ଇଣ୍ଡଷ୍ଟ୍ରିରେ ୨୭ ବର୍ଷ ପୂରଣ ପରେ ଶାହରୁଖ୍‌ କହିଲେ ଏମିତି କଥା

ଦୀର୍ଘ ୨୭ ବର୍ଷ ଧରି ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶାହରୁଖ ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। ‘ଜିରୋ’ ଫ୍ଲପ ହେବା ପରେ ସେ ଆଉ କୌଣସି ଫିଲ୍ମରେ ସାଇନ୍‌ କରି ନ ଥିଲେ ମଧ୍ୟ ଦର୍ଶକଙ୍କ ଭଲପାଇବା ଏବଂ ଶୁଭେଚ୍ଛା ତାଙ୍କ ପ୍ରତି କମିନାହିଁ। ଦର୍ଶକ ଲଗାତାର ତାଙ୍କୁ ଟୁଇଟ୍‌ କରି ସେମାନଙ୍କ ଭଲପାଇବା ଏବଂ ସମର୍ଥନ ଜାହିର କରୁଛନ୍ତି। ଦର୍ଶକଙ୍କ ଏତେ ଭଲପାଇବା ଦେଖି ଶାହରୁଖ ବି ବହୁତ ଖୁସି। ଟୁଇଟ୍‌ ଜରିଆରେ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେଇ ସେ କହିଛନ୍ତି, ଜୀବନର ଅଧା ସମୟ ଇଣ୍ଡଷ୍ଟ୍ରିରେ କଟିଗଲାଣି। ଏଥିରେ କେତେକ ଫିଲ୍ମ ହିଟ୍‌ ହୋଇଥିବାବେଳେ ଆଉ କେତେକ ଫ୍ଲପ ବି ହୋଇଛି। ତଥାପି ଦର୍ଶକ ତାଙ୍କୁ ଏତେ ଭଲପାଇବା ଦେଉଥିବାରୁ ସମସ୍ତଙ୍କୁ ଧନ୍ୟବାଦ କହିଛନ୍ତି। ଫିଲ୍ମ ‘ଦିବାନା’ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଶାହରୁଖ୍‌। ଏଥିରେ ଋଷି କପୁର ଏବଂ ଦିବ୍ୟା ଭାରତୀ ମଧ୍ୟ ଅଭିନୟ କରିଥିଲେ। ଏବେ ତାଙ୍କ ହାତରେ କୌଣସି ଫିଲ୍ମ ନ ଥିବାରୁ ପୂରା ଫ୍ୟାମିଲିକୁ ସମୟ ଦେଉଛନ୍ତି। ପିଲାଙ୍କ ପାଠପଢ଼ା ଦେଖିବା ସହ ବନ୍ଧୁ ପରିଜନଙ୍କ ସହ ହସଖୁସିରେ ସମୟ କାଟୁଥିବା କହିଛନ୍ତି ଶାହରୁଖ।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଫୋର୍ସ ପାଇଲଟ ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ଏଥର ଫ୍ରାଇଡେ ରିଲିଜରେ ସାମିଲ ହୋଇଛି କଙ୍ଗନା ରାନାଓ୍ବତଙ୍କ ଫିଲ୍ମ ‘ପଙ୍ଗା’। ଏହା ବକ୍ସ ଅଫିସରେ ହିଟ୍‌ ହେବ ବୋଲି ମେକର୍ସ ଆଶା ରଖିଛନ୍ତି।...

ଶ୍ରୀଲଙ୍କା ଗାୟକ ସୁନୀଲ ପେରେରାଙ୍କ ଦେହାନ୍ତ

କଲମ୍ବୋ: ଶ୍ରୀଲଙ୍କାର ଜଣାଶୁଣା ଗାୟକ ତଥା ମ୍ୟୁଜିକ କମ୍ପୋଜର ସୁନୀଲ ପେରେରାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ...

ବିଗ୍‌ ବିଙ୍କ ପୁଅ ହୋଇ ବି କରିଥିଲେ ସଂଘର୍ଷ…

ମୁମ୍ବାଇ,୫।୨: ବଲିଉଡ ଷ୍ଟାର ଅଭିଷେକ ବଚ୍ଚନଙ୍କୁ ଶୁକ୍ରବାର ୪୫ ବର୍ଷ ପୂରଣ ହୋଇଛି। ରେ ପଦାର୍ପଣ କରିଛନ୍ତି। ୧୯୭୬ ଫେବୃୟାରୀ ୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ...

ଜନ୍ମଦିନରେ ପ୍ରଶଂସକଙ୍କୁ ବଡ ଉପହାର ଦେଲ ଇମ୍ରାନ

ମୁମ୍ବାଇ: ବଲିଉଡର ସିରିୟଲ କିସର ଇମ୍ରାନ ହାସମି ତାଙ୍କ ୪୩ ତମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ତେବେ ଜନ୍ମଦିନରେ ଇମ୍ରାନ ତାଙ୍କ ଫ୍ୟାନମାନଙ୍କୁ ଏକ...

ଜ୍ୟାକଲିନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ…

ନୂଆଦିଲ୍ଲୀ, ୨୬।୯ : ୨୦୦ କୋଟି ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ପଟିଆଲା ହାଉସ କୋର୍ଟରେ ମଧ୍ୟବର୍ତ୍ତୀ କାଳୀନ ଜାମିନ ମିଳିଛି। ଏଥି ସହିତ...

ଆଉ ନାହାନ୍ତି ପାଣ୍ଡୁ

କରୋନାରେ ପ୍ରାଣ ହରାଇଛନ୍ତି ଆଉ ଜଣେ ଅଭିନେତା। ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ହାସ୍ୟ ଅଭିନେତା ପାଣ୍ଡୁ ୭୪ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନି।...

ଏହି ସର୍ତ୍ତରେ ରାଜ୍‌ଙ୍କୁ ବିବାହ ପାଇଁ ରାଜି ହୋଇଥିଲେ ଶିଳ୍ପା

ଆଜିକାଲି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ଝଡ଼ ସୃଷ୍ଟି ହୋଇଛି। ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଜେଲ ଯିବା ପରେ ନିଜକୁ...

ଅନୁରାଗ କଶ୍ୟପଙ୍କ ସହ ସିକ୍ରେଟ୍‌ ଆଫେୟାରକୁ ନେଇ ଏମିତି କହିଲେ ମନ୍ଦାନା

ଅଭିନେତ୍ରୀ ତଥା ମଡେଲ ମନ୍ଦାନା କରିମି କଙ୍ଗନା ରାଣାଓ୍ବତଙ୍କ ଶୋ’ ‘ଲକ୍‌ ଅପ’ରେ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ। ବର୍ତ୍ତମାନ ସେ ଶୋ’ରୁ ବିଦାୟ ନେଇଛନ୍ତି...

Advertisement
Archives

Model This Week