେ ଶୁକ୍ରବାର ସକାଳେ ସାପ୍ତାହିକ ହାଟ ବସିଥିଲା। ଏହି ହାଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲ। ଲୋକେ ସାମାଜିକ ଦୂରତା ବାବଦରେ ଜାଣି ନ ଥିବା କହିଥିବା ବେଳେ କେବଳ କିଛି ବ୍ୟକ୍ତି ମୁହଁରେ ମାସ୍କ ବାନ୍ଧିଥିଲେ ମଧ୍ୟ ଦୂରତ୍ୱ ରକ୍ଷା କରି ନ ଥିଲେ । ସତେ ଯେମିତି ଏଠାରେ କରୋନା କଟକଣା ନ ଥିଲା। ହାଟରେ ଭିଡ଼କୁ ଦେଖି ସ୍ଥାନୀୟ ବଣିକ ସଂଘର କର୍ମକର୍ତ୍ତା ଚିନ୍ତା ପ୍ରକଟ କରିବା ସହ ଏ ବିଷୟରେ ପ୍ରଶାସନ ହସ୍ତକ୍ଷେପ ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି। ଏତଦ୍‌ବ୍ୟତୀତ ଶନିବାରଠାରୁ ବାସନ୍ତୀ ପଡ଼ିଆରେ ଦୈନିକ ପରିବା, ମାଛ ଓ ମାଂସ କିପରି ମିଳି ପାରିବ ସେ ସମ୍ପର୍କରେ ସନ୍ଧ୍ୟାରେ ଧୂଷୁରୀ ଥାନା ପୋଲିସ ସହ ଆଲୋଚନା କରାଯିବ ବୋଲି ସଂଘ ସଂପାଦକ ପ୍ରତାପ ବାରିକ ଓ କୋଷାଧ୍ୟକ୍ଷ କାଶୀନାଥ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାବକ ମୃତ୍ୟୁର ପ୍ରତିଶୋଧ ନେଲା ମା’ ଭାଲୁ

  ରେଢାଖୋଲ,୧୬।୬(ଡି.ଏନ୍‌.ଏ.)-ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ବଡ଼ବାହାଳ ରେଞ୍ଜ ଅନ୍ତର୍ଗତ ବଣିଆବନ୍ଧ ଗାଁରେ ୨ଦିନରେ ଭାଲୁ ଆକ୍ରମଣରେ ୩ ଜଣଙ୍କ ଜୀବନ ଗଲାଣି। ଅନ୍ୟ ଜଣେ...

ପୋଲିସ-ଗ୍ରାମବାସୀ ଗଣ୍ଡଗୋଳ: ଫାଙ୍କା ଗୁଳିଚାଳନା

କାଲିମେଳା,୧୩ା୧(ଡି.ଏନ.ଏ.): ଜୁଆ ଆଡ୍ଡା ଓ କୁକୁଡ଼ାଗାଲି ଉପରେ ଚଢ଼ାଉ କରିବାରୁ ପୋଲିସକୁ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେବାକୁ ପଡିଛି। ଦୀର୍ଘ ସମୟ ଧରି ପୋଲିସ- ଗ୍ରାମବାସୀ...

ମେଡିକାଲ ପରୀକ୍ଷା: ଇ-ଟେକ୍‌ର ୧୯ ଛାତ୍ରୀଛାତ୍ର ସଫଳ

ଢେଙ୍କାନାଳ ଅଫିସ, ୭।୬- ଢେଙ୍କାନାଳ ଇ-ଟେକ୍‌ ଆବାସିକ ମହାବିଦ୍ୟାଳୟର ୧୯ଜଣ ଛାତ୍ରୀଛାତ୍ର ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ସଫଳତା ହାସଲ କରିଛନ୍ତି ା ଶିବନନ୍ଦନ...

ରବିବାରଠାରୁ ଖୁଦୁରୁକୁଣୀ ଓଷା: ଭାଇର ଶୁଭ ମନାସି ମା’ ମଙ୍ଗଳାଙ୍କୁ ପୂଜା କରିବେ ଭଉଣୀ

କେନ୍ଦୁଝର.୧୭।୮(ସ୍ବ.ପ୍ର.): ରବିବାରଠାରୁ ଆରମ୍ଭ ହେଉଛି ମା’ ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା। ଭାଇର ଶୁଭ ମନାସି ଭଉଣୀମାନେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରି ବ୍ରତ ରଖିଥାନ୍ତି। ଏ...

ପ୍ରମାଣ ଅଭାବରୁ ୪ ଅଭିଯୁକ୍ତ ହେଲେ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩।୬: ଅତିରିକ୍ତ ଜିଲା ଜଜ୍‌(ଏଡିଜେ)-୧ ସଂଘମିତ୍ରା ଶର୍ମା ସୋମବାର ଏକ ଡକାୟତି ଉଦ୍ୟମ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ...

ଗ୍ଲୁକୋମା ରୋଗ୍‌ରେ ପୀଡ଼ିତ ସଞ୍ଜୟ: ଟଁକା ପଏସା ଅଭାବୁ ଅଟ୍‌କିଛେ ଚିକିଛା

ଲୋଇସିଂହା,୧୯।୨ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଦୁମଦୁମି ଗଁାର ସଞ୍ଜୟ ବାଗ(୩୩)। ସେ ଅନେକ୍‌ ଦିନ ହେଲା ଗ୍ଲୁକୋମା ରୋଗ୍‌ରେ ପୀଡ଼ିତ ଅଛନ୍‌। ରୋଗ୍‌...

ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା: ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ

ପୁରୀ, ୨୦।୬(ଅଜିତ୍‌ ମହାନ୍ତି): ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ନବଦିନାତ୍ମକ ଯାତ୍ରାରେ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରକୁ ବାହାରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ନିର୍ଦ୍ଧାରିତ ସମୟରେ...

ପଶୁପକ୍ଷୀଙ୍କୁ ବଣ୍ଟାହେଲା ଜବତ ଜଳଖିଆ, ମିଠା

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ଦର୍ପଣୀଗଡ଼ ବଜାରରେ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଚଢାଉ କରି ୩ଟି ଦୋକାନକୁ ସିଲ କରାଯାଇଛି।...

Advertisement
Archives

Model This Week