ଏଇ ଭାରତରେ

ହେଲ୍‌ମେଟ ପିନ୍ଧି ବୁଲେଟ ଚଢି ଉଦୟପୁର ସହରରେ ସ୍ବଚ୍ଛତା ପାଇଁ ଲୋକଙ୍କୁ ସଚେତନ କରୁଥିବା ଝିଅ ଜଣଙ୍କୁ ଦେଖିଲେ ଜାଣିବେ ଯେ ସେ ହେଉଛନ୍ତି ଡ. ମୋନିକା ଜୈନ। ରାଜସ୍ଥାନର ଉଦୟପୁର ସହରର ୨୭ ନମ୍ବର ଓ୍ବାର୍ଡର କାଉନ୍‌ସିଲର ମୋନିକା ଏବେ ସ୍ବଚ୍ଛତାର ରୋଲ୍‌ ମଡେଲ ପାଲଟିଯାଇଛନ୍ତି। ବୁଲେଟ୍‌ବାଲି କାଉନ୍‌ସିଲର ଭାବେ ଜଣାଶୁଣା ମୋନିକା ଘର ଘର ବୁଲି ହଜାର ହଜାର ଲୋକଙ୍କୁ ସଚେତନ କରିବା ସହ ପ୍ରତିଦିନ ସହରକୁ ସ୍ବଚ୍ଛ ରଖିବା ଲାଗି ଲୋକମାନଙ୍କୁ ଶପଥ କରାଉଛନ୍ତି। ଆଇନ୍‌ରେ ଡିଗ୍ରୀ ହାସଲ ପରେ ପିଏଚ୍‌ଡି କରିଥିବା ମୋନିକା ତାଙ୍କ ସହଯୋଗୀଙ୍କ ସହ କେବଳ ତାଙ୍କ ଓ୍ବାର୍ଡ ନୁହେଁ ଉଦୟପୁର ସହରର ସ୍ବଚ୍ଛତା ଲାଗି ସକ୍ରିୟ ଅଭିଯାନ ଚଳାଇଛନ୍ତି। ଲୋକମାନେ ବି ତାଙ୍କର ଏହି ଅଭିଯାନରେ ଯୋଡି ହେଉଛନ୍ତି। କେବଳ ଏତିକି ନୁହେଁ ସହରର ଛୋଟବଡ ଦୋକାନକୁ ତାଙ୍କ ଅଭିଯାନରେ ସାମିଲ କରୁଛନ୍ତି। ଏହି ଅଭିଯାନର ପ୍ରଭାବ ଏମିତି ପଡିଛି ଯେ, ୨୭ ନମ୍ବର ଓ୍ବାର୍ଡରେ ଠେଲା ଗାଡିଠାରୁ ଆରମ୍ଭ କରି ଛୋଟ ବଡ଼ ଦୋକାନ ସମସ୍ତେ ଡଷ୍ଟ୍‌ବିନ ରଖିଛନ୍ତି। ଡ. ମୋନିକାଙ୍କ ସ୍ବଚ୍ଛତା ଅଭିଯାନରେ ଆଖପାଖର ସରକାରୀ ଓ ବେସରକାରୀ ସଂସ୍ଥାଗୁଡିକ ସଫେଇ କାର୍ଯ୍ୟରେ ଲାଗିଯାଇଛନ୍ତି। ଉଦୟପୁର ପରେ ଇନ୍ଦୋରକୁ ସ୍ବଚ୍ଛ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ମୋନିକା ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖା ତଳର ମୁହଁ

ଡ. ପବିତ୍ର ସୁବୁଦ୍ଧି   ଜାମ୍ବିଆ ରାଜଧାନୀ ଲୁସାକାରେ ଅବସ୍ଥିତ ଏକ ଚିଡ଼ିଆଖାନାକୁ ଜଣେ ଦର୍ଶକ ବୁଲିବାକୁ ଯାଇଥାନ୍ତି। ବୁଲୁବୁଲୁ ସେ ଏକ କୋଠରି ଆଗରେ...

