Posted inଫୁରସତ

ଏହି ଗାଁକୁ ବୁଲି ଆସିଲେ ଦୂର ହେବ ଦାରିଦ୍ରତା

ଗରିବ କିମ୍ବା ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ କିଏ ବା ପସନ୍ଦ କରେ। ସମୟ ଏବଂ ପରିସ୍ଥିତି ଏଭଳି ସମସ୍ୟାର ସମ୍ମୁଖୀନ କରାଇଥାଏ। ଏହି ସମସ୍ୟାରୁ ଯଦି ରକ୍ଷା ପାଇବାକୁ ଚାହଁୁଛନ୍ତି ତେବେ, ଉରାଖଣ୍ଡର ଚମେଲୀ ଜିଲାରେ ଥିବା ମାଣା ଗାଁକୁ ଚାଲିଆସନ୍ତୁ। ବଦ୍ରୀନାଥ ଧାମଠୁ ମାତ୍ର ୩କିମି ଦୂରରେ ଭାରତ ଏବଂ ତିବ୍ଦତ୍‌ ସୀମାରେ ଅବସ୍ଥିତ ଏହି ଗାଁ ଭଗବାନ ଶିବଙ୍କ ମହାନ୍‌ ଭକ୍ତ ମଣିଭଦ୍ରଙ୍କ ନାମାନୁସାରେ ରଖାଯାଇଛି। ଶାସ୍ତ୍ରରେ ବର୍ଣ୍ଣିତ ରହିଛି, ଗାଁରେ ପାଦ ଦେବା ମାତ୍ରକେ ମଣିଷ ପାପମୁକ୍ତ ହୋଇଥାଏ। ମାନ୍ୟତା ରହଛି, ଏହି ଗାଁ ମଣିଷକୁ ସ୍ବପ୍ନଦ୍ରଷ୍ଟା କରିଥାଏ। ଭଗବାନ ଶିବଙ୍କ ଅପାର ମହିମା ଯୋଗୁ ଗାଁକୁ ଆସିବା ମାତ୍ରକେ ସମସ୍ତ ପ୍ରକାର ଆର୍ଥିକ କଷ୍ଟରୁ ମୁକ୍ତି ମିଳିଥାଏ। କିମ୍ବଦନ୍ତୀରୁ ଜଣାପଡ଼େ, ପ୍ରାଚୀନ କାଳରେ ଏଠାରେ ମାଣିକ ଶାହ ନାମରେ ଜଣେ ବେପାରୀ ରହୁଥିଲେ। ସେ ମହାଦେବଙ୍କର ପରମ ଭକ୍ତ ଥିଲେ। ଥରେ କିଛି ଲୁଟେରା ତାଙ୍କ ମୁଣ୍ଡ କାଟ କରି ସୁନାଗହଣା, ଟଙ୍କାପଇସା ନେଇଗଲେ। କିନ୍ତୁ କଟା ମୁଣ୍ଡରେ ବି ସେ ମହାଦେବଙ୍କ ନାମ ଜପ କରୁଥିଲେ। ଭଗବାନ ଏଥିରେ ପ୍ରସନ୍ନ ହୋଇ ତାଙ୍କ ନାମାନୁସାରେ ଗାଁର ନାମ ମାଣା ରଖିଲେ। ଏହାସହ ବରଦାନ ଦେଲେ ମାଣା ଆସିଲେ ପ୍ରତ୍ୟେକ ବ୍ୟକ୍ତିର ଦାରିଦ୍ର୍ୟତା ଦୂର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ମାଲିକ ନ ଥିବା ବେଳେ କୁକୁର ଘଟାଇଲା ଏମିତି କାମ, ଜାଣିଲେ…

କୁକୁରମାନେ ମଣିଷର ସର୍ବୋତ୍ତମ ବନ୍ଧୁ ଏକଥା ସମସ୍ତେ ଜାଣିଛନ୍ତି। ସେମାନେ ସର୍ବଦା ନିଜ ମାଲିକଙ୍କ ପାଖରେ ରହିବାକୁ ପସନ୍ଦ କରନ୍ତି। ଛୋଟ ପିଲାମାନଙ୍କ ପରି ତାଙ୍କର...

