ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ଘରୋଇ ଉପଚାର

ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦ ଜୟପୁରର ଆସୋସିଏଟ୍‌ ପ୍ରଫେସର ଡ. ସିଆର ଯାଦବ କୁହନ୍ତି, ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ଘରୋଇ ଉପଚାର ସବୁଠୁ ଭଲ। ଜାଣନ୍ତୁ ଏ ସମ୍ପର୍କରେ…

– ୨୦ଟି ତୁଳସୀପତ୍ରକୁ ଭଲ ଭାବରେ ଧୋଇ ଗୋଟିଏ ଗ୍ଲାସ ପାଣିରେ ପକାଇ ଛାଣି ଦିଅନ୍ତୁ। ଏହି ପାଣିରେ ଗୋଟିଏ ଚାମକ କଟା ହୋଇଥିବା ଅଦା ଏବଂ ଡାଲଚିନ୍‌ ଗୁଣ୍ଡ ପକାଇ ଫୁଟାଇ ଦିଅନ୍ତୁ। ଏଥିରେ କିଛି ବୁନ୍ଦା ମହୁ ପକାନ୍ତୁ। ଚା’ ପିଇବା ପରି ଦିନକୁ ଦୁଇ ତିନିଥର ପିଅନ୍ତୁ।

– ପ୍ରତିଦିନ ଗାଧୋଇ ସାରିବା ପରେ ନାକରେ ୨ ବୁନ୍ଦା ସୋରିଷ ତେଲ ପକାନ୍ତୁ। ଯଦି ସାର୍ବଜନୀନ ସ୍ଥାନକୁ ଯିବାର ଥାଏ ତେବେ ଘରୁ ବାହାରିବା ପୂର୍ବରୁ ଏପରି କରି ବାହାରନ୍ତୁ।

– କର୍ପୂର, ଅଳେଇଚ, ଯାଏତ୍ରୀ ଫଳର ମିଶ୍ରଣକୁ ଏକ ରୁମାଲରେ ରଖି କିଛି ସମୟ ଅନ୍ତରରେ ଶୁଙ୍ଘନ୍ତୁ।

– ଗୁଆଘିଅ ଖାଆନ୍ତୁ।

– ଖାଦ୍ୟରେ ମୁଗ, ମସୁର ଡାଲି ବ୍ୟବହାର କରନ୍ତୁ।

– ଥଣ୍ଡାପାନୀୟଠାରୁ ଦୂରେଇ ରୁହନ୍ତୁ।

– ତୈଳଯୁକ୍ତ ଖାଦ୍ୟପଦାର୍ଥ ବର୍ଜନ କରନ୍ତୁ।

– ଅଦା, ଗୋଲମରିଚ, ତୁଳସୀ, ମହୁ ଆଦି ନିୟମିତ ସେବନ କରନ୍ତୁ।

– ତାଜା ପନିପରିବା ପ୍ରଚୁର ପରିମାଣର ଖାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରହାଣୁ ସଂଘାତ ମହାକାଶ ଅଭିଯାନ

”କୌଣସି ଗ୍ରହାଣୁ ପୃଥିବୀ ଆଡ଼କୁ ଆସି ଧକ୍କା ହେବାର ସମ୍ଭାବନା ଜଣାଗଲେ ଗୋଟିଏ କୃତ୍ରିମ ଉପଗ୍ରହ ପଠାଇ ତାହା ସହିତ ସଂଘର୍ଷ କରାଇ ତାହାର ଗତିପଥ...

ଏମିତି ସ୍ତ୍ରୀ ଥିବା ବ୍ୟକ୍ତି ହୁଅନ୍ତି ଭାଗ୍ୟବାନ

ସୁଖରେ ଜୀବନ କାଟିବା ପାଇଁ ମଣିଷ ଅନେକ କିଛି ଖୋଜିଥାଏ। ମାତ୍ର ଯଦି ଭଲ ଏବଂ ଖରାପ ବିଷୟରେ କୌଣସି ଜ୍ଞାନ ନାହିଁ, ତେବେ ମଣିଷ...

ମସ୍ତିଷ୍କରେ ସ୍ମୃତିକୁ ରଖେ ସାଇତି ଏହି ପ୍ରୋଟିନ୍‌…

ମନୁଷ୍ୟ ମସ୍ତିଷ୍କରେ ଛୋଟବେଳଠାରୁ ବଡ ହେବା ପର୍ଯ୍ୟନ୍ତ ଅନେକ ସ୍ମୃତି ରହିଥାଏ। ଧୀରେ ଧୀରେ କେତେକ ଘଟଣା ଭଲ ଭାବେ ମନେ ମଧ୍ୟ ପଡି ନ...

ସକାଳେ ଏସବୁ କରିବା ମନା…

ଶୀତଦିନେ କେତେକ କାମ ନ କରିବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଏସବୁ କଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଶୀତଦିନେ ସକାଳୁ ଗରମ ପାଣିରେ...

ନିଷ୍ପତ୍ତି ନେବ ରୋବୋ

ଆଜିକାଲି ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର କରାଯାଉଛି। ଏପରି କି ଚିକିତ୍ସା ବିଜ୍ଞାନରେ ଅପରେସନ ପରି ଗୁରୁତ୍ୱପୂର୍ଣ୍ଣ କାମରେ ଏହା ସହାୟତା କରିପାରୁଛି। ବିଶେଷଭାବରେ ବିଶେଷଜ୍ଞଙ୍କ...

ଗଣ୍ଠି ଯନ୍ତ୍ରଣାର ଘରୋଇ ଉପଚାର

ଶିଶୁ ଜନ୍ମପରେ ଶରୀରରେ କ୍ୟାଲ୍‌ସିଅମ୍‌ ଅଭାବ ହେଉ କିମ୍ବା ଘର ସାଙ୍ଗକୁ ଅଫିସ୍‌ କାମର ଚାପରେ ଅନେକ ମହିଳାଙ୍କଠାରେ ଗଣ୍ଠି ଯନ୍ତ୍ରଣା ଦେଖିବାକୁ ମିଳୁଛି; ଯାହାକୁ...

କିପରି ଦେଖାଯିବେ ଷ୍ଟାଇଲିଶ୍‌

ଆଉ ଦିନ କେଇଟା ପରେ ଶୀତଦିନ ଆସିବ । ଏହି ଦିନରେ କିପରି ଷ୍ଟାଇଲିଶ୍‌ ଦେଖାଯିବେ ଜାଣନ୍ତୁ ସେ ସମ୍ପର୍କରେ… – ଆପଣ ଜିନ୍ସ ବଦଳରେ...

ଆଲ୍‌ଜିମର୍ସ ରୋଗ ପାଇଁ ଲାଇଟ୍‌ ଥେରାପି

ଆଲ୍‌ଜିମର୍ସ ଏକ ବୟସଜନିତ ରୋଗ। ଏହା ମସ୍ତିଷ୍କକୁ ଦୁର୍ବଳ କରିବା ସହ ସ୍ନାୟୁକୋଷ ବିକାଶରେ ବାଧା ଉପୁଜାଏ। ଏଥିରୁ ଉପଶମ ପାଇବା ଲାଗି ଏକ ନୂଆ...

Advertisement
Archives

Model This Week