Posted inଫୁରସତ

ଏହି ଡ୍ରେସ୍‌କୁ ଛୁଇଁ ହେବନି

ସବୁବେଳେ ସେଲିବ୍ରିଟି ପିନ୍ଧୁଥିବା ପୋଷାକ ଚର୍ଚ୍ଚାକୁ ଆସେ, ଭାଇରାଲ ହୁଏ। କିନ୍ତୁ ନିକଟରେ ଏମିତି ଏକ ପୋଷାକ ଭାଇରାଲ ହୋଇଛି, ଯାହା କୌଣସି ସେଲିବ୍ରିଟିଙ୍କର ନୁହେଁ। ଏହି ଡ୍ରେସ୍‌ର ଆଉ ଏକ ବିଶେଷତ୍ୱ ହେଉଛି ଯେ, ଏହାକୁ ଆପଣ ଚାହିଁଲେ ଛୁଇଁପାରିବେ ନାହିଁ। ହାତରେ ଧରି ପିନ୍ଧି ବି ପାରିବେନି। କାରଣ ଏହା ଏକ ଡିଜିଟାଲ ଡ୍ରେସ୍‌, ଯାହାର ସତ୍ତା ନାହିଁ। କିନ୍ତୁ ଏହାର ମୂଲ୍ୟ ହେଉଛି ପ୍ରାୟ ୭ ଲକ୍ଷ ଟଙ୍କା। ଡଚ୍‌ ଫ୍ୟାଶନ ହାଉସ୍‌ ‘ଦ ଫ୍ୟାବ୍ରିକାଣ୍ଟ’ ଡେପର୍‌ ଲାବ୍‌ସ ଓ ଆର୍ଟିଷ୍ଟ ଜୋହାନା ଜସ୍କୋଙ୍କ ସହ ମିଶି ଉକ୍ତ ପୋଷାକ ତିଆରି କରିଛି। ଏହାକୁ ୩ଡି ଫ୍ୟାଶନ ଡିଜାଇନ୍‌ ଓ ଆନିମେଶନ ଦ୍ୱାରା ତିଆରି କରାଯାଇଛି। ଆଜିକାର ଡିଜିଟାଲ ଦୁନିଆରେ ଆମେ ଏହି ପୋଷାକକୁ ଡିଜିଟାଲି ପିନ୍ଧିପାରିବା। ଚାହିଁଲେ ଆପଣ ସେହି ୩ଡି ଡିଜାଇନ୍‌ର ବାସ୍ତବ ପୋଷାକ ମଧ୍ୟ କିଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri