Posted inଖେଳ

କରୋନା ଆକ୍ରାନ୍ତ ୪ ବ୍ରୁକ୍‌ଲିନ ନେଟ୍ସ ଖେଳାଳିଙ୍କ ମଧ୍ୟରେ କେଭିନ ଡୁରାଣ୍ଟ

ଲସ୍‌ ଏଞ୍ଜେଲ୍ସ,୧୮।୩- କେଭିନ ଡୁରାଣ୍ଟଙ୍କ ସମେତ ବ୍ରୁକ୍‌ଲିନ ନେଟ୍ସ ଦଳର ୪ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ କରୋନାରେ ପୀଡ଼ିତ ଏନ୍‌ବିଏ (ବାସ୍କେଟବଲ) ଖେଳାଳିଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ନେଟ୍ସ କ୍ଲବ ପକ୍ଷରୁ ଖେଳାଳିଙ୍କ ନାମ ପ୍ରକାଶ କରାଯାଇନାହିଁ। ମାତ୍ର ଡୁରାଣ୍ଟ ସେମାନଙ୍କ ମଧ୍ୟରୁ ଜଣେ ଥିବା ସ୍ପଷ୍ଟ କରିଛନ୍ତି। ସମସ୍ତଙ୍କୁ ଆଇସୋଲେଟ୍‌ କରାଯାଇଛି। ଜଣଙ୍କ ନିକଟରେ ଲକ୍ଷଣ ଦେଖାଯାଉଥିବାବେଳେ ତାଙ୍କଠାରୁ ଅନ୍ୟ ୩ ଜଣଙ୍କୁ ବ୍ୟାପିଛି। ଏକ ଡାକ୍ତରୀ ଦଳ ସେମାନଙ୍କ ପର୍ଯ୍ୟବେକ୍ଷଣ କରୁଛନ୍ତି। ଖେଳାଳି ଓ ଷ୍ଟାଫ୍‌ଙ୍କ ସ୍ବାସ୍ଥ୍ୟ ଆମ ପାଇଁ ସର୍ବଉପରେ। ପୀଡ଼ିତଙ୍କ ଅଧିକ ଯତ୍ନ ନିଆଯାଉଛି ବୋଲି ନେଟ୍ସ ପକ୍ଷରୁ କୁହାଯାଇଛି। ନେଟ୍ସ ଦଳ ଗତ ୧୦ ତାରିଖରେ ଲସ୍‌ ଏଞ୍ଜେଲ୍ସଠାରେ ଲେକର୍ସ ବିପକ୍ଷରେ ଶେଷ ମ୍ୟାଚ୍‌ ଖେଳିଥିଲା। ନେଟ୍ସ କ୍ଲବ ଖେଳାଳିଙ୍କ ସ୍ବାବ ରିପୋର୍ଟ ପ୍ରକାଶ କରିବା ପରେ ଏନବିଏ ସିଜନର ଦ୍ୱିତୀୟ ସର୍ବାଧିକ ରେକର୍ଡ ଅଧିକାରୀ ଲେକର୍ସ ଦଳୀୟ ଖେଳାଳିଙ୍କ ପରୀକ୍ଷା କରାଯିବ ବୋଲି ଘୋଷଣା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ’ଣ ଖାଇ ନିଜକୁ ଫିଟ୍‌ ରଖିଛନ୍ତି ବିରାଟ କୋହଲି: ଜାଣନ୍ତୁ

ଭାରତୀୟ ଅଧିନାୟକ ବିରାଟ କୋହଲି ଫିଟନେସକୁ ନେଇ ବହୁତ ଗମ୍ଭୀର। ସେ ଫିଟ ରହିବାକୁ ସାଥୀ ଖେଳାଳିଙ୍କୁ ମଧ୍ୟ କୁହନ୍ତି। ଭାରତୀୟ ଦଳ ଆଗାମୀ ଇଂଲଣ୍ଡ...

ପ୍ରାକ୍ତନ ଖେଳାଳିଙ୍କ ଭବିଷ୍ୟବାଣୀ : ଏହି ଦଳ ପୁଣି ଥରେ ଚାମ୍ପିୟନ ହେବ

ଚେନ୍ନାଇ, ୭ା୪ : ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍‌ ଆଇପିଏଲର ୧୪ତମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏଥି ପୂର୍ବରୁ ଆରମ୍ଭ...

ପୂଜାରାଙ୍କ ବିସ୍ଫୋରକ ବ୍ୟାଟିଂ

ଲଣ୍ଡନ,୨୪।୮: ଭାରତର ଟେଷ୍ଟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଏବେ ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ଇଂଲଣ୍ଡରେ ଜାରି ରୟାଲ ଲଣ୍ଡନ ୱାନ ଡେ କପ୍‌ରେ ସେ...

ଆଇପିଏଲ-୨୦୨୦: ଆରସିବିର ବିଜୟ ଅଭିଯାନ

ଦୁବାଇ, ୨୨।୯- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ସୋମବାର ଅନୁଷ୍ଠିତ ମ୍ୟାଚରେ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ...

ଏଏଆଇକୁ ବିଶ୍ୱ ତୀରନ୍ଦାଜୀର ଅନ୍ତିମ ଚେତାବନୀ

କୋଲକାତା,୧୯।୬- ଅନ୍ତର୍ଜାତୀୟ ତୀରନ୍ଦାଜୀ ସଂସ୍ଥା ଆର୍ଚେରୀ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏଏଆଇ)କୁ ସଦସ୍ୟ ତାଲିକାରୁ ବାଦ୍‌ ଦେଇଛିି। ଗୋଟିଏ ମାସ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା କରାଯାଉ...

ମହାତ୍ମା ଗାନ୍ଧୀଙ୍କ ବାଣୀ ଶୁଣାଇ ଆଲୋଚକଙ୍କୁ କଡା ଜବାବ ଦେଲେ ଓ୍ବାର୍ଣ୍ଣରଙ୍କ ସ୍ତ୍ରୀ

ଆଡିଲେଡ୍‌,୩।୧୨: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ପାକିସ୍ତାନ ବିପକ୍ଷରେ ଚାଲିଥିବା ପିଙ୍କ ବଲ ଟେଷ୍ଟରେ ୱାର୍ଣ୍ଣର ଅପରାଜିତ ୩୩୫ ରନର ଇନିଂସ ଖେଳି ତାଙ୍କ ସମାଲୋଚକଙ୍କ...

ଭାରତୀୟ ଦଳରେ ନୂଆ ପେସର

ଲଣ୍ଡନ,୧।୯: ଇଂଲଣ୍ଡ ବିପକ୍ଷରେ ଗୁରୁବାର ଠାରୁ ଚତୁର୍ଥ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଯୁବ ପେସର ପ୍ରସିଦ୍ଧ କ୍ରିଷ୍ଣା। ଟିମ୍‌...

୧୪୫ କିମି ବେଗରେ ପଡିଲା ବଲ୍‌, ବ୍ୟାଟ୍ସମ୍ୟାନ୍‌ଙ୍କ ହେଲା ଏମିତି ଅବସ୍ଥା

କଲମ୍ବୋ,୧୫।୧: ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଇଂଲଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା। ଇଂଲଣ୍ଡର ପେସ ବୋଲର ମାର୍କ...

Advertisement
Archives

Model This Week