ଇବ୍ରାହିମଙ୍କ କାନ୍ଧରେ ବସି ମୌସୁମୀର ମଜା ନେଉଛନ୍ତି ସାରା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ସାରା ଅଲି ଖାଁ ଏବେ ଖୁବ୍‌ ଚର୍ଚ୍ଚାରେ। ମଝିରେ ମଝିରେ ସେ ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ଶେୟାର କରି ଆସୁଛନ୍ତି ଚର୍ଚ୍ଚାକୁ। ସାରା ଓ ତାଙ୍କ ଭାଇ ଇବ୍ରାହିମଙ୍କ ବଣ୍ଡିଙ୍ଗକୁ ନେଇ ସମସ୍ତେ ଅଳ୍ପ ବହୁତେ ଜାଣିଥିବେ ନିଶ୍ଚୟ। ଏମାନଙ୍କ ମଧ୍ୟରେ ବେଶ୍‌ ଭଲ ସମ୍ପର୍କ। ଅଧିକାଂଶ ସମୟରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳିଥାଏ। ନିକଟରେ ଉଭୟଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅଭିନେତ୍ରୀ ସାରା ନିଜ ଭାଇ ଇବ୍ରାହିମଙ୍କ କାନ୍ଧରେ ବସି ମୌସୁମୀର ମଜା ନେଉଥିବା ଦେଖାଯାଇଛି। ଏହି ଫଟୋକୁ ସାରା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଫଟୋ ଶେୟାର କରିବା ସହ ସାରା ଲେଖିଛନ୍ତି ଏହା ରାକ୍ଷୀ ପରର ବଣ୍ଡିଙ୍ଗ। ଆଉ ଏଥିପାଇଁ ତାଙ୍କ ସାନ ଭାଇ ତାଙ୍କୁ କୁଆଡେ ଲାଞ୍ଚ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଓ୍ବାର୍ଡ ଶୋରେ ଲୋକଙ୍କ ମଝିରେ ଜୟାଙ୍କୁ ଚୁମ୍ବନ ଦେଇଥିଲେ ଅମିତାଭ, ମଝିରେ ବସିଥିଲେ ପୁଅ

ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ ଇଣ୍ଡଷ୍ଟ୍ରିରେ ପାଦ ଦେବାର ୫୦ ବର୍ଷରୁ ଅଧିକ ସମୟ ବିତିଗଲାଣି। ସେ ୧୯୬୯ ମସିହାରେ ‘ସାତ ହିନ୍ଦୁସ୍ତାନୀ’ରୁ ବଲିଉଡରେ...

ସରିଲା ମହାକାଶରେ ଫିଲ୍ମ ଶୁଟିଂ

ମସ୍କୋ,୧୭।୧୦: ମହାକାଶରେ ପ୍ରଥମ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ଶୁଟିଂ ରବିବାର ଶେଷ ହୋଇଛି। ଏହି ଫିଲ୍ମର ଶୁଟିଂ ପାଇଁ କଳାକାରମାନେ ମହାକାଶକୁ ୧୨ ଦିନ ଯାତ୍ରା...

୨୦୨୨ରେ ବିବାହ କରିବେ ବଲିଉଡ୍‌ର ଏହିସବୁ ଯୋଡ଼ି

ମୁମ୍ବାଇ: ୨୦୨୨ରେ ବଲିଉଡ୍‌ର କିଛି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଆଲିଆ-ରଣବୀର,ଅର୍ଜୁନ-ମଲାଇକା,ଆଦର-ତାରା,କିଆରା-ସିଦ୍ଧାର୍ଥ, ରାହୁଲ-ଆଥିଆ। ଆଲିଆ-ରଣବୀର: ୨୦୧୮ରୁ ଅଭିନେତ୍ରୀ ଆଲିଆ...

ମାତ୍ର ୧୯ ବର୍ଷରେ ଅମିତାଭ ବଚ୍ଚନ ସହ କରିଥିଲେ ଡେବ୍ୟୁ, ୨୫ରେ ମୃତ୍ୟୁ, ଏମିତି ଥିଲା ଜିଆ ଖାନ୍‌ଙ୍କ ଫିଲ୍ମ କ୍ୟାରିୟର୍‌

ବଲିଉଡ୍‌ ଅଭିନେତ୍ରୀ ଜିଆ ଖାନ୍‌ଙ୍କ ଆଜି ୩୨ ତମ ଜନ୍ମଦିବସ। ୧୯୮୮ ମସିହା ଫେବୃୟାର ୨୦ରେ ନ୍ୟୁୟର୍କରେ ସେ ଜନ୍ମଗ୍ରହଣ କରିଥିଲେ ଜିଆ। ଜିଆ ବଲିଉଡ୍‌ର...

କାହିଁକି ଐଶ୍ୱର୍ଯ୍ୟାଙ୍କ କାନରୁ ବାହାରିଥିଲା ରକ୍ତ

ମୁମ୍ବାଇ: ଫିଲ୍ମର ଶୁଟିଂ ସେଟ୍‌ରେ ଆହତ ହେବା ସାଧାରଣ କଥା। ଶୁଟିଂ କରିବା ସମୟରେ କେତେକ ଅଭିନେତ୍ରୀ ଅଭିନେତା ଆହତ ହୋଇଥାନ୍ତି। ଏହାପରେ ବି ସେମାନେ...

ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଯୁବରାଜ ସିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ମଧ୍ୟରେ ସମ୍ପର୍କ କଛି ନୂଆ କଥା ନୁହେଁ। ବଲିଉଡ୍‌ ଏବଂ କ୍ରିକେଟ ଦୁନିଆର ଏପରି ଅନେକ ଯୋଡ଼ି ଥିଲେ,...

ୱାର୍ଲଡ କ୍ଲାସ୍‌ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବେ ଶାହାରୁଖ

ବଲିଉଡ଼ ବାଦଶାହ ଶାହାରୁଖ ଖାନ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁନ୍ତି। ସମସ୍ତେ ଜାଣନ୍ତି ଯେ ଶାହାରୁଖ କ୍ରିକେଟର ବଡ଼ ଫ୍ୟାନ୍‌...

ଟେଲିଭିଜନ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କ ପରଲୋକ

ନୂଆଦିଲ୍ଲୀ,୨୨।୧୧-ଟେଲିଭିଜନ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କ ଶନିବାର ପରଲୋକ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କିଡନୀ ରୋଗରେ ଦୀର୍ଘଦିନ...

Advertisement
Archives

Model This Week