ଏଇ ଭାରତରେ

ସମାଜସେବାରେ ସାରା ଜୀବନ ବିତାଇଦେବା ଲୋକଙ୍କ ସଂଖ୍ୟା କିଛି କମ୍‌ ନାହିଁ। ଏମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ପୁଣେ ନିବାସୀ ପଦ୍ମିନୀ ଷ୍ଟମ୍ପ୍‌ ଅନ୍ୟତମ। ସେ ଏବେ ୯୦୦ ବୁଲା କୁକୁର, ଦେଢ଼ଶହ ବିଲେଇ ଓ ୧୦୦ରୁ ଊର୍ଦ୍ଧ୍ୱ ଗାଈ ଓ ମଇଁଷିଙ୍କ ପାଳିକା ମା’ ପାଲଟିଯାଇଛନ୍ତି। ଏମାନଙ୍କ ଲାଗି ସେ ନିଜ ଘର ଖୋଲି ଦେଇଛନ୍ତି। ଏହା ବ୍ୟତୀତ ଦୁଇଟି ଆଶ୍ରୟସ୍ଥଳୀ ବି ନିର୍ମାଣ କରିଛନ୍ତି। ୬୦ ବର୍ଷୀୟା ପଦ୍ମିନୀ ପୁଣେର ପ୍ରଥମ ସୁପର୍‌ ମଡେଲ ଥିଲେ। ଦେଶବିଦେଶରେ ବହୁ ମଡେଲିଂ ଶୋ’ରେ ମଧ୍ୟ ଭାଗ ନେଇଥିଲେ। ବୟସର ସାୟାହ୍ନରେ ଉପନୀତ ପଦ୍ମିନୀ ଅନ୍ୟର ସାହାରା ଲୋଡିବା ସମୟରେ ହଜାର ଜୀବଙ୍କୁ ସେବା ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ୨୦୦୬ରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଏକମାତ୍ର ପୁଅଙ୍କୁ ହରାଇବା ପରେ ସେ ଭାଙ୍ଗିପଡିଥିଲେ। ତା’ପରେ ଘର ପାଖରେ ଏକ ରୋଗଗ୍ରସ୍ତ କୁକୁରକୁ ଦେଖି ତାକୁ ଘରକୁ ଆଣି ସେବା କରିଥିଲେ। ପରେ ସେ ‘ମିଶନ ପଶିବଲ୍‌’ ନାମକ ସଂସ୍ଥା ଗଢି ତା’ମାଧ୍ୟମରେ ଅସହାୟ ପ୍ରାଣୀଙ୍କ ସେବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସରକାରୀ ସ୍କୁଲର ବିକାଶ ସରକାର କରିବେ- ଏଭଳି ଧାରଣା ସମସ୍ତଙ୍କର ରହିଛି। ହେଲେ ବ୍ୟକ୍ତିଗତ ଅନୁଦାନରେ ଏଭଳି ବିକାଶ ସମ୍ଭବ ବୋଲି ପ୍ରମାଣ କରିଛନ୍ତି ଅରୁଣାଚଳପ୍ରଦେଶର...

ତଥ୍ୟ ବିଜ୍ଞାନ ଓ ଓଡ଼ିଶାର କୃଷି

ସୁକାନ୍ତ କୁମାର ପାଣିଗ୍ରାହୀ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଫଳରେ ବର୍ତ୍ତମାନର କୃଷି ଏକ ନୂତନ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ଓଡ଼ିଶାର କୃଷି ଓ...

ବିଶେଷଜ୍ଞ ଆମଦାନି

ଡ. ସୁବାସ ଚନ୍ଦ୍ର ପାତ୍ର କିଛି ବର୍ଷ ତଳେ ସଚିବାଳୟସ୍ଥ (ଏବର ଲୋକସେବା ଭବନ) ସାଧାରଣ ପ୍ରଶାସନ ବିଭାଗକୁ କୌଣସି ଏକ କାମରେ ଯାଇଥିଲି। ବିଭାଗକୁ...

ନିଜର ମରାମତି

କରୋନା ଭାଇରସ୍‌ ପୃଥିବୀବ୍ୟାପୀ ପ୍ରାୟ ୭୦ ହଜାର ଲୋକଙ୍କ ଜୀବନ ନେଲାଣି। ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ବୋଲାଉ ଥିବା ଆମେରିକା ଆଜି କରୋନା ମାଡ଼ରେ ଧରାଶାୟୀ।...

ଫଟୋ, ବ୍ୟାନର ଓ ପ୍ରତିମୂର୍ତ୍ତି ଅନ୍ତରାଳେ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ସମ୍ପ୍ରତି ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ରାଜନେତାମାନଙ୍କର ବ୍ୟାନର ଉପଯୋଗ, ନିଜ ନାମ ଖୋଦିତ ଫଳକ ସ୍ଥାପନ ଓ ନିଜର ପ୍ରତିମୂର୍ତ୍ତି ନିର୍ମାଣ ଦେଖିଲେ...

ଏଇ ଭାରତରେ

ଛତିଶଗଡର ମାଓବାଦୀ ପ୍ରଭାବିତ ବସ୍ତରରେ ରାସ୍ତା ନିର୍ମାଣ ଏକ ବଡ଼ ଆହ୍ବାନ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦୁର୍ଗମ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ରାସ୍ତା ନିର୍ମାଣ...

ଝିଅଙ୍କ ପାଠ

କୋଭିଡ୍‌-୧୯କୁ ଦୁଇବର୍ଷ ପୂରିବାକୁ ଯାଉଥିବା ବେଳେ ବିଶ୍ୱସାରା ଛାତ୍ରୀଛାତ୍ରଙ୍କ ପାଠପଢ଼ା ଘୋର ପ୍ରଭାବିତ ହୋଇଛି। ଅନ୍‌ଲାଇନ୍‌ ଶିକ୍ଷା ଯଦିଓ ମହାମାରୀ ସମୟରେ ଭାରସାଯୋଗ୍ୟ ମାଧ୍ୟମ ହୋଇପାରିଛି,...

କୋଙ୍କଣି ସୃଜନ ସାଧକ

ଜ୍ଞାନପୀଠ ପୁରସ୍କାର ଭାରତୀୟ ସାହିତ୍ୟର ସର୍ବଶ୍ରେଷ୍ଠ ସମ୍ମାନ ଭାବେ ବିବେଚନା କରାଯାଏ। ୧୯୬୧ରେ ପ୍ରତିଷ୍ଠା ହୋଇଥିବା ଏହି ପୁରସ୍କାର ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ...

Advertisement
Archives

Model This Week