‘ନ୍ୟୁ ଶେପାର୍ଡ’ ଡିଜାଇନର

ମହାକାଶକୁ ଯାତ୍ରା। ପିଲା ବେଳେ ସମସ୍ତେ ଏମିତି ବିଷୟରେ ନିଶ୍ଚିତ ପଢ଼ିଥିବେ। ତେବେ ବିଶେଷ ଭାବେ ପ୍ରଶିକ୍ଷିତ ଓ ସେ ସମ୍ବନ୍ଧରେ ଯଥେଷ୍ଟ ଜ୍ଞାନ ଆହରଣ...

ଏକ ଚେତାବନୀ

ଦେଶର ଗୋଟିଏ ଭାଗରୁ ଆଉ ଏକ ଭାଗକୁ ନିଜ ଘର ଅଭିମୁଖେ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ହୃଦୟବିଦାରକ ଦୃଶ୍ୟ କୋଭିଡ୍‌-୧୯ ମହାମାରୀ ଚାଲିଗଲା ପରେ ଆମ...

କରୋନାରୁ ଶିକ୍ଷା

ପ୍ରାକୃତିକ ହେଉ ବା ମନୁଷ୍ୟକୃତ ବିପର୍ଯ୍ୟୟରୁ ମଣିଷ ବହୁ କଥା ଶିଖିଥାଏ। ଆଜି କୋଭିଡ୍‌-୧୯ ରୋଗ ଲୋକଙ୍କ ମନରେ ଭୟ ସୃଷ୍ଟି କରିଦେଇଛି। ୨୦୧୯ ଶେଷ...

ଏଇ ଭାରତରେ

ପରିଣତ ବୟସରେ ଜଣେ ଦିବ୍ୟାଙ୍ଗ ପରିବେଶକୁ କେତେ ଭଲ ପାଆନ୍ତି ତାହା ତାଙ୍କ କଥା ନୁହେଁ, କାର୍ଯ୍ୟରୁ ହିଁ ଜଣାପଡ଼େ, ଯାହା କରୁଛନ୍ତି କେରଳର ଏନ୍‌.ଏସ୍‌....

କେରଳ ସୁନା

ନଗଦ ଅର୍ଥ ପରେ ସବୁଠାରୁ ଅଧିକ ଲିକ୍ୟୁଡିଟି ବା ସହଜରେ ଅର୍ଥ ଭଳି କାମ ଦେଉଥିବା ହଳଦିଆ ଧାତୁ ହେଲା ସୁନା। ବିଶେଷକରି ବିମୁଦ୍ରୀକରଣ ପରେ...

ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବ କ

ଫାଓ୍ବାଜ ଏ.ଜର୍ଜେସ୍‌ ମଧ୍ୟପ୍ରାଚ୍ୟରେ ସମ୍ପର୍କ ଓ ମେଣ୍ଟରେ ପରିବର୍ତ୍ତନ ହେବାରେ ଲାଗିଛି। ସେଠାରେ ତୀବ୍ର ଶତ୍ରୁତା ମଧ୍ୟରେ କୂଟନୀତି ବେଶ୍‌ ଗତିଶୀଳ ହୋଇଛି। ସୌଦି ଆରବ,...

କୃପା ଓ ଧୈର୍ଯ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଶୀଲା ଦୀକ୍ଷିତଙ୍କ ସ୍ବାମୀ ଥିଲେ ‘ଡିକି’ (ବିନୋଦ ଦୀକ୍ଷିତ), ଯିଏ ବହୁ କମ୍‌ ବୟସରେ ଚାଲିଯାଇଥିଲେ। ସେ ଭାରତୀୟ ଅମଲାତନ୍ତ୍ରର...

Advertisement
Archives

Model This Week