Posted inଜାତୀୟ

କଂଗ୍ରେସ ପାଇଁ ଗୋଲାମ ଭଳି କାମ କରିଛି: କୁମାରସ୍ବାମୀ

ବେଙ୍ଗାଲୁରୁ,୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ କହିଛନ୍ତି ସେ ତାଙ୍କ ମେଣ୍ଟ ସରକାରରେ ୧୪ ମାସ ପର୍ଯ୍ୟନ୍ତ କଂଗ୍ରେସ ପାଇଁ ଗୋଲାମ ଭଳି କାମ କରିଛନ୍ତି। ସବୁ ବିଧାୟକ ଓ ନଗର ନିଗମ ଅଧ୍ୟକ୍ଷଙ୍କୁ ସବୁ ପ୍ରକାର ସ୍ବାଧିନତା ମଧ୍ୟ ଦେଇଥିଲି। ଏମାନେ ସରକାର ଭାଙ୍ଗିବା ପରେ ମୋତେ କାହିଁକି ଦୋଷ ଦେଉଛନ୍ତି ତାହା ମୁଁ ବୁଝି ପାରୁ ନାହିଁ ବୋଲି କୁମାରସ୍ବାମୀ କହିଛନ୍ତି। ସୂଚନାଯୋଗ୍ୟ, ଆସ୍ଥା ଭୋଟରେ ହାରିବା ପରେ କର୍ନାଟକ ମେଣ୍ଟ ସରକାର ୨୩ ଜୁଲାଇରେ ଭାଙ୍ଗି ଯାଇଥିଲା। ଏହାପରେ ଭାଜପା ୨୬ ଜୁଲାଇରେ ସରକାର ଗଠନ କରିବା ସହ ୟେଦୁରପ୍ପା ୨୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ ଏବେବି ନିଜ ପରାଜୟର କାରଣ ଖୋଜୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ। ପୂର୍ବରୁ ସେ କହିଥିଲେ କି ମେଣ୍ଟ ସରକାରର ଦାୟିତ୍ୱ ନେଇଥିବାରୁ ତାଙ୍କୁ ପ୍ରତିଦିନ କାନ୍ଦିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁତ୍ରରେ ଡ୍ୟାମ୍‌ ଲାଗି ଭାରତର ଯୋଜନା

ନୂଆଦିଲ୍ଲୀ, ୨।୧୨(ପି.ଟି.): ବ୍ରହ୍ମପୁତ୍ର ନଦୀରେ ଚାଇନା ପକ୍ଷରୁ ଡ୍ୟାମ୍‌ କରାଯିବା ଲାଗି ଯୋଜନା ଚାଲିଥିବାବେଳେ ଭାରତ ପକ୍ଷରୁ ମଧ୍ୟ ଏକ ଡ୍ୟାମ୍‌ ନିର୍ମାଣ କରାଯିବ ବୋଲି...

ବିପିନ ରାଓ୍ବତଙ୍କ ସ୍ମୃତିରେ ୟୁଏସ୍‌ଆଇର ‘ଚେୟାର ଅଫ୍‌ ଏକ୍ସିଲେନ୍ସ’ ଘୋଷଣା

ନୂଆଦିଲ୍ଲୀ,୧୫।୩: ଭାରତର ପ୍ରଥମ ପ୍ରତିରକ୍ଷା ବିଭାଗର ଅଧ୍ୟକ୍ଷ(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କ ସ୍ମୃତିରେ ସେନା ମୁଖ୍ୟ ଜେନେରାଲ ଏମ୍‌ ନରଓ୍ବଣେ ‘ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁଟ ଅଫ୍‌...

କର୍ତ୍ତବ୍ୟ ନିଷ୍ଠା ହିଁ ସର୍ବୋପରି, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ…

ନୂଆଦିଲ୍ଲୀ, ୧୯।୧ : ଦେଶ ପାଇଁ ପ୍ରତି ନାଗରିକଙ୍କ କର୍ତ୍ତବ୍ୟ ନିଷ୍ଠା ହିଁ ସର୍ବୋପରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଆଜାଦି...

୧୧ ରାଜ୍ୟର କେସ୍‌ଠାରୁ ବଳିଗଲା ମହାରାଷ୍ଟ୍ର ପୋଲିସ ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ, ୧୭।୯: ମହାରାଷ୍ଟ୍ର ପୋଲିସରେ କରୋନା ଭାଇରସ୍‌ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ମହାରାଷ୍ଟ୍ର ପୋଲିସ ବିଭାଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶର ୧୧ଟି ରାଜ୍ୟର...

ରାହୁଲ ଆଧୁନିକ ଜିନ୍ନା, ହିମନ୍ତଙ୍କ ଟାର୍ଗେଟ…

ଗୁଆହାଟି, ୧୨।୨ : ରାହୁଲ ଗାନ୍ଧୀଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱା ସରମା ଟାର୍ଗେଟ୍‌ କରିଛନ୍ତି। ସେ ଅକ୍ଷେପ କରି କହିଛନ୍ତି...

ଦିନକରେ ୨ କୋଟି କୋଭିଡ୍‌ ଟିକା

ନୂଆଦିଲ୍ଲୀ, ୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୭୧ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ କୋଭିଡ୍‌ ଟିକାକରଣର ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

ନୀତୀଶ ପୁଣି ଭାଜପା ସହିତ ହାତ ମିଳାଇବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୯।୭ : ସମ୍ପ୍ରତି ବିହାର ରାଜନୀତିରେ ନାନା କଳ୍ପନାଜଳ୍ପନା ଜାରି ରହିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଦଳ ଜେଡିୟୁ ବିଷୟରେ ରାଜନୈତିକ ମହଲରେ...

ଭୂତାଣୁ ପୁଣି ଉପରମୁହଁ।

ନୂଆଦିଲ୍ଲୀ/ ମୁମ୍ବାଇ/ ଅମୃତସର,୨୦।୩: ନୂଆ ଧାରାରେ ଭିନ୍ନ ଅବତାର ନେଇ ଫେରିଛି କରୋନାର ଆଉ ଏକ ପ୍ରବାହ । ମହାମାରୀର ଲେଉଟାଣିକୁ ରୋକିବା ପାଇଁ ପୂର୍ବଭଳି...

Advertisement
Archives

Model This Week