Posted inଫୁରସତ

ଏମିତି ଦେଶ, ଯେଉଁଠି ମନ୍ତ୍ରୀ ଚାହିଁଲେ ମଦ ପିଇ ମଧ୍ୟ କରିପାରିବେ ବଜେଟ୍‌ ଉପସ୍ଥାପନ

ପ୍ରତ୍ୟେକ ଦେଶର ସରକାର ପ୍ରତିବର୍ଷ ବଜେଟ୍‌ ପ୍ରସ୍ତୁତ କରିଥାନ୍ତି। ମୁଖ୍ୟତଃ ବଜେଟ୍‌ ଉପସ୍ଥାପନ ବେଳେ ସରକାର ଦେଶର ଆୟ ବ୍ୟୟ ହିସାବ କରିଥାନ୍ତି। ଏହି ବଜେଟ୍‌କୁ ଅର୍ଥମନ୍ତ୍ରୀ ସ୍ଥିର ଆଉ ସୁସ୍ଥ ମସ୍ତିଷ୍କରେ ଉପସ୍ଥାପନ କରିଥାନ୍ତି। ମାତ୍ର ଏମିତି ଏକ ଦେଶ ଅଛି, ଯେଉଁଠି ମନ୍ତ୍ରୀ ଚାହିଁଲେ ମଦ ପିଇ ମଧ୍ୟ ବଜେଟ୍‌ ଉପସ୍ଥାପନ କରିପାରିବେ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଶତ ପ୍ରତିଶତ ଠିକ୍‌। ତେବେ ଜାଣନ୍ତୁ ଏପରି ଦେଶ ସମ୍ପର୍କରେ…

ଏହି ଦେଶର ନାମ ହେଉଛି ବ୍ରିଟେନ୍‌। ଏଠାରେ ଏମିତି ନିୟମ ଅଛି, ମନ୍ତ୍ରୀ ଯଦି ଚାହିଁବେ ମଦ ପିଇ ବଜେଟ୍‌ ଉପସ୍ଥାପନ କରିପାରିବେ। ଏଥିରେ କୌଣସି ବାଧା ନାହିଁ। ବ୍ରିଟେନ୍‌ ସଂସଦରେ ବଜେଟ୍‌ ଉପସ୍ଥାପନ କରୁଥିବା ମନ୍ତ୍ରୀଙ୍କୁ ଚାନ୍ସଲର କୁହାଯାଏ।
ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନ୍‌ର ସଂସଦ ‘ହାଉସ୍‌ ଅଫ୍‌ କମନ୍ସ’ର ନିୟମ ବହିରେ ଏହା ଲେଖାଯାଇଛି। କେବଳ ମଦ ପିଇ ଚାନ୍ସଲର ହିଁ ବଜେଟ୍‌ ଉପସ୍ଥାପନ କରିପାରିବେ। ଏହା ପୁଣି ମାତ୍ର ଗୋଟିଏ ଦିନ ପାଇଁ। ଏହା ପରେ ମଦ ପିଇ ସଂସଦକୁ ଆସିଲେ ଦଣ୍ଡିତ ହେବେ। ବ୍ରିଟେନ୍‌ରେ ଏହି ନିୟମ ଦଶକରୁ ଚାଲିଆସୁଛି। କିନ୍ତୁ ଲୋକେ ଆଜିକାଲି ଏହାକୁ ଅସଗଂତି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା: ଆତଙ୍କିତ ନ ହୋଇ ସତର୍କ ରହିବା ଜରୁରୀ

୩୧ ଡିସେମ୍ବର ୨୦୧୯। ଚାଇନାସ୍ଥ ଉହାନ ସହରର ହୁବେଇ ପ୍ରାନ୍ତରେ ଅନେକ ନିମୋନିଆ କେସ୍‌ ଆସିଥିବା ଓ୍ବାର୍ଲ୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ ସତର୍କ କରାଇଥିଲେ। ତେବେ ଏହା...

