ଏଇ ଭାରତରେ

ପରିବାର ପାଇଁ ବୋଝ ପାଲଟି ବୃଦ୍ଧାଶ୍ରମରେ ଜୀବନ କାଟୁଥିତ୍ବା ମା’ବାପାମାନଙ୍କୁ କିନ୍ତୁ ଅନାଥ ଶିଶୁମାନେ ବୋଝ ଲାଗୁନାହାନ୍ତି। ବୟସର ଅପରାହ୍ଣରେ ଏମାନେ ଅନାଥ ଶିଶୁଙ୍କୁ କୋଳେଇ ନେଉଛନ୍ତି। ଗୁଜରାଟର ଏକ ବୃଦ୍ଧାଶ୍ରମର ଅନ୍ତେବାସୀମାନେ ଏଭଳି ମହତ୍‌ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି। ‘ଜୀବନ ସନ୍ଧ୍ୟା’ ବୃଦ୍ଧାଶ୍ରମର ଅନ୍ତେବାସୀମାନେ ‘ଶିଶୁଗୃହ’ ନାମକ ଏକ ଅନାଥାଶ୍ରମର ଶିଶୁମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏଥିପାଇଁ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ଶିଶୁମାନଙ୍କୁ ସେମାନେ ପାଇ ଖୁବ୍‌ ଖୁସି ଅନୁଭବ କରିଥିବା ଲକ୍ଷ୍ୟ କରାଯାଇଥିଲା। ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ ସପ୍ତାହରେ ଦିନେ ଶିଶୁମାନଙ୍କ ସହ ସମୟ ବିତାଇବା ଲାଗି ସ୍ଥିର କରାଯାଇଥିବା କହିଛନ୍ତି ବୃଦ୍ଧାଶ୍ରମର ଜଣେ ଅଧିକାରୀ। ଏହାଦ୍ୱାରା ଶିଶୁମାନେ ସ୍ନେହ ଓ ଶ୍ରଦ୍ଧା ପାଇପାରିବେ ଏବଂ ଏହା ସେମାନଙ୍କୁ ଜୀବନରେ ଆଗକୁ ବଢିବାରେ ସାହାଯ୍ୟ କରିବ। ଭାବନାମତ୍କ ଦୃଷ୍ଟିରୁ ଉଭୟେ ଲାଭାନ୍ବିତ ହେବେ ବୋଲି କହନ୍ତି ବୃଦ୍ଧାଶ୍ରମର ଅଧ୍ୟକ୍ଷ ସି.କେ. ପଟେଲ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ବର୍ଜ୍ୟ ବିପଦ

ଡା. ଉମେଶ ଚନ୍ଦ୍ର ପାତ୍ର ନିକଟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି ଏବଂ ଭୟାବହ କରୋନା ମହାମାରୀ ଦିନକୁ ଦିନ ସ୍ବାସ୍ଥ୍ୟଗତ ବିପଦ ସୃଷ୍ଟି...

ଦଲାଲଙ୍କ ଶାସନ

ବିପିନ ବିହାରୀ ମିଶ୍ର ବର୍ତ୍ତମାନ ଦଲାଲଙ୍କ ଉପରେ ଚଢ଼ଉ ଚାଲିଛି। ବିଶେଷତଃ ପରିବହନ କାର୍ଯ୍ୟାଳୟ ଓ ଡାକ୍ତରଖାନାରେ। ଏ ଦୁଇଟି ସ୍ଥାନରେ ଅନେକେ ଶୋଷିତ ହୋଇଛନ୍ତି...

ସଙ୍କଟରେ ଶିମିଳିପାଳ

ଡ . ପ୍ରଫୁଲ୍ଲ କୁମାର ସାହୁ ଶୋଭାର ଭଣ୍ଡାର ଭଞ୍ଜଭୂମି ମୟୂରଭଞ୍ଜ। ଆୟତନ ଦୃଷ୍ଟିରୁ ଓଡ଼ିଶାର ଏହି ସର୍ବବୃହତ୍‌ ଜିଲାର ମଧ୍ୟଭାଗରେ ଅବସ୍ଥିତ ଶିମିଳିପାଳ ଜୈବମଣ୍ଡଳ।...

ବାହ୍ୟ ମଳମୁକ୍ତ ଗ୍ରାମ

ବିଚିତ୍ର ବିଶ୍ୱାଳ ରାସ୍ତାରେ ଯାଉଥିବା ସମୟରେ ଦୁଇପଟେ ପଡ଼ୁଥିବା ଗାଁଗୁଡ଼ିକର ଆରମ୍ଭ ମୁଣ୍ଡରେ ‘ବାହ୍ୟ ମଳମୁକ୍ତ ଗ୍ରାମ’ ଲେଖାଥିବା ଗୋଟିଏ ସିମେଣ୍ଟ ଫଳକ ସମସ୍ତଙ୍କ ନଜରରେ...

ବିୟୋଗାତ୍ମକ ଜିଡିପିରେ ଆତ୍ମନିର୍ଭର ଭାରତର ସ୍ବପ୍ନ

ଡ. ଷ୍ଟାଲିନ ମିଶ୍ର ଆଜି ଭାରତର ଜିଡିପି ସ୍ବାଧୀନତା ପରଠୁ ସର୍ବନିମ୍ନ ସ୍ତରରେ। କରୋନାର କରାଳ ଛାୟାରେ ଦେଶର ଅର୍ଥନୀତି ଆଜି ଧ୍ୱସ୍ତ। ମହାମାରୀକୁ ରୋକିବା...

ଏଇ ଭାରତରେ

କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ୍‌ ଅନୁଯାୟୀ ରାସ୍ତାଘାଟ ତଥା ପରିବେଶକୁ ପରିଷ୍କାର ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ ତାହାକୁ କାର୍ଯ୍ୟକାରୀ କରାଯାଉଛି। ଗୁଜରାଟର...

ଉନ୍ନତ କୃଷି ପରିସଂସ୍ଥାନର ନିର୍ମାଣ

ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ସଂସଦର ଉଭୟ ଗୃହରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କୃଷି ବିଲ୍‌ ଏହା ମଧ୍ୟରେ ଗୃହୀତ ହୋଇଯାଇଛି। ଏଥିସହିତ କୃଷକମାନଙ୍କୁ ଉଦ୍ୟୋଗୀରେ ପରିଣତ...

ଘରୋଇକରଣରେ ସୁଇଟ୍‌ହାର୍ଟ ଡିଲ୍‌

ସହଦେବ ସାହୁ ଗତ ଫେବୃୟାରୀ ଶେଷରେ ବସିଥିବା ଓଡିଶା ସରକାରଙ୍କ ୨୨ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ହାଇଲେଭଲ୍‌ କ୍ଲିଅରାନ୍ସ ଅଥରିଟି)ର ୨୨ତମ ମିଟିଂରେ ଇସ୍ପାତ କ୍ଷେତ୍ରରେ...

Advertisement
Archives

Model This Week