ଏଇ ଭାରତରେ

ଭାରତରେ ବହୁ ସମୟରେ ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ବିବାଦ ଉଠୁଛି। ଖାସ୍‌ କରି କେରଳର ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଚର୍ଚ୍ଚା ବଳବତ୍ତର ରହିଥିବାବେଳେ କୋଏମ୍ବାଟୁରସ୍ଥିତ ମା’ ଲିଙ୍ଗଭୈରବୀ ମନ୍ଦିରରେ ଏକ ଅଜବ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମାସିକ ଧର୍ମକୁ ଏବେ ସୁଦ୍ଧା ହିନ୍ଦୁଧର୍ମରେ ଅପବିତ୍ର ମନେକରାଯାଉଛି। ମନ୍ଦିର ପ୍ରବେଶ ତ’ ଦୂର କଥା, ଏହି ସମୟରେ ପବିତ୍ର ଧର୍ମଗ୍ରନ୍ଥ ବି ଛୁଇଁବାକୁ ମହିଳାମାନଙ୍କୁ ବାରଣ କରାଯାଏ। କିନ୍ତୁ ମାସିକଧର୍ମ ସମୟରେ ମହିଳାଙ୍କୁ ପ୍ରବେଶ ଅନୁମତି ଦେଇ ମା’ ଲିଙ୍ଗଭୈରବୀ ମନ୍ଦିର ଏକ ସକାରାମତ୍କ ବାର୍ତ୍ତା ଦେଇଛି। କେବଳ ଏତିକି ନୁହେଁ ମହିଳାମାନେ ମା’ ଲିଙ୍ଗଭୈରବୀଙ୍କୁ ପୂଜାକରିବା ଲାଗି ଗର୍ଭଗୃହଯାଏ ବି ଯାଇପାରୁଛନ୍ତି। ସବୁଠୁ ବିସ୍ମୟକର କଥା ହେଉଛି, ଏହି ମନ୍ଦିରକୁ ପୁରୁଷମାନଙ୍କୁ ଯିବା ମନା।


Enter your email to get our daily news in your inbox.

All Right Reserved By Dharitri.Com

ନୀତି ମଡେଲକୁ ସାବଧାନ

ଡାନି ରୋଡ୍ରିକ ନବଉଦାରବାଦ ଶେଷ ହୋଇଯାଇଛି କିମ୍ବା ସମ୍ଭବତଃ ଏହା ଅଧିକ ସକ୍ରିୟ ରହିଛି। ତେବେ ସାମ୍ପ୍ରତିକ ସମୟରେ ବିଶେଷଜ୍ଞମାନେ ଏହାର ଉଭୟ ଦିଗରୁ ମଧ୍ୟ...

ଏଇ ଭାରତରେ

ବିଭେଦ ମଧ୍ୟରେ ଏକତା ଭାରତର ପରିଚୟ। ବିଭିନ୍ନ ଧର୍ମ ମଧ୍ୟରେ ଶାଶ୍ୱତ ଚିନ୍ତାଧାରା ଧର୍ମ ନିରପେକ୍ଷତାର ଆଉ ଏକ ଉଦାହରଣ, ଯାହା ଦେଖିବାକୁ ମିଳିଛି ବାରାଣସୀର...

ଗଙ୍ଗାରେ ଶବ

ବିହାର ବକ୍ସର ଜିଲାର ଗଙ୍ଗାନଦୀ କୂଳରେ ୪୫ ମୃତଦେହ ଭାସିବାର ଗୋଟିଏ ଦିନ ପରେ ୧୧ ମେ’ରେ ଉତ୍ତରପ୍ରଦେଶ ଗାଜିପୁରଠାରେ ଆହୁରି କିଛି ଶବ ଦେଖିବାକୁ...

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା...

ଏଇ ଭାରତରେ

ଲୋକଙ୍କ ମନୋରଞ୍ଜନ ପାଇଁ ସିନେମା ହଲ୍‌କୁ ଆକର୍ଷଣୀୟ କରିବାକୁ ସମସ୍ତେ ଚେଷ୍ଟା କିରିଥାନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର ଆଧୁନିକ ସୁବିଧାସୁଯୋଗ କରାଯାଇଥାଏ। କିନ୍ତୁ ପ୍ରଥମ ଥର...

କିଏ ଶ୍ରୀରାଧା

ବିଭୂତି ପ୍ରସାଦ ବୋଷମଲ୍ଲିକ ଶ୍ରୀରାଧା କିଏ? ପ୍ରାୟ ୯୯% ଲୋକ କହନ୍ତି ଯେ, ରାଧା ହେଉଛନ୍ତି ଶ୍ରୀକୃଷ୍ଣଙ୍କ ପ୍ରେମିକା। କିନ୍ତୁ ବାସ୍ତବରେ ଏମାନେ ରାଧାଙ୍କୁ ଜାଣନ୍ତି...

ଏଇ ଭାରତରେ

ଅଫିସ ଯିବାକୁ ଛାଡୁ ନ ଥିବା ପୁଅର ଭାବାନାତ୍ମକ ଭିଡିଓ ଶେୟାର କରିଛନ୍ତି ଜଣେ ପିତା ତଥା ଆଇପିଏସ୍‌ ଅଫିସର। କର୍ତ୍ତବ୍ୟ ଆଗରେ ସ୍ନେହମମତା ତୁଚ୍ଛ।...

ଏଇ ଭାରତରେ

ସରକାରୀ ଜମିରେ ପଣସ ଗଛ ଲଗାଇ ଚାଲିଛନ୍ତି କେରଳର କେ.ଆର୍‌ ଜୟନ। ରାଜ୍ୟର ବିଭିନ୍ନ ଗାଁରେ ସେ ଏଭଳି ଅଭିଯାନ ଚଳାଇଛନ୍ତି। ଗାଁଗୁଡ଼ିକୁ ‘ପାଲଭୁ ଭିଲେଜ’...

Advertisement
Archives

Model This Week