Posted inଫୁରସତ

ଏହି ଗୁମ୍ଫାରେ ରହିଛି ବିମ୍ବିସାରଙ୍କ ସୁନା ଭଣ୍ଡାର…

ଭାରତରେ ଥିବା କେତେକ ଐତିହାସିକ ସ୍ଥଳର ରହସ୍ୟର ସମାଧାନ ଆଧୁନିକ ବିଜ୍ଞାନ କରିବାକୁ ଅସମର୍ଥ। ସେହିପରି ଏକ ଗୁମ୍ଫା ରହିଛି ବିହାର ରାଜଗିରିରେ। ଏଠାରେ ଥିବା ସୋନ ଭଣ୍ଡାର ଗୁମ୍ଫାରେ ମଗଧର ମୌର୍ଯ୍ୟ ଶାସକ ବିମ୍ବିସାରଙ୍କ ଅସୁମାରୀ ଧନ ସମ୍ପତ୍ତି ରହିଛି। ଲୋକେ ଏନେଇ ଅନେକ କାହାଣୀ ମଧ୍ୟ କହିଥାନ୍ତି। ଏହି ଗୁମ୍ଫାର ଲମ୍ବ ୧୦.୪ ମିଟର, ଚୌଡ଼ା ୫.୨ ମିଟର ଏବଂ ଉଚ୍ଚା ୧.୫ ମିଟର। ଗୁମ୍ଫାର ଦ୍ୱାର ବଡ଼ ପଥରରେ ବନ୍ଦ ହୋଇଛି। ତେବେ ଏହାକୁ ଏପର୍ଯ୍ୟନ୍ତ କେହି ଖୋଲି ନ ଥିବା ସ୍ଥାନୀୟ ଲୋକେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲ ତଳକୁ ଡେଇଁ ଆତ୍ମହତ୍ୟା କଲେ ମାଲିକ: ୪ ଦିନ ଅପେକ୍ଷା କରି ବସିଲା କୁକୁର !

ବେଜିଂ,୯।୬: ଚାଇନାର ଉହାନରେ ଥିବା ଏକ କୁକୁରର କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି କୁକୁରର ମାଲିକ ଏକ ପୋଲ ଉପରୁ...

ଫୁଲରେ କଙ୍କିକୁ ଦେଖି ଏମିତି ଡେଇଁଲା ବେଙ୍ଗ , ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଲାଲୁଙ୍କ ଝିଅଙ୍କୁ ବିବାହ କରିବା ଲାଗି ଚାର୍ଟର ବିମାନ ନେଇ ପହଞ୍ଚିଥିଲେ ଅଖିଳେଶଙ୍କ ଭଣଜା: ଅତିଥି ଭାବେ ମୋଦି ବି ହୋଇଥିଲେ ସାମିଲ

ଲାଲୁ ପ୍ରସାଦ ଯାଦବଙ୍କ ୯ ସନ୍ତାନଙ୍କ ମଧ୍ୟରୁ ସବୁଠାରୁ ସାନ ରାଜଲକ୍ଷ୍ମୀ ଯାଦବ। ତାଙ୍କ ବିବାହ ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ନାତି...

ରୋଗ ଭଲ ପାଇଁ ଖାଉଛନ୍ତି ବାଲି

ଗୋପାଳପୁର,୬ା୬(ଡି.ଏନ.ଏ.): ଔଷଧ ଖାଇଲେ ରୋଗ ଭଲ ହୁଏ। କିନ୍ତୁ ଜଣେ ବ୍ୟକ୍ତି ତାଙ୍କ ଗୋଡ଼ହାତ ବିନ୍ଧାରୁ ଉପଶମ ପାଇବା ପାଇଁ ବାଲି ଖାଉଛନ୍ତି। ଏଭଳି ଘଟଣା...

ସିଂହ ସହ କରୁଥିଲେ ଭିଡିଓ, ପାଇଲେ ପାନେ

କୁହାଯାଏ, ଦୂରରୁ ବି ସିଂହ ଭୟଙ୍କର। ସେଥିପାଇଁ ଏମାନଙ୍କୁ ପଞ୍ଜୁରି ଭିତରେ ରଖାଯାଏ। ଏବେ ଆଫ୍ରିକୀୟ ପ୍ରାଣୀ ଉଦ୍ୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

କରୋନା ସଂକ୍ରମଣକୁ ଡରି ଦମ୍ପତି ନେଲେ ଏମିତି ପଦକ୍ଷେପ, ସମଗ୍ର ବିଶ୍ୱବାସୀ ହେଲେ ଚକିତ

କରୋନା ଭାଇରସ ସମଗ୍ର ଦୁନିଆକୁ କବଳିତ କରିସାରିଛି। ବର୍ଷେରୁ ଊର୍ଦ୍ଧ୍ୱ ହେବ ଏହି ମହାମାରୀ ଅନେକ ଲୋକଙ୍କ ଜୀବନ ବି ନେଇ ସାରିଲାଣି। ଏହି ରୋଗର...

ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: ବିପଦରେ ମହାବଳ

ଆଗାମୀ ପିଢ଼ି ମହାବଳ ହେଣ୍ଟାଳ ଶୁଣିପାରିବେ ତ? ପୃଥିବୀର ସୁନ୍ଦରତମ ହିଂସ୍ରପ୍ରାଣୀ ତାଲିକାଭୁକ୍ତ ଏହି ବନ୍ୟଜୀବର ରାଜକୀୟ ଠାଣି ଦୂରରୁ ଦେଖିବାକୁ ମିଳିବ ତ? ନା...

ଟେବୁଲ ଟେନିସ୍‌ ଡୋର୍‌

ଅନେକଙ୍କୁ ଟେବୁଲ ଟେନିସ୍‌ ଖେଳିବାକୁ ଭଲ ଲାଗେ। ହେଲେ ଘରେ ଏହାର ଟେବୁଲ ରଖିବାକୁ ଜାଗା ହେଉ ନ ଥିବାରୁ ମନ ମାରି ରହିବାକୁ ହୁଏ।...

Advertisement
Archives

Model This Week