ମାଲିକଙ୍କୁ ବାଇକରେ ବସାଇ ନେଉଛି କୁକୁର: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ କୁକୁର ତାର ମାଲିକଙ୍କୁ ବାଇକରେ ବସାଇ ନେଉଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ...

୮୩ ବର୍ଷରେ ଫିଟ୍‌ ଅଛନ୍ତି ଏହି ମହିଳା: ଶାଢି ପିନ୍ଧି କଲେ ଏମିତି କାମ

ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଜଣଙ୍କ ହେଉଛନ୍ତି ୮୩ ବର୍ଷିୟା ଭାରୋତ୍ତୋଳନକାରୀ କିରଣ ବାଇ। କିରଣ...

୧୧ ବର୍ଷୀୟା ଗର୍ଲଫ୍ରେଣ୍ଡ୍‌ଙ୍କୁ ନେଇ ପଳାଇଲେ ୧୪ ବର୍ଷର ବାଳକ, ଆଉ ତା’ପରେ

ଆମେରିକାରେ ଏକ ରୋଚକ ଘଟଣା ଘଟିଛି। ଜଣେ ୧୪ ବର୍ଷର ବାଳକ ତାଙ୍କ ୧୧ ବର୍ଷର ଗର୍ଲଫ୍ରେଣ୍ଡକୁ ନେଇ ଏକ କାରରେ ଘରୁ ପଳାଇ ଯାଇଛନ୍ତି।...

୨ ଦିନରେ ୨ଥର ମା’ ହେଲେ ଏହି ମହିଳା

ମା’ ହେବାର ଅନୁଭବ ଅତ୍ୟନ୍ତ ରୋମାଞ୍ଚକର। ପ୍ରତ୍ୟେକ ମହିଳା ନିଜ ଜୀବନରେ ଏହି ସମୟକୁ ସବୁଠାରୁ ସୁଖଦ ସମୟ ବୋଲି ମନେ କରିଥାନ୍ତି। ଗର୍ଭାବସ୍ଥାରେ ଅନେକ...

ବିଶ୍ୱର ସବୁଠୁ ବଡ଼ ସମାଧିସ୍ଥଳ

ଦୁନିଆରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠାରେ ବିଶ୍ୱର ସବୁଠୁ ବଡ଼ ସାମୂହିକ ସମାଧିସ୍ଥଳର ସନ୍ଧାନ ମିଳିଛି। ଏକସଙ୍ଗେ ପ୍ରାୟ ୨୩୦ଟି କଙ୍କାଳ ବରାମଦ୍‌ ହୋଇଛି...

ଲାଲ୍‌ ରଙ୍ଗ ଟି-ଶର୍ଟ ପିନ୍ଧି ରାନୁ ଗାଇଲେ ‘ମାନିକେ ମାଗେ ହିଥେ’; ଭିଡିଓ ଦେଖିଲେ କହିବେ ବାଃ

ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ। ଷ୍ଟେଶନରେ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ରାନୁ ରାତାରାତି ଷ୍ଟାର ପାଲଟିଥିଲେ। ହେଲେ ସମୟ ସହ ତାଙ୍କ ଲୋକପ୍ରିୟତା କମି...

ବିଶ୍ୱର ମହଙ୍ଗା ସ୍କୁଲ, ଫି’ ଜାଣିଲେ ଉଡ଼ିଯିବ ହୋସ୍‌

ଆଜିର ସମୟରେ ପିଲାମାନଙ୍କୁ ଭଲ ଶିକ୍ଷାନୁଷ୍ଠାନରେ ପଢ଼ାଇବା ଏତେ ସହଜ ନୁହେଁ। କାରଣ ସେମାନଙ୍କ ବିଦ୍ୟାଳୟର ଫି’ ଏତେ ଅଧିକ ଯେ ଅଭିଭାବକଙ୍କୁ ଅନେକଥର ଚିନ୍ତା...

Advertisement
Archives

Model This Week