ଶୌଚାଳୟ ଅପରିଷ୍କାର ଦେଖି ଏମିତି କଲେ ଶିବରାଜଙ୍କ ମନ୍ତ୍ରୀ

ଗ୍ବାଲିଅର,୧।୮: ସରକାରୀ କାର୍ଯ୍ୟାଳୟରେ ଅପରିଷ୍କାର ଦେଖି ଶିବରାଜ ସିଂହଙ୍କ ମନ୍ତ୍ରୀ ନିଜେ ମହିଳା ଶୌଚାଳୟ ସଫା କରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ଏବେ ଚର୍ଚ୍ଚାର...

୬୨ ମିଟର ଦୂର ଚାଲିଲା ୫ ମହଲା କୋଠା: ସୁରକ୍ଷିତ ସ୍ଥାନକୁ ହେଲା ସ୍ଥାନାନ୍ତର

ବେଜିଂ,୧।୧୧: ଜୀବିତ ପ୍ରାଣୀ ଚାଲବୁଲ କରିଥାନ୍ତି। ତେବେ କୋଠା ଚାଲିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି ଘଟଣା ଚାଇନାର ସାଙ୍ଘାଇରେ ଘଟିଛି।...

ଶ୍ରୋତାଙ୍କୁ ମତୁଆଲା କରେ ସତ୍ୟବ୍ରତଙ୍କ ସଙ୍ଗୀତ

ବାଲେଶ୍ୱର ଜିଲା ବସ୍ତା ବ୍ଲକ କୁଡିଆ ଗ୍ରାମର ମା’ କାଞ୍ଚନ ଓ ବାପା ଗଣେଶ୍ୱର ଜେନାଙ୍କ ପୁଅ ସତ୍ୟବ୍ରତ। ନିଜର ସୁମଧୁର କଣ୍ଠରେ ଜଗନ୍ନାଥଙ୍କ ଏକ...

ପ୍ରେମରୁ ମିଳିଲା ଦୃଷ୍ଟିଶକ୍ତି, ପରେ ଜିତିଲେ ଦୁନିଆ

ଔରଙ୍ଗାବାଦ୍‌: ଆଜି ଅର୍ଥାତ୍‌ ଫେବୃୟାରୀ ୧୪ରେ ସମଗ୍ର ଦେଶରେ ପ୍ରେମୀଯୁଗଳ ପାଳନ କରୁଛନ୍ତି ଭାଲେଣ୍ଟାଇନ୍‌ସ ଡେ’ ବା ପ୍ରେମ ଦିବସ। ଏହି ଖାସ୍‌ ଦିନରେ ଜାଣନ୍ତୁ...

ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଏହି କୁଣ୍ଡର ଜଳସ୍ତର ହୁଏ ବୃଦ୍ଧି…

ଭାରତରେ ଅନେକ ରହସ୍ୟମୟ ସ୍ଥାନ ରହିଛି। ଏହାର ରହସ୍ୟ ସମାଧାନ ଆଧୁନିକ ବିଜ୍ଞାନ ମଧ୍ୟ କରି ପାରିନାହିଁ। ସେହିଭଳି ଏକ ସ୍ଥାନ ହେଉଛି ମଧ୍ୟପ୍ରଦେଶର ଛତରପୁର...

ଗରମରୁ ମୁକ୍ତି ପାଇଁ ହାତୀ ଛୁଆ କରୁଛି ଏପରି, ଭିଡିଓ ଦେଖିଲେ …

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ରିଲ୍‌ କରିବା ପଡ଼ିଲା ମହଙ୍ଗା, ଯୁବତୀ ଏମିତି ପଡ଼ିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

Advertisement
Archives

Model This Week