ଆଲିଆଙ୍କୁ ପୂରିଲା ୨୭: ଗତବର୍ଷ ରୋଜଗାର କରିଛନ୍ତି ୫୯.୨୧ କୋଟି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଚୁଲ୍‌ବୁଲୀ ଅନିନେତ୍ରୀ ଆଲିଆ ଭଟ୍ଟ ରବିିବାର ୨୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୯୩ ମାର୍ଚ୍ଚ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୨୦୧୨ରେ ଫିଲ୍ମ ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟରରେ ସେ ବଲଉଡ୍‌ରେ ଡେବ୍ୟୁ କରିଥିଲେ। ପୂର୍ବରୁ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ଆଲିଆଙ୍କ ସମ୍ପର୍କ ନେଇ ବେଶ୍‌ ଚର୍ଚ୍ଚା ହେଉଥିଲା। ତେବେ ପରେ ଏଥିରେ ଭଟ୍ଟା ପଡ଼ିଥିଲା। ଏବେ ନେଇ ଆଲିଆଙ୍କ ଏବଂ ରଣବୀର କପୁରଙ୍କ ସମ୍ପର୍କ ନେଇ ବଲିଉଡ୍‌ରେ ଚର୍ଚ୍ଚା ହେଉଛି। ଆଲିଆ ସବୁବେଳେ ନିଜ ପରିଶ୍ରମ ଉପରେ ଭରସା କରିଥାନ୍ତି ବୋଲି ଏକ ସାକ୍ଷାତ୍‌କାରରେ କରିଥିଲେ। ସେ ୨୦୧୮ରେ ୫୮.୮୩ କୋଟି ଟଙ୍କା ରୋଜଗାର କରିଥିଲେ। ୨୦୧୯ରେ ତାଙ୍କର ରୋଜଗାର ପରିମାଣ ୫୯.୨୧ କୋଟି ଟଙ୍କା ଥିଲା। ଦର୍ଶକ ଆଲିଆଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରୁଛନ୍ତି। ତେଣୁ ଏବେ ଆଲିଆଙ୍କ ପଛରେ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ୍‌ ଲାଗିଛି ବୋଲି ବଲିଉଡ୍‌ରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେବେ କପିଲ, ସ୍ତ୍ରୀ ଗିନ୍ନିଙ୍କ ସହ ‘ବେବିମୁନ୍‌’ରେ ଗଲେ କାନାଡ଼ା

ମୁମ୍ବାଇ: ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି କମେଡିକିଙ୍ଗ କପିଲ ଶର୍ମା। ଗତ କିଛି ଦିନ ଧରି ଏନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନିଜେ କପିଲ...

ଆଇଶାଙ୍କ ବିରୋଧରେ ଦେଶଦ୍ରୋହ

କୋଚି, ୧୨।୬: ଅଭିନେତ୍ରୀ ତଥା ମଡେଲ୍‌ ଆଇଶା ସୁଲତାନା ଏକ ଟିଭି ବିତର୍କରେ ଭାଗନେଇ ଲାକ୍ଷାଦ୍ୱୀପରେ କୋଭିଡ୍‌-୧୯ ସଂକ୍ରମଣ ନେଇ ମିଛ ଖବର ପ୍ରସାର କରିଥିବା...

୨୭ ପଇସା ନେଇ ବମ୍ବେ ଆସିଥିଲେ ଏହି ଖ୍ୟାତନାମା ଗୀତିକାର: ସଲମାନଙ୍କ ବାପାଙ୍କ ଯୋଗୁ ବଦଳିଯାଇଥିଲା ଭାଗ୍ୟ

ବମ୍ବେ: ଆଜି ନିଜର ଜନ୍ମଦିନ ପାଳୁଛନ୍ତି ଖ୍ୟାତନାମା ଗୀତିକାର ତଥା ପୂର୍ବ ରାଜ୍ୟ ସଭା ସାଂସଦ ଜାଭେଦ ଅଖ୍‌ତର। ‘ଅନ୍ଦାଜ’ ଠାରୁ ଆରମ୍ଭ କରି ‘ଜଞ୍ଜିର’,...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ଆର୍‌.ମାଧବନ

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ବଲିଉଡ୍‌ ଓ ସାଉଥ ଫିଲ୍ମ ଦୁନିଆର ପ୍ରସିଦ୍ଧ ଅଭିନେତା ଆର. ମାଧବନ ଏବଂ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଧବାର ଭେଟିଥିଲେ। ଏହି...

ବ୍ରେକ୍‌ଅପ ପରେ ଷ୍ଟାର: ଏହି ପ୍ରସିଦ୍ଧ ଗାୟିକାଙ୍କ ଭାଗ୍ୟ ବଦଳାଇ ଦେଇଥିଲେ ଏକ୍ସ

ଆଜି ପ୍ରସିଦ୍ଧ ବ୍ରିଟିଶ ଗାୟିକା ତଥା ଗୀତିକାର ଅଡେଲେଙ୍କ ଜନ୍ମଦିନ। ମେ ୫ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି ଅଡେଲେ। ଏହି ଅବସରରେ ଜାଣନ୍ତୁ ତାଙ୍କ...

ବୟ ଫ୍ରେଣ୍ଡକୁ ନେଇ ମୁହଁ ଖୋଲିଲେ କିଆରା

ମୁମ୍ବାଇ: ଏମ୍ ଏସ୍ ଧୋନୀ, କବିର ସିଂ, ଗୁଡ ନ୍ୟୁଜ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପାଖରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି...

ବଲିଉଡ୍‌ରେ କୁମାର ବିଶ୍ୱାସ

ନୂଆଦିଲ୍ଲୀ, ୨୪ା୨: କବି ଓ ରାଜନେତା ଭାବେ ଜଣାଶୁଣା କୁମାର ବିଶ୍ୱାସ ଏବେ ଫିଲ୍ମ ଦୁନିଆରେ ପାଦ ଥାପିଛନ୍ତି। ସାହିତି୍ୟକ ମଞ୍ଚରେ କବିତା ପାଠ, ଆନ୍ନା...

ଗ୍ଲାମର ଛାଡ଼ି ଏବେ ଯୋଗିନୀ

ବମ୍ବେ: କଳାକାରଟିଏ ହେବାର ସ୍ବପ୍ନ ନେଇ ଅନେକ ମୁମ୍ବାଇ ମୁହାଁ ହୋଇଥାନ୍ତି। ଏଥିପାଇଁ ସହରକୁ ସ୍ବପ୍ନର ସହର ବୋଲି କୁହାଯାଏ। ଅନେକ ଆଶାୟୀଙ୍କ ସ୍ବପ୍ନ ଏଠାରେ...

Advertisement
Archives

Model This Week