Posted inଫୁରସତ

ଏହି ଜିଲାପିକୁ ଖାଇବାକୁ ଦେଶ ବିଦେଶରୁ ଆସନ୍ତି ଗ୍ରାହକ…

ଭାରତରେ ଜିଲାପି ବେଶ୍‌ ଲୋକପ୍ରିୟ। ଏହାକୁ କେହି କେହି ଜଲେବି ମଧ୍ୟ କୁହନ୍ତି। ଏହାର ପ୍ରସ୍ତୁତି ଶୈଳୀ ଅନ୍ୟ ମିଠା ତୁଳନାରେ ଭିନ୍ନ ରହିଥାଏ। ମଧ୍ୟପ୍ରଦେଶରେ ବଡ଼ ବଡ଼ ଜିଲାପି ପ୍ରସ୍ତୁତ ହୋଇଥାଏ। ଏସବୁ ଜିଲାପିର ଓଜନ ୩ ଶହରୁ ୫ ଶହ ଗ୍ରାମ ମଧ୍ୟରେ ହୋଇଥାଏ। ସ୍ଥାନୀୟ ଲୋକେ ଏହାକୁ ଇମରତି କୁହନ୍ତି। ଏହାର ପ୍ରସ୍ତୁତି ପ୍ରଣାଳୀ ଜିଲାପିଠାରୁ ଅଳ୍ପ ଭିନ୍ନ ବୋଲି କୁହାଯାଇଥାଏ। ଏହାକୁ ଖାଇବାକୁ ଦେଶ ବିଦେଶରୁ ଗ୍ରାହକ ମଧ୍ୟପ୍ରଦେଶ ଆସିଥାନ୍ତି। ଏଠାକାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବା ସହିତ ଜିଲାପି ଖାଇବାର ମଜ୍ଜା ମଧ୍ୟ ଉଠାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଙ୍ଗି ପିନ୍ଧିଥିବାରୁ ରେସ୍ତୋରାଁରେ ମିଳିଲା ନାହିଁ ଖାଦ୍ୟ

କେରଳରେ ଲୁଙ୍ଗି ପିନ୍ଧି ବାହାରକୁ ଯିବା ଏକ ସାଧାରଣ ଘଟଣା। ବିଶେଷ କରି ଦକ୍ଷିଣ ଭାରତୀୟମାନେ ଏହି ଲୁଙ୍ଗିର ବ୍ୟବହାର କରିଥାନ୍ତି। ହେଲେ ନିକଟରେ ଜଣେ...

ଲାଲୁଙ୍କ ଝିଅଙ୍କୁ ବିବାହ କରିବା ଲାଗି ଚାର୍ଟର ବିମାନ ନେଇ ପହଞ୍ଚିଥିଲେ ଅଖିଳେଶଙ୍କ ଭଣଜା: ଅତିଥି ଭାବେ ମୋଦି ବି ହୋଇଥିଲେ ସାମିଲ

ଲାଲୁ ପ୍ରସାଦ ଯାଦବଙ୍କ ୯ ସନ୍ତାନଙ୍କ ମଧ୍ୟରୁ ସବୁଠାରୁ ସାନ ହେଉଛନ୍ତି ରାଜଲକ୍ଷ୍ମୀ ଯାଦବ। ତାଙ୍କ ବିବାହ ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ...

ଭୋକିଲା ହରିଣ ପେଟ ପୁରାଇବା ପାଇଁ ଅନ୍ୟଟି କରୁଛି ଏପରି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ...

ଏପରି ଏକ ସହର ଯେଉଁଠି ସେଲଫି ନେଲେ ଦେବାକୁ ପଡିବ ୨୫ ହଜାର ଜରିମାନା

ମଣିଷ ପ୍ରତ୍ୟେକ ମୁହୂର୍ତ୍ତକୁ କ୍ୟାମେରାରେ କ୍ୟାପଚର କରିବାକୁ ଭଲ ପାଏ। କିନ୍ତୁ ଆଜି ଆମେ ଦୁନିଆର ସେହି ସୁନ୍ଦର ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ...

ଆଜିର ଦିନରେ ଅନ୍ୟପାଇଁ ଉଦାହରଣ ଏସବୁ ପ୍ରେମକାହାଣୀ: ଶୁଣିଲେ ଆଖି ହେବ ଓଦା, ଖୁସିରେ ଭରିବ…

ପ୍ରେମ ଶାଶ୍ୱତ, ସୁନ୍ଦର ଓ ପବିତ୍ର। ଏଥିରେ ଥାଏ ପରସ୍ପର ପ୍ରତି କେବଳ ନିଚ୍ଛକ ଭଲପାଇବା। ଆଉ ଏହି ଭଲପାଇବା ଦେଖେନାହିଁ ଜାତି, ଧର୍ମ କି...

ମାଡାମ୍‌ ତୁସାଦ୍‌ ମ୍ୟୁଜିୟମ୍‌ ହେବ ବନ୍ଦ

ନୂଆଦିଲ୍ଲୀ,୨୯।୧୨: ରାଜଧାନୀ ଦିଲ୍ଲୀର କର୍ନଟ ପ୍ଲେସ୍‌ଠାରେ ଥିବା ମାଡାମ୍‌ ତୁସାଦ୍‌ ମ୍ୟୁଜିୟମ୍‌କୁ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦିଲ୍ଲୀରେ ଏହି ମ୍ୟୁଜିୟମ୍‌ ପର୍ଯ୍ୟଟକଙ୍କ...

ସ୍ତ୍ରୀଙ୍କ ମୃତଦେହକୁ ସାଇକେଲରେ ବୋହି ନେଇ କଲେ ଅନ୍ତିମ ସଂସ୍କାର: ଗାଁ ଲୋକେ ଘରେ ଲୁଚିଲେ…

ଲକ୍ଷ୍ନୌ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅସମ୍ଭାଳ ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ ଭୟରେ କେତେକ ଲୋକଙ୍କ ମଧ୍ୟରେ ମାନବିକତା ନ ଥିବା...

କରୋନା ଭାଇରସ: ହଜାର ହଜାର ମାଙ୍କଡ଼ଙ୍କ ମଧ୍ୟରେ ଏଠି ଲାଗୁଛି ଲଢେଇ

ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ପ୍ରାୟ ବିଶ୍ୱର ୧୧୭ ଦେଶକୁ ବ୍ୟାପିସାରିଛି। ଏହାର ପ୍ରକୋପକୁ ଦେଖି ବିଭିନ୍ନ ଦେଶରେ ଏକ ପ୍ରକାର ଅଚଳାବାସ୍ଥା...

Advertisement
Archives

Model